ଅସିଜାଇଛି ସବୁ IPL ଦଳ ଦ୍ଵାରା କିଣା ଯାଇଥିବା ଖେଳାଳି ମାନଙ୍କର ଶୁଚି, ଏହି ଦଳ ହୋଇଗଲା ସବୁଠାରୁ ଖତରନାକ ଦଳ

ଭାରତ ରେ ଆୟୋଜିତ ହେଉଥିବା ଏହି IPL ମ୍ୟାଚ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱରା ପରିଚାଳିତ ଅଟେ I ଲଳିତ ମୋଦି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ର ଅନୁମତି ନେଇକି ଏହି IPL ସିରିଜ ର ଶୁଭାରମ୍ଭ କରିଥିଲେ I ଏହି IPL ଖେଳ 2007 ରୁ ଆରମ୍ଭ ହେଇଚି I

ପ୍ରତ୍ୟକ ବର୍ଷ ଅପ୍ରେଲ ରୁ ମେ ମାସ ମଧ୍ୟ ରେ ଏହି IPL ଖେଳ ର ଆରମ୍ଭ ହେଇଥାଏ I ବର୍ତମାନ ର ମିଳିଥିଲା ସୂଚନା ଅନୁସାରେ IPL 2020 ପାଇ ସବୁ ପ୍ରସ୍ତୁତ ଶେଷ ହେଇଯାଇଛି I ଏହି IPL ରେ 8 ଗୋଟି ଟିମ ଖେଳିବେ I

1. ରୟଲ ଚଲେଞ୍ଜର ବ୍ୟଙ୍ଗଳର
ଏରନ ପିଚ, ଜୋସୁଆ ଫିରୋନ , ସେହେବଜ ଅହମଦ , ପବନ ଦେଶପାଣ୍ଡେ , ଇସୁର ଉଡାନା , କେନ ରିଚାର୍ଡ ସନ , ଡେଲ ଷ୍ଟେନ.

2.ଦିଲ୍ଲୀ କ୍ୟାପିଟାଲ
ଯେସନ ରାୟ , ଅଲିକାଶ କେରି , ସିମ୍ରନ ହେତମୟର , କ୍ରିକ୍ଷ ବକ୍ସମାର୍କ ଷ୍ଟିସନ , ଲଳିତ ଯାଦବ , ମୋହିତ ଶର୍ମା , ତୁଷାର ଦେଶପାଣ୍ଡେ I

3. ରାଜସ୍ଥାନ ରାୟଲସ
ରବିନ ଉତ୍ଥାପ , ୟସସବି , ଅନୁଜ ରାବତ , ଦେବିଡ଼ ମିଲର , ଅନିରୁଦ୍ଧ ଯୋଶୀ , ଜୟଦେବ , ଆକାଶ ସିଂ , କାର୍ତିକ ତ୍ୟାଗୀ , ଔଷଣ ଥମସ , ଟମ , ଆଣ୍ଡ୍ରୟୁ ଟ୍ରାଇ I

4.ଚେନାଇ ସୁପର କିଂ
ସେମ କରଣ , ପିୟୁସ , ରବି ଶ୍ରୀନିବସସନ ସାଇ କରଣ , ଜୋସ I

5.ମୁମ୍ବାଇ ଇଣ୍ଡିଆନ୍ସ
କ୍ରିଷ ଲୀନ , ସୌରଭ ତିବରୀ , ନାଥନ , ମୋହସିନ ଖାଁ , ଦିଗ୍ବିଜୟ ଦେଶମୁଖ I

6.କିଙ୍ଗସ ଏଲେବେନ ପଞ୍ଜାବ
ପ୍ରଭାସୀମାରଣ ସିଂ , ଗଲେନ ମେକ୍ସ୍ବେଳ, ଦୀପକ ହୁଦ୍ଦୁ , ଜେମ୍ସ , କ୍ରିଷ , ରବି ବିଶ୍ୱରଇ , ତାଜୀନ୍ଦର ଢ଼ିଲଲନ , ସେଲଡନ , ଇସନ ପରେଳ I

7.କୋଲକାତା ନାଇଟ ରାଇଦର
ରାହୁଲ ତ୍ରିପାଠୀ , ଟମ ବେଟମ, ନିଖିଳ ନାୟକ , ୱିୟନ ମାର୍ଗନ , କ୍ରିଷ ଗ୍ରୀନ , ବରୁଣ ଚକ୍ରବର୍ତ୍ତୀ , ଏମ ସିଦ୍ଧାର୍ଥ , ପ୍ରବୀଣ ତାମ୍ବ , ପେଟ I

8.ସଂରାଇଜର ହାଇଦ୍ରାବାଦ
ବିରାଟ ସିଂ , ପ୍ରିୟମ ଗର୍ଜ , ସଞ୍ଜୟ ଯାଦବ , ମିଚେଲ ମର୍ସ , ସଂଜୀବ , ଅବଦୁଲ , ଫେବୀୟନ I