ବାବା ରାମଦେବ ଙ୍କୁ କିଏ ବା ନ ଜାଣିଚି I ସେ ଦୁନିଆ ରେ ବର୍ତମାନ ସବୁଠାରୁ ଅଧିକ ଲୋକପ୍ରିୟ ବ୍ୟକ୍ତି ଅଟନ୍ତି I ବାବା ରାମଦେବ ଙ୍କୁ ଯୋଗ ଗୁରୁ ରୂପେ ମଧ୍ୟ ଲୋକେ ଜାଣିଛନ୍ତି I ତେବେ ଫିଲ୍ମ ଜଗତ ର ଜଣେ ଅଭିନେତ୍ରୀ କିଛି ଏପରି ବୟାନ ବାବା ରାମଦେବ ଙ୍କ ବିଷୟ ରେ ଦେଇଛନ୍ତି ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I ଏହି ଅଭିନେତ୍ରୀ କହିଛନ୍ତି କି ସେ ବାବା ରାମଦେବ ଙ୍କୁ ବିବାହ କରିବା କୁ ଇଚ୍ଛା କରିଛନ୍ତି I ତେବେ ଚାଲନ୍ତୁ ଜାଣିବା କିଏ ଏହି ଅଭିନେତ୍ରୀ I
ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଏହି ଅଭିନେତ୍ରୀ ହେଉଛନ୍ତି ରାଖୀ ସାୱନ୍ତ I ସେ ଜଣେ ଭାରତୀୟ ଫିଲ୍ମର ଅଭିନେତ୍ରୀ ଅଟନ୍ତି I ସେ ବଲିଉଡ ଓ ଟିଭି ଧାରାବାହିକ ରେ କାମ କରନ୍ତି I ରାକ୍ଷୀ ସାୱନ୍ତ ନିଜ ର ବିବାଦୀୟ ବୟାନ କୁ ନେଇ ପରିଚିତ ଅଟନ୍ତି I କିଛି ସମୟ ପୂର୍ବ ରୁ ଏକ ଇଣ୍ଟରଭିୟୁ ରେ ରାଖୀ ସାୱନ୍ତ ଏପରି ବୟାନ ଦେଇକି ମଧ୍ୟ ବେଶ ଚର୍ଚା କୁ ଆସିଛନ୍ତି I
ରାଖୀ ସାୱନ୍ତ କହିଛନ୍ତି କି ଯଦି ଯୋଗ ଗୁରୁ ବାବା ରାମଦେବ ତାଙ୍କ ସହ ବିବାହ କରିବେ ତେବେ ସେ ଏଥିରେ ରାଜି ଅଛନ୍ତି I ରାଖୀ ସାୱନ୍ତ ଏହା ମଧ୍ୟ କହିଛନ୍ତି କି ମୁ ବିବାହ କରିବା କୁ ବାବା ରାମଦେବ ଙ୍କୁ ବେଶ ଇଛୁକ ଅଟେ I ଦେଖିବା କୁ ଗଲେ ବଲିଉଡ ରେ ରାଖୀ ସାୱନ୍ତ ଜଣେ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି I
ବାବା ରାମଦେବ ଙ୍କର ପ୍ରେମରେ ପାଗଳ ହେଇଯାଇଛନ୍ତି ଏହି ଅଭିନେତ୍ରୀ, ତାଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କିଏ ଏହି ଅଭିନେତ୍ରୀ
