୧୯୯୯ ମାସିହାରେ ଅଟୋ ଚାଳକ ଜଣଙ୍କ ପିଲାଟିକୁ ଚୋରି କରି ନେଇଯାଇଥିଲା, ୨୧ ବର୍ଷ ପରେ ଆମେରିକାରେ ଏପରି ଅବସ୍ଥାରେ ମିଳିଲା ପୁଅ…

ଦୁନିଆ ରେ ଏପରି ଅନେକ ଖବର ନଜର କୁ ଆସିଛି ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I ଯେତେବେଳେ ଏକ ସନ୍ତାନ ମାତା ପିତା ଙ୍କ ର ପାଖ ରୁ ଦୁରେଇ ଯାଇଥାଏ ସେତେବେଳେ ପିତାମାତା ନିଜ ପିଲାଟି କୁ ବେଶ ଖୋଜିଥାନ୍ତି I ଏବଂ ପିଲାଟି ନ ମିଳିବା ପରେ ସାରା ଜୀବନ ଦୁଃଖ ଅନୁଭବ କରିଥାନ୍ତି I ଏହିପରି ଏକ ଘଟଣା ଘଟିଯାଇଛି ଚେନାଇ ରେ ରହୁଥିବା ଏକ ଦମ୍ପତି ଙ୍କ ର I 10 ବର୍ଷ ପୂର୍ବ ରେ ସେମାନେ ନିଜ ପିଲାଟି କୁ ହରାଇଦେଇଥିଲେ I ଏବଂ ଦୀର୍ଘ 20 ବର୍ଷ ପରେ ସେ ନିଜ ପିଲାଟି କୁ ଆମେରିକା ରେ ପାଇପାରିଥିଲେ I

ଆମେରିକା ରେ ମିଳିଲା 21 ବର୍ଷ ତଳ ର ହଜି ଯାଇଥିବା ପୁଅ
ଏହି ଘଟଣା ଚେନାଇ ର ଅଟେ ଏବଂ 20 ବର୍ଷ ପୂର୍ବ ରୁ ଏକ ଦମ୍ପତି ଙ୍କ ର ପୁଅ ହଜିଯାଇଥିଲା I କିନ୍ତୁ ଯେତେବେଳେ ସେ ନିଜ ସନ୍ତାନ କୁ ଦେଖିଥିଲେ ବେଶ ଖୁସି ହେଇଥିଲେ I 1999 ମସିହା ରେ ଚେନାଇ ର ନେଗେଶ୍ଵର ରାଓ ଓ ସିଵାଗ୍ମୀ ଙ୍କ ର ଦୁଇ ବର୍ଷ ର ପୁଅ ଅବିନାଶ ଏକ ଅଟୋ ଚାଳକ ଅପହରଣ କରିଥିଲେ I ଏବଂ ସେ ଏହି ପିଲାଟି କୁ ମାଲେସିୟାନ ସୋସିଆଲ ସର୍ଭିସ ନାମ ଏକ ସଂସ୍ଥା କୁ ବିକ୍ରୟ କରିଦେଇଥିଲେ I ତେବେ ଏହି ସଂସ୍ଥା ପ୍ରାୟ 300 ଅନାଥ ଶିଶୁ କୁ ଅନ୍ୟ ଦେଶ କୁ ବେଆଇନ ରୂପେ ବିକ୍ରୟ କରି ଦେଇଥିଲେ I ଏଥିରୁ ଅଧିକାଂଶ ପିଲା ଆମେରିକା , ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ପଠାଯାଇଥିଲା I ଆମେରିକା ର ଏକ ଦମ୍ପତି ଏହି ସନ୍ତାନ କୁ ପୋଷ୍ୟ କରିଥିଲେ I ଏହା ପରେ ସିବିଆଇ ତଦନ୍ତ ମଧ୍ୟ ହେଇଥିଲା I ଏବଂ ଶେଷ ରେ 2009 ରେ ଅବିନାଶ ଙ୍କ ର ଡିଏନେ ଟେଷ୍ଟ କରାଯାଇଥିଲା I ଏଥିରୁ ଏହା ପ୍ରମାଣିତ ହେଇଥିଲା କି ପିଲାଟି ନାଗେଶ୍ୱର ରାଓ ଙ୍କ ର ପିଲା ଅଟେ କିନ୍ତୁ ଆମେରିକାର ନିୟମ ଅନୁସାରେ ଜଣେ ଯଦି ପିଲାଟିକୁ ପୋଷ୍ୟ ପୁତ୍ର ଭାବେ ମାନିବା ପରେ ଅନ୍ୟ କେହି ତା ଉପରେ ଦାବି କରିପାରିବେ ନାହିଁ, ଯେ ପର୍ଯ୍ୟନ୍ତ ପିଲାଟି ସାବାଳକ ହେଇ ନ ଯିବ I ତେଣୁ ଏହି ଦମ୍ପତିଙ୍କୁ ଆହୁରି ଅପେକ୍ଷ୍ୟା କରିବା କୁ ହିଁ ପଡିଥିଲା I ତେବେ ଅନେକ ଦିନ ପରେ ସେ ଯେତେବେଳେ ନିଜ ପିଲାକୁ ପାଇଥିଲେ ତ ତାଙ୍କ ପୁଅ 23 ବର୍ଷର ହେଇଯାଇଥିଲା ଏହା ପରେ ସେ ପିଲାକୁ ନେଇ ଭାରତ ଆସିଥିଲେ I ଏହିପରି ନାଗେଶ୍ଵ ତାଙ୍କ ପିଲାଟି କୁ ସାକ୍ଷ୍ୟାତ କରିପାରିଥିଲେ I

ମା ପୁଅ ପରସ୍ପର କଥା କୁ ବୁଝିପାରି ନ ଥିଲେ
ଅଭିନାଶ ତାମିଲ ନୁହନ୍ତି କେବଳ ଇଂରାଜୀ ଭାଷା ହିଁ ବୁଝୁଥିଲେ ତେବେ ତାଙ୍କ ମା ତାମିଲ ଭାଷା ଛଡା କିଛି ଜାଣି ନ ଥିଲେ I ଏହା ପରେ ଦୁହେଁ ପରସ୍ପର କୁ ବୁଝିପାରିଥିଲେ ଓ ଦୁହେଁ ବେଶ ଖୁସି ହେଇଥିଲେ I ମୋହନବିଦିବେଲନ ନାମ ଜଣେ ବ୍ୟକ୍ତି ମା ପୁଅ ଙ୍କ ର କଥା କୁ ଟ୍ରାନ୍ସଲେଟ କରିଥିଲେ I ଶିବଗାମି ଓ ନାଗେଶ୍ୱର ରାଓ କହିଥିଲେ , ଖୁସି ବାଣ୍ଟିବା ଦ୍ୱାରା ବଢିଥାଏ I ଆମେ ଚାହୁଁଚୁ ଆମ ପୁଅ ଖୁସି ରେ ରହୁ I ତେବେ ଆମ ପୁଅ ଆମେରିକା ରେ ରହୁ କି ଭାରତ ରେ ବାସ ଖୁସି ରେ ରହିଥାଉ I ଅଭିନାଶ କହିଥିଲେ ମୁ କିଛି କହିବା କୁ ଚାହୁଁଚି I କିନ୍ତୁ ବର୍ତମାନ ମୁ ଯିବି I ପୁଣି ଫରିକି ଆସିବି I ଏବଂ ଫରିକି ଆସିଲେ ନିଶ୍ଚିତ ରୂପେ ତାମିଲି ଶିଖିବି I କାରଣ ମୁ ମୋ ମା ଙ୍କ ସହ ଅନେକ କିଛି କଥା ହେବାକୁ ଚାହୁଁଚି I ଏବଂ ଏହା କହିବି କି ତାଙ୍କୁ ମୁ ସାକ୍ଷ୍ୟାତ କରି କିପରି ଅନୁଭବ କରିବି I