ଆତ୍ମହତ୍ୟା କରିବାକୁ ଯାଉଥିବା ଏହି ପ୍ରେମୀ ଯୋଡି – ପ୍ରଭୁ ହନୁମାନ ଆସି ଅଟକାଇଲେ ଓ ନିଜ ମନ୍ଦିରରେ କରାଇଦେଲେ ବିବାହ

ବିବାହ ପାଁଇ ଘର ଲୋକେ ରାଜି ନ ହେବାରୁ କୋଟବାଲି ଅଂଚଳ ର ଏହି ଦୁଇ ପ୍ରେମୀ ଯୋଡି ହନୁମାନ ମନ୍ଦିର ସମୁଖ ରେ ଥିବା ଟ୍ରେନ ଲାଇନ କୁ ଆତ୍ମହତ୍ୟା କରିବାକୁ ଯାଉଥିଲେ I ତେବେ ମନ୍ଦିର ରେ ଥିବା ଜଣେ ଅଜଣା ବ୍ୟକ୍ତି ଯାଇ ତାଙ୍କୁ ରୋକିଥିଲେ ଓ ତାଙ୍କ ଘର ଲୋକଙ୍କୁ ଡାକି ବିବାହ ପାଁଇ ରାଜି କରାଇଥିଲେ I

ଦୁଇ ବର୍ଷ ହେବ ଚାଲିଥିଲା ପ୍ରେମ
ଅଦଲହଟ ଥାନା ଅଂଚଳ ରେ ପନି ଗ୍ରାମ ର ନିବାସୀ ପବନ କୁମାର ଓ ଶିବ ପୁରାଣ ନିବାସୀ ସୀମା ଗ୍ରାମ ର ନିବାସୀ ଯୁବତୀ ଦୁଇ ବର୍ଷ ପ୍ରେମ ପ୍ରେମ ସମ୍ପର୍କ ରେ ଥିଲେ ଏବଂ ତାଙ୍କ ଘର ଲୋକେ ଏହି ବିବାହ ପାଁଇ ରାଜି ନ ଥିଲେ I ତେବେ ଏହି କାରଣ ରୁ ଦିନେ ଏହି ଦୁଇ ପ୍ରେମୀ ଯୋଡି ହନୁମାନ ମନ୍ଦିର ପହଂଚି ତା ସମୁଖ ରେ ଥିବା ରେଳ ଧାରଣା ରେ ଆତ୍ମହତ୍ୟା କରିବା ଯୋଜନା ରେ ଥିଲେ I

ମନ୍ଦିର ଥିବେ ଅଜଣା ବ୍ୟକ୍ତି ଅଟକାଇଥଲେ
ସେ ସମୟ ରେ ମନ୍ଦିର ରେ ବସିଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଆତ୍ମହତ୍ୟା କରିବାକୁ ଅଟକାଇଥିଲେ I ଏବଂ ଆତ୍ମହତ୍ୟା କରିବା ର କାରଣ ସମ୍ପର୍କ ରେ ପଚାରି ବୁଝିଥିଲେ I ଏହି ଘଟଣା ଟି ଗ୍ରାମ ରେ ଚର୍ଚା ସଂଗେ ସଂଗେ ଜୋର ଧରିଥିଲା ଓ ଗ୍ରାମବାସୀ ମନ୍ଦିର ରେ ବିବାହ ର ଆୟୋଜନ କରିଥିଲେ I ତେବେ ସେହି ବ୍ୟକ୍ତି ଙ୍କୁ ସେଠାରେ କେହି ବି ଜାଣି ଜଣାଛନ୍ତି ଏବଂ ଲୋକଙ୍କ ର ମାନ୍ୟତା ଅନୁସାରେ ସେହି ବ୍ୟକ୍ତି ଆଉ କେହି ନୁହନ୍ତି ସ୍ୱୟଂ ହନୁମାନ ଜି I

ଗ୍ରାମବାସୀ କରାଇଲେ ବିବାହ
ପରିବାର ଲୋକେ ପହଂଚିବା ପରେ ଗ୍ରାମବାସୀ ଙ୍କ ର ମିଳିତ ବୁଝାମଣା ରେ ଏହି ବିବାହ କରାଯାଇଥିଲା ଏବଂ ଗ୍ରାମବାସୀ ଧୁମଧାମ ରେ ଏହି ବିବାହ କରାଇଥିଲେ I ଏବଂ ଗ୍ରାମ ର ପ୍ରଧାନ ଅନିଲ ସିଂ , ରବୀନ୍ଦ୍ର ସିଂ , ରାଜପଦ ସିଂ ଆଦି ଏହି ବିବାହ ରେ ଅନେକ ଯୋଗଦାନ କରିଛନ୍ତି I