Big Breaking- ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଲା ଗର୍ଭବତୀ, 5 ମାସ ହେବ କରୁଥିଲେ ଏମିତି କାମ, ଛି ଛି…

ନମସ୍କାର ବନ୍ଧୁଗଣ ଉତ୍ତରପ୍ରଦେଶର ସୋନଭଦ୍ରରେ ୨ ବର୍ଷ ପୂର୍ବରୁ ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ ଓ ପରେ ଗର୍ଭବତୀ ହେବା ମାମଲାରେ ସ୍ଵତନ୍ତ୍ର ନାୟାଧିସ ପଙ୍କଜ ସିବାସ୍ତବ୍ ଅଦାଲତରେ ବୁଧବାର ଦିନ ଅଭିଯୁକ୍ତ ଦୀପକ୍ ଭାରତୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି |

ତାହା ଦୀପକଙ୍କ ଉପରେ ୧ ଲକ୍ଷ ୫ ହଜାର ଟଙ୍କା ଅର୍ଥ ଦଣ୍ଡ ମଧ୍ୟ ଲଗାଯାଇଛି। ଜୋରିମାନା ନଦେଲେ ୬ ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏବେ ସୁଦ୍ଧା ଜେଲ୍ ରେ କାଟିଥିବା ଅବଧି ଦାଣ୍ଡରେ ସାମିଲ କରାଯିବ।କୋର୍ଟ କହିଛନ୍ତି ଯେ ଅର୍ଥ ଦଣ୍ଡର ପୁରା ଧନରାଶି ନିୟମ ଅନୁସାରେ ପୀଡ଼ିତାଙ୍କୁ ମିଳିବ।

ଅଭିଯୁକ୍ତ ପକ୍ଷ ଅନୁଯାୟୀ ଶକ୍ତିନଗର ଥାନା ଅନ୍ତର୍ଗତ ଏକ ଗାଁରେ ପୀଡ଼ିତାଙ୍କ ମା ୨୦୧୯ ଅକ୍ଟୋବର ୧ ତାରିଖରେ ଅଭିଯୋଗ କରିଥିଲେ ଯେ ତାଙ୍କର ୧୫ ବର୍ଷୀୟ ନାବାଳିକା ଝିଅ ସହ ୭ ମାସ ଦୁଷ୍କର୍ମ କରି ଏବଂ ଜୀବନରୁ ମାରି ଦେବାକୁ ଧମକ ଦେଇ ଶକ୍ତିନଗର ଥାନା ଅନ୍ତର୍ଗତ ତାରାପୁରର ଦୀପକ୍ ଭାରତୀ ଜୋର୍ ଜବରଦସ୍ତ ଦୁଷ୍କର୍ମ କରୁଥିଲା ଫଳରେ ତାଙ୍କ ଝିଅ ଗର୍ଭବତୀ ହୋଇଥିଲେ।

ଅଭିଯୋଗ କ୍ରମେ ପୋଲିସ୍ ଦୁଷ୍କର୍ମ ଓ ପୋକ୍ସଅକ୍ଟ ଅନୁଯାୟୀ ଦୀପକ୍ ବିରୋଧରେ ମାମଲା ରୁଜୁ କରିଥିଲା। ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ଯାଞ୍ଚ୍ କର୍ତ୍ତା କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲେ। ତାହା ଛଡା ଦୀପକ୍ ଉପରେ ୧ ଲକ୍ଷ ୫ ହଜାର ଟଙ୍କା ଅର୍ଥଦଣ୍ଡ ମଧ୍ୟ ଲଗାଯାଇଛି।

ଜୋରିମାନା ନଦେଲେ ୬ ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ଏବେ ସୁଦ୍ଧା ଜେଲ୍ ରେ କାଟିଥିବା ଅବଧି ଦାଣ୍ଡରେ ସାମିଲ କରାଯିବ। କୋର୍ଟ କହିଛନ୍ତି ଯେ ଅର୍ଥଦଣ୍ଡର ପୁରା ଧନରାଶି ନିୟମ ଅନୁସାରେ ପୀଡ଼ିତାଙ୍କୁ ମିଳିବ।

ମାମଲାର ଶୁଣାଣି କରି କୋର୍ଟ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ସାକ୍ଷୀ ତଥା ରେକର୍ଡକୁ ଦୃଷ୍ଟିରେ ରଖି ଅଭିଯୁକ୍ତ ଦୀପକଙ୍କୁ ଦୋଷୀ ପାଇଥିଲେ ଆଜୀବନ କାରାଦଣ୍ଡ ଏବଂ ୧ ଲକ୍ଷ ୫ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି।