୮ ଥର ହ୍ୟାଟ୍ରିକ ଛକା ମାରିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ, ନା ଜାଣିଲେ ଗର୍ବରେ ଚଉଡା ହେଇଯିବ ଆପଣଙ୍କ ଛାତି ..

ବନ୍ଧୁଗଣ ଆଜି ଆଜି ଆମେ ଏହି ଆର୍ଟିକିଲରେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ଯେବେଠୁ ଟି-20 କ୍ରିକେଟ ଆସିଲା ସେବେଠୁ ଖେଳାଳି ମାନେ ଅଧିକ ଆକ୍ରମକ ଖେଳ ପଦର୍ଶନ କରିବାକୁ ଲାଗିଲେଣି| ଏହା ହିଁ କାରଣ କି ଏବେ 200ରନ ର ଲକ୍ଷ୍ୟ ବି ଅତି ସହଜରେ ଚେସ ହେଇଯାଉଛି | ସେଥି ପାଇଁ ଆଜି ଆମେ କ୍ରିକେଟ ଜଗତର ସ୍ୱେହ୍ହି 5 ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କି କ୍ରିକେଟର ତିନି ଗୋଟି ଫର୍ମାଟରେ ମିଶାଇ ସବୁଠାରୁ ଅଧିକ ଲଗାତାର 3 ଗୋଟି ବଲରେ 3 ଗୋଟି ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତିବି | ତେବେ ଆସନ୍ତୁ ଜାଣିବା କିଏ ଏହି ଖେଳାଳି ମାନେ |

5.ସାହିଦ ଆଫ୍ରିଦ
ଲିଷ୍ଟର ପଞ୍ଚମ ନମ୍ବରରେ ଆସୁଛନ୍ତି ସହିଦ ଆଫ୍ରିଦି | ଯେପରି କି ଆପଣ ଜାଣିଥିବେ ସାହିଦ ଆଫ୍ରିଦ କ୍ରିକେଟରେ 1997 ରେ କେବଳ 37 ଗୋଟି ବଲ ରେ ସେନ୍ଚୁରୀ ମାରିବା କୁ ନେଇ ରେକର୍ଡ କରିଥିଲେ I ସାହିଦ ଆଫ୍ରିଦ ପାକିସ୍ତାନ ଟିମ ର ଅଲ୍ରାଉଣ୍ଡର କ୍ରିକେଟର ଅଟନ୍ତି I ସାହିଦ ଆଫ୍ରିଦ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ମୋଟ 4 ଥର ଛକା ରେ ହ୍ୟାଟ୍ରିକ ମାରିଛନ୍ତି I ସାହିଦ ଆଫ୍ରିଦ ତାଙ୍କ କ୍ୟାରିୟର ରେ ଅନେକ ବଡ଼ ବଡ଼ ରେକର୍ଡ କରିଛନ୍ତି I

4.କ୍ରିସ ଗେଲ
ଏହି ଶୁଚିରେ ଚତୁର୍ଥ ନାମ କ୍ରିସ ଗେଲ ଙ୍କ ର ରହିଛି I ଟି 20 କ୍ରିକେଟ ରେ ୟୂନିବରସଲ ନାମ ରେ ପରିଚିତ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ର କ୍ରିକେଟର କ୍ରିସ ଗେଲ ମଧ୍ୟ ବେଶ ପରିଚିତ ଅଟନ୍ତି I କ୍ରିସ ଗେଲ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ରେ ମୋଟ 5 ଥର ଛକାରେ ହ୍ୟାଟ୍ରିକ ମାରିଛନ୍ତି I 2 ଗୋଟି ୱାନଡେ କ୍ରିକେଟରେ ଓ 2 ଥର ଅନ୍ତରାଷ୍ଟ୍ରୀୟ ଟି 20 କ୍ରିକେଟ ରେ ଓ 1 ଥର ଟେଷ୍ଟ କ୍ରିକେଟ ରେ ଏହି ରେକର୍ଡ କରିଥିଲେ I

3.ଏବି ଡିବିଲିୟରସ
ଏହି ଲିଷ୍ଟରେ ତୃତୀୟ ନାମ ଏବି ଡିବିଲିୟରସ ଙ୍କ ର ରହିଛି I ୱାନଡେ କ୍ରିକେଟ ରେ ମାତ୍ର 31 ଗୋଟି ବଲ ରେ ହିଁ ସେ ସେନ୍ଚୁରୀ କରିଥିଲେ I ଦକ୍ଷିଣ ଆଫ୍ରିକା ଟେଷ୍ଟ ଟିମ ର ବ୍ୟାଟ୍ସମ୍ୟାନ ଏବି ଡିବିଲିୟରସ ଅନ୍ତରାଷ୍ଟ୍ରୀୟ ମ୍ୟାଚ ରେ ମୋଟ 6 ଥର ଛକାରେ ହ୍ୟାଟ୍ରିକ ମାରିଛନ୍ତି I ଏବି ଡିବିଲିୟରସ 3 ଗୋଟି ୱାନଡେ , 2 ଗୋଟି ଅନ୍ତର୍ସ୍ତରୀୟ ଟି 20 ଓ 1 ଗୋଟି ଟେଷ୍ଟ କ୍ରିକେଟ ରେ ଏହି କାରନାମାନ କରିଥିଲେ I

2.ହାର୍ଦିକ ପାଣ୍ଡିଆ
ଏହି ଲିଷ୍ଟ ରେ ଦ୍ୱିତୀୟ ରେ ରହିଛନ୍ତି ହାର୍ଦିକ ପାଣ୍ଡିଆ I ଭାରତୀୟ କ୍ରିକେଟ ଟିମ ରେ ନମ୍ବର 7 ପୋଜିସନ ରେ ରହିଥିବା ଫିନିସର ଖେଳାଳି ହାର୍ଦିକ ପାଣ୍ଡିଆ ଭାରତୀୟ କ୍ରିକେଟ ଟିମ ର ଆକ୍ରମକ ଖେଳାଳି ଅଟନ୍ତି I ସେ 7 ଥର ଛକାରେ ହ୍ୟାଟ୍ରିକ ମାରିଛନ୍ତି I

1.ରୋହିତ ଶର୍ମା
ଏହି ଲିଷ୍ଟ ରେ ରୋହିତ ଶର୍ମା ଏକ ନମ୍ବର ସ୍ଥାନ ରେ ରହିଛନ୍ତି I ୱାନଡେ଼ କ୍ରିକେଟ ରେ ଡବଲ ସେନ୍ଚୁରୀ କରି ଭାରତୀୟ କ୍ରିକେଟ ଟିମ ର ରୋହିତ ଶର୍ମା ଏକ ବଡ଼ ରେକର୍ଡ କରିଥିଲେ I ଭାରତୀୟ ଟିମ ର ଏକ ଆକ୍ରମକ ବ୍ୟାଟ୍ସମ୍ୟାନ 8 ଥର ଛକାରେ ହ୍ୟାଟ୍ରିକ ମାରିଛନ୍ତି I ରୋହିତ ଶର୍ମା ୱାନଡେ କ୍ରିକେଟ ରେ 4 ଥର , ଅନ୍ତରାଷ୍ଟ୍ରୀୟ ଟି 20 କ୍ରିକେଟ ରେ 3 ଥର ଓ 1 ଥର ଟେଷ୍ଟ କ୍ରିକେଟ ରେ ଏହି ରେକର୍ଡ କରିଥିଲେ I