ଦେଖନ୍ତୁ; ଟ୍ରକ ତଳକୁ ଅସିଜାଇଥିଲେ ଏହି ଦୁଇ ଝିଅ, କିନ୍ତୁ ଏହାପରେ ଯାହା ହେଲା ଉଡେଇଦେଲା ସମସ୍ତଙ୍କ ହୋସ

ଏଥିରେ କିଛି ଭାବିବାର ନାହିଁ କି ଏହି ସଂସାର କୁ ଭାବଗବାନ ହିଁ ସୃଷ୍ଟି କରିଛନ୍ତି I ସମସ୍ତ ଜୀବଜଗତ କୁ ଭଗବାନ ହିଁ ସୃଷ୍ଟି କରିଛନ୍ତି I କାହାର ଜନ୍ମ ଓ କାହାର ମୃତ୍ୟ ଏହା ସବୁ ଭଗବାନ ଙ୍କ ଉପରେ ନିର୍ଭର କରିଥାଏ I ଯଦି କୌଣସି ବ୍ୟକ୍ତି ଙ୍କ ର ମୃତ୍ୟୁ ହେଇଥାଏ ତ କେହି ବି ତାଙ୍କୁ ରକ୍ଷା କରିପାରିବେ ନାହିଁ I ତେବେ ଏହି ଭିଡିଓ ରେ ଆପଣ ଦେଖି ପାରୁଥିବେ କିପରି ଦୁଇଟି ଝିଅ ଟ୍ରକ ତଳକୁ ଆସିଯାଉଛନ୍ତି I

ନିଶ୍ଚିତ ରୂପେ ଆପଣ ବି ଏହି ଭିଡିଓ କୁ ଦେଖି ଭଗବାନ ଙ୍କ ର ଚମତ୍କାରିତା ବୋଲି କହିବେ I ଏହି ଘଟଣା ଟି ତାମିଲନାଡୁ ର ପଡୁ଼କୋଟି ଅଂଚଳ ର ଅଟେ I ସିସିଟିଭି ର ଏହି ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବା ରେ ଲାଗିଛି I

ତେବେ ନିଜ ଘର ତରଫଙ୍କୁ ଯାଉଥିବା ଏହି ଯୁବତୀ ଅଚାନକ ରୋଡ଼ ରେ ଠିଆ ହେଇଥିବା ସମୟ ରେ ଦୁହିଁଙ୍କ ଉପରେ ଏକ ଟ୍ରକ ଯାହା କି ଖୁବ ଦ୍ରୁତ ଗତି ରେ ଆସୁଥିଲା ତାହା ମାଡିଯାଇଥିଲା I

ଆପଣ ଏହି ଭିଡିଓ ରେ ଦେଖିପାରୁଥିବେ ଟ୍ରକ ମାଡ଼ ହେବା ପରେ ସ୍କୁଟି ରେ ବସିଥିବା ଦୁଇ ଯୁବତୀ ତଳେ ପଡିଯାଇଥିଲେ I ହେଲେ ଠିକ ସମୟ ରେ ଡ୍ରାଇଭର ବ୍ରେକ ମାରିଥିଲା I ଏହା ପରେ ସେଠାରେ ଉପସ୍ଥିତ ଲୋକେ ଦୁହିଁଙ୍କୁ ତାଙ୍କ ଘର କୁ ନେଇ ଛାଡ଼ିଥାନ୍ତି I

ତେଣୁ ଏହି ଭିଡିଓ ଦେଖି ଆପଣ ବି ଜାଣିପାରୁଥିବେ ଭଗବାନ ଯଦି ଜଣଙ୍କ ବହ୍ଗୟ ରେ ସେହି ସମୟ ରେ ମୃତ୍ୟ ଲେଖିନାହାନ୍ତି ତ ସେହି ବ୍ୟକ୍ତି କେବେ ହେଲେ ମରିବ ନାହିଁ I

ଦେଖନ୍ତୁ ଭିଡ଼ିଓ

Share Your Comments Below