ବାବା ପାଞ୍ଚ ଜଣ ଭଉଣୀ ଙ୍କୁ ଥର ଥର କରି କରିଦେଲେ ଗର୍ଭବତୀ, ପୁରା ଘଟଣା ସମ୍ପର୍କରେ ଜାଣିଲେ ମୁଣ୍ଡରେ ହାତ ଦେବେ

ଛିଡ଼ବାଡା ରୁ ଅପରାଧ ର ଯେଉଁ ମାମଲା ଆସିଛି ଏହା ବେଶ ଆଶ୍ଚଯ୍ୟକର ଅଟେ I ଏହି ମାମଲା ରେ ଏକ ତାନ୍ତ୍ରିକ 10-19 ର ପାଞ୍ଚ ଭଉଣୀ ଙ୍କ ସହ ଦୁଷ୍କର୍ମ କରିଥିଲେ I ଖବର ଅନୁସାରେ ଏହି ଏହି ତାନ୍ତ୍ରିକ ଏହା କାହିଁକି ଏହି ଯୁବତୀ ଙ୍କ ସହ ଦୁଷ୍କର୍ମ କରିଥିଲେ କି ଘରେ କିଛି ଗୁପ୍ତ ଧନ ରହିଛି I

ଏହି ମାମଲା ର ବରିଷ୍ଠ ଅଧିକାରୀ କହିଛନ୍ତି ଏହି ଘଟଣା ରେ ଅନେକ କିଛି ଆଶ୍ଚଯ୍ୟକର ମାମଲା ନଜର କୁ ଆସିଛି I ସେ ଏହା କହିଛନ୍ତି କି ସୋମବାର ଦିନ ପୀଡିତ ଙ୍କ ର ବଡ଼ ଭଉଣୀ ଥାନା ରେ ଅଭିଯୋଗ କରିଥିଲେ I ଏହି ଯୌନ ନିର୍ଯାତନା ଜାନୁୟାରୀ – ଫ୍ରେବୁୟାରୀ 2019 ମଧ୍ୟ ରେ ହେଇଚି I ବିଗତ ସୋମବାର ପୀଡିତ ଙ୍କ ର ସବୁଠାରୁ ବଡ଼ ଭଉଣୀ ଥାନା ରେ ମାମଲା I ଏବଂ ଅଭିଯୋଗ ରେ ଏହା ଉଲେଖ ରହିଛି କି 32 ବର୍ଷୀୟ ଆରୋପି ସୋମନାଥ କହିଥିଲେ କି ତାଙ୍କ ପରିବାର ଉପରେ କାହାରି ଗୁଣି ଗାରିଡି ର ପ୍ରଭାବ ରହିଛି I ଯାହା ଦ୍ୱାରା କି ଯୁବତୀମାନେ ଗର୍ଭଧାରଣ କରିପାରିବେ ନାହିଁ I

ସୋମନାଥ ଏହା ମଧ୍ୟ କହିଥିଲେ କି ଏହି ଭଉଣୀ ଙ୍କ ମଧ୍ୟ ରୁ ଜଣେ ଭଉଣୀ ଙ୍କ ର ଜୀବନ ବିପଦ ରେ ରହିଛି I ଏବଂ ଘରେ ଥିବା ଗୁପ୍ତ ଧନ ମଧ୍ୟ ବାହାରିପାରିବ I ଏହିପରି ଅନେକ କିଛି କଥା କହି ଏହି ତାନ୍ତ୍ରିକ ଯୁବତୀ ଙ୍କ ସହ ଯୌନ ସମ୍ବନ୍ଧ ରଖିଥିଲେ I ତେବେ ଥାନା ରେ ଦୁଷ୍କର୍ମ ର ମାମଲା ରୁଜୁ ହେଇଚି I ଏବଂ ମାମଲା ରୁଜୁ ହେବା ପରେ ପୋଲିସ ଉକ୍ତ ଆରୋପି ଙ୍କୁ ଗିରଫ କରିଛି I