ସେକ୍ସ କୁ ନେଇ ଲୋକ ଙ୍କ ମନ ରେ ଅନେକ ପ୍ରକାର ର ବିଚାର ରହିଛି I ନିଜ ର ବଂଶ ବୃଦ୍ଧି କରିବା କୁ ଦମ୍ପତି ମାନେ ସେକ୍ସ ସମ୍ବନ୍ଧ ରଖିଥାନ୍ତି I ଏହି ସେକ୍ସ କୁ ନେଇ ଆୟୁର୍ବେଦ ରେ ଅନେକ କିଛି ବିସ୍ତୃତ ଉଲେଖ ରହିଛି I
1. ଯଦି ଆପଣ ଖାଲି ପେଟ ରେ କିମ୍ବା ଅଧିକ ଖାଦ୍ୟ ସେବନ କରିକି ସେକ୍ସ କରନ୍ତି ତେବେ ଏହା ସ୍ଵାସ୍ତ୍ୟ ପାଁଇ ଖରାପ ହେଇଥାଏ I ଏହା ଦ୍ୱାରା ଆପଣ ଙ୍କ ର ମୁଣ୍ଡ ବିଧା , ଗ୍ୟାସ୍ଟ୍ରିକ ଓ ପେଟ ସମ୍ବନ୍ଧିତ ସମସ୍ୟା ବୃଦ୍ଧି ହେଇଥାଏ I
2.ଗବେଷଣା ଅନୁସାରେ ସବୁଠାରୁ ସେକ୍ସ ସମ୍ବନ୍ଧ ଉତ୍ତମ ହେଇଥାଏ ଯେଉଁଥିରେ ମହିଳା ତଳେ ଓ ପୁରୁଷ ତାଙ୍କ ଉପରେ ରହି ସେକ୍ସ କରିଥାନ୍ତି I
3.ଗବେଷଣା ଅନୁସାରେ ସକାଳ 6 ଘଟିକା ସମୟ ରୁ 8 ଘଟିକା ସମୟ ପୁରୁଷ ମାନେ ଅଧିକ ଉତେଜିତ ହେଇଥାନ୍ତି I ଏହି ସମୟ ରେ ପୁରୁଷ ଙ୍କ ପାଁଇ ସେକ୍ସ ର ଉତ୍ତମ ସମୟ ରହିଥାଏ I
4.ଆୟୁର୍ବେଦ ଅନୁସାରେ ଏହା ମଧ୍ୟ ଉଲେଖ ରହିଛି କି ସେକ୍ସ ଦ୍ୱାରା ଶରୀର ରେ ବାତ ଦୋଷ ବୃଦ୍ଧି ହେଇଥାଏ I ଏବଂ ସୂର୍ଯ୍ୟ ଉଦୟ ରୁ ସକାଳ 10 ଘଟିକା ସମୟ ପର୍ଯ୍ୟନ୍ତ ସେକ୍ସ ପାଁଇ ଉତ୍ତମ ସମୟ ହେଇଥାଏ I ସେହିପରି ରାତି 8 ଘଟିକା ସମୟ ରୁ ରାତି 10 ଘଟିକା ସମୟ ସେକ୍ସ ପାଁଇ ଅତି ଉତ୍ତମ ରହିଥାଏ I
5.ଆୟୁର୍ବେଦ ଅନୁସାରେ ସେକ୍ସ ପାଁଇ ଥଣ୍ଡା ଦିନ ଓ ବସନ୍ତ ଋତୁ ଅତି ଉତ୍ତମ ହେଇଥାଏ I ଏହି ଋତୁ ରେ ପୁରୁଷ ଓ ମହିଳା ଅଧିକ ଉତେଜିତ ହେଇଥାନ୍ତି I ଏବଂ ଏହା ସେକ୍ସ ପାଁଇ ଉତ୍ତମ ସମୟ ଅଟେ I