ବଡ ଖବର; ଟିକ-ଟକ ବଦଳାଇ ଦେଲା ଏହି ପାଗଳର ଜୀବନ; ଜାଣନ୍ତୁ ପୁରା ଘଟଣା ସମ୍ପର୍କରେ

ତେବେ ଆଜି ଆପଣ ଏଠାରେ ଜଣେ ବ୍ୟକ୍ତି ର ଏକ ଟିକଟକ ଭିଡିଓ ଦେଖିବାକୁ ପାଇବେ I ହେଲେ ଭିଡିଓ ରେ ଥିବା ବ୍ୟକ୍ତି ଙ୍କ ବିଷୟ ରେ ଆପଣ କିଛି ଜାଣି ନ ଥିବେ I ତେବେ ଚାଲନ୍ତୁ ଜାଣିବା କଣ ରହିଛି ବିଶେଷ ଏହି ଭିଡିଓ ର ବ୍ୟକ୍ତି ଙ୍କ ବିଷୟ ରେ I

ମିଳିଥିବା ସୂଚନା ଅନୁସାରେ ସାହିଲ ନାମ ଜଣେ ବ୍ୟକ୍ତି ଏହି ବ୍ୟକ୍ତି ଙ୍କୁ ଏକ NGO ରେ ତାଙ୍କ ର ଦେଖାଶୁଣା ପାଁଇ ଛାଡିଦେଇଥିଲେ I ତେବେ ଏହି ବ୍ୟକ୍ତି ଙ୍କ ର ଭିଡିଓ ଟି ଦେଖନ୍ତୁ ଏହା ପରେ ଏହି ବ୍ୟକ୍ତି ଙ୍କ ବିଷୟ ରେ ଆଲୋଚନା କରିବା I

ଦେଖନ୍ତୁ ଭିଡିଓ

ଏଠାରେ ଆପଣ ଦେଖିପାରୁଥିବେ ପୂର୍ବ ଅପେକ୍ଷ୍ୟା ଏହି ବ୍ୟକ୍ତି ଙ୍କ ର ଅନେକ ପରିବର୍ତନ ଆସିଛି I ତେବେ ଏହି ଭିଡିଓ ଟି ବିଷୟ ରେ ଏକ ଭଲ ଖବର ହେଉଛି ଭିଡିଓ ଟି ଭାଇରଲ ହେବା ପରେ ଏହି ବ୍ୟକ୍ତି ଙ୍କ ର ପରିବାର ଲୋକେ ମିଳିଯାଇଥିଲେ ଓ ସାହିଲ ନାମ ଏହି ବ୍ୟକ୍ତି ଙ୍କୁ ଆସି ତାଙ୍କ ପରିବାର ଲୋକେ ସାକ୍ଷ୍ୟାତ କରିଥିଲେ I ସେଠାରେ ସାହିଲ ତାଙ୍କ ପରିବାର ଲୋକ ଙ୍କ ର ଆଧାର କାର୍ଡ ଆଦି ର ଅନୁଧ୍ୟାନ ମଧ୍ୟ କରିଥିଲେ I ଏବଂ ଏହା ପରେ ସ୍ପଷ୍ଟ ହେଇଯାଇଛି କି ବ୍ୟକ୍ତି ଙ୍କ ର ପରିବାର ଲୋକେ ତାଙ୍କୁ ପାଇପାରିଛନ୍ତି I କିନ୍ତୁ ବର୍ତମାନ ମଧ୍ୟ ଏହି ପାଗଳ ଲୋକ ଟି NGO ରେ ହିଁ ରହିଛି I NGO ତରଫରୁ ମଧ୍ୟ ସ୍ପଷ୍ଟ କୁହାଯାଇଛି କି ସେମାନେ ତାଙ୍କ ପରିବାର ଲୋକ ଙ୍କ ସହ ସାକ୍ଷ୍ୟାତ କରିସାରିଛନ୍ତି I

ତେବେ ଏହି ପାଗଳ ଲୋକ ଟି ର ଚିକିତ୍ସା ମଧ୍ୟ NGO ତରଫରୁ ଜାରି ରହିଛି I କିନ୍ତୁ ସାହିଲ ନାମ ଯେଉଁ ବ୍ୟକ୍ତି ଏହି ବ୍ୟକ୍ତି ଙ୍କୁ NGO କୁ ହସ୍ତାନ୍ତର କରିଥିଲେ ସେହି NGO ର କର୍ମକର୍ତା ସାହିଲ ଙ୍କ ର ଫୋନ କଲ ରିସିଭ କରୁନାହାନ୍ତି I

ତେବେ ଏହି ପାଗଳ ବ୍ୟକ୍ତି ଙ୍କ ର ନାମ ଗଣେଶ ଏବଂ ତାଙ୍କ ଘର ମଧ୍ୟପ୍ରଦେଶ ଅଟେ I ଏବଂ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟକ୍ତି ତାଙ୍କ ଜୀବନ ରେ ଏକ ଯୁବତୀ ଙ୍କ ର ପ୍ରେମ ରେ ଧୋକା ପାଇବା ପରେ ଏପରି ମାନସିକ ଦୁଶ୍ଚିନ୍ତା ରେ ପାଗଳ ହେଇଯାଇଛନ୍ତି I ତେବେ ସୋସିଆଲ ମିଡ଼ିଆ ମଧ୍ୟ ରେ ଆଜିକା ସମୟ ରେ ଲୋକ ଙ୍କ ର ଅନେକ ଉପକାର ମଧ୍ୟ ହେଇପାରୁଛି I

Share Your Comments Below