ଆଶ୍ଚର୍ଯ୍ୟ ଖବର- Baba ଧବଳେଶ୍ବରଙ୍କ ମହିମା, ଧଳା ହେଇଗଲା କଳା ବଳଦ, ସମସ୍ତେ ହେଇଗଲେ ଆଶ୍ଚର୍ଯ୍ୟ ଏମିତି ହେଲା ସବୁ…

ବାବା ଧବଳେଶ୍ୱରଙ୍କ ମହିମା ଏଭଳି ଭାବେ ଧଳା ପାଲଟିଲା କଳା ବଳଦ ଧବଳେଶ୍ୱରଙ୍କ ନାମ କରଣ ବିଷୟରେ ଏମିତି ଚମତ୍କାରିତା କଥା ଆସନ୍ତୁ ଜାଣିବା | ଫ୍ରେଣ୍ଡ୍ସ ରାଜ୍ୟର ଏକ ପ୍ରମୁଖ ସର୍ବପୀଠ କଟକ ନିକଟସ୍ଥ ଧବଳେଶ୍ୱର ପୀଠ ମହାନଦୀ ରେ ଥିବା ଏହି ଦ୍ୱୀପ ଟି ର ମହିମା କେତେ କାଳରୁ ରହି ଆସିଛି |

ବାବାଙ୍କ ଆକର୍ଷଣରେ କେଉଁଠୁ କେଉଁଠୁ ଟାଣି ହୋଇ ଆସନ୍ତି ଭକ୍ତମାନେ ତେବେ ଆସନ୍ତୁ ଜାଣିବା ପ୍ରଭୁ ଧବଳେଶ୍ଵରଙ୍କ ମହିମା ଗୁଡିକ ବିଷୟରେ କିଛି ଅଜଣା କଥା | ତେବେ ତାଙ୍କ ନାଁ ପଛରେ ରହିଥିବା ରହସ୍ୟ କଣ ଆପଣମାନେ ଜାଣିଛନ୍ତି କି ଧବଳେଶ୍ୱର ମାନେ ଏହି ନାମ ର ଅର୍ଥ ହେଉଛନ୍ତି|

ଧବଳ ଈଶ୍ବର ବା ଧଳା ରଙ୍ଗର ଭଗବାନ ତେବେ ତାଙ୍କ ନାମ କୁ ନେଇ ରହିଛି ଏକ ପୌରାଣିକ କଥା ବିଶ୍ୱାସ କରାଯାଏ ଯେ ଧବଳେଶ୍ୱର କାଳେ ଏକ କଳା ବଳଦ କୁ ଧଳା କରିଦେଇଥିଲେ ଏହି ଘଟଣା ପରେ ପରେ ସେ ଧବଳେଶ୍ୱର ନାମ ରେ ପରିଚିତ ହେଲେ ଲୋକ କଥା ଅନୁଯାୟୀ ଥରେ ଏକ ଚୋର ଏକ କଳା ବଳଦ ଚୋରି କରି ଆଣିଥିଲା |

ଲୋକମାନେ ଏକଥା ଜାଣିବା ପରେ ତାକୁ ଗୋଡ଼ାଇବାକୁ ଲାଗିଲେ ଚୋର ଟି ମାଡ଼ ଭୟରେ ଏହି ଦ୍ୱୀପ ସଦୃଶ୍ୟ ସ୍ଥାନରେ ଲୁଚିଯାଇଥିଲା ଏହି ସ୍ଥାନ ଟି ସେତେବେଳେ ଘଞ୍ଚ ଜଙ୍ଘଲ ରେ ପରିପୂର୍ଣ୍ଣ ଥିଲା | ଧରା ପଡିଗଲେ ଲୋକଙ୍କ ହାତରେ ଜୀବନ ଯିବାର ଭୟ ଲାଗୁଥିଲା ସେ ଭଗବାନ ଙ୍କୁ ପ୍ରାଥନା କରିବାରେ ଲାଗିଲା |

ଏହି ସମୟରେ ଭଗବାନ ଶିବ ଜଣେ ସନ୍ୟାସୀ ରୂପରେ ଆସିଲେ ଓ ଲୋକମାନଙ୍କୁ ସେ ରାଗିବାର କାରଣ ପଚାରିଲେ ଲୋକମାନେ କହିଲେ ଆମର ଗୋଟେ କଳା ବଳଦ ଚୋରି ହୋଇଯାଇଛି ଏ କଥା ଶୁଣି ଭଗବାନ ଶିବ କହିଲେ ଏଠିତ କଳା ବଳଦ ନାହିଁ କାରଣ ଶିବ ଙ୍କ ଚମତ୍କାରିତା ବଳରେ କଳା ବଳଦ ଟି ଧଳା ବଳଦ ପାଲଟି ଯାଇଥିଲା |