ବଦଳିଗଲା ପୁରା ଦେଶର ଡ୍ରାଇଭିଂ ଲାଇସେନ୍ସ ଓ RCର ନିୟମ, ଏପରି ଆଜିହିଁ କରିନିୟନ୍ତୁ ଅପଟୁଡେଟ

1 ସେପ୍ଟେମ୍ବର ରେ ଦେଶ ରେ ବଦଳିବାର ଦେଖିବାକୁ ମିଳିଥିଲା I ଏହି ନିୟମ ଦ୍ୱାରା ପ୍ରତୋକ ଲୋକେ ନିଜ ଗାଡି ର କାଗଜ ପତ୍ର ଅପଟୁଡେଟ କରିବାକୁ ହେବ I ଏବଂ ଏଥର କିନ୍ତୁ ଲୋକେ ଦଣ୍ଡ ବିଧାନ ସ୍ୱରୂପ 500 ଟଙ୍କା ନୁହେଁ 10 ହଜାର ଟଙ୍କା ଦଣ୍ଡ ବିଧାନ ଲାଗିବ I ତେବେ ଡ୍ରାଇଭିଂ ଲାଇସେନ୍ସ ର ଏହି ନୂଆ ନିୟମ କୁ ନେଇ ସରକାର ବେଶ ସଜାଗ ହେଇଛନ୍ତି I

ବଦଳିଯାଇଛି ଡ୍ରାଇଭିଂ ଲାଇସେନ୍ସ ର ଏହି ନିୟମ
ଦେଶ ରେ ନୂଆ ମୋଟର ଯାନ ନିୟମ ଲାଗୁ ହେଇଚି ଏହା ଦ୍ୱାରା ଟ୍ରାଫିକ ନିୟମ ରେ ଅନେକ ପରିବର୍ତନ ମଧ୍ୟ ଆସିଛି I 1 ଅକ୍ଟୋବର ରୁ ଏହି ସବୁ ନିୟମ ରେ କଠୋର ହେବାର ଦେଖିବାକୁ ମିଳିଛି I ଏହି ନିୟମ ଅନୁସାରେ ଆପଣ ଙ୍କ ର ପୁରୁଣା ଲାଇସେନ୍ସ କୁ ମଧ୍ୟ ଅପଟୁଡେଟ କରିବାକୁ ହେବ I ଏହି ଡ୍ରାଇଭିଂ ଲାଇସେନ୍ସ ରେ କ୍ୟୁଆରକୋଡ଼ ସହ ମାଇକ୍ରୋଚିପ ମଧ୍ୟ ରହିଛି I ତେବେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏକ ରଙ୍ଗ ର ମଧ୍ୟ ଦେଖିବାକୁ ମିଳିବ I ପୂର୍ବ ର ନିୟମ ଅନୁସାରେ ସବୁ ରାଜ୍ୟ ରେ ଅଲଗା ଅଲଗା ଡିଜାଇନ ର RC ଓ ଡ୍ରାଇଭିଂ ଲାଇସେନ୍ସ ଦେଖିବାକୁ ମିଳିଥାଏ I କିନ୍ତୁ ଏହି ନୂଆ ନିୟମ ଦ୍ୱାରା ସାରା ରାଜ୍ୟ ରେ ଏକ ରଙ୍ଗ ର ହିଁ RC ଦେଖିବାକୁ ମିଳିବ I ଏଠାରେ ଆପଣ ଡ୍ରାଇଭିଂ ଲାଇସେନ୍ସ ର ଫୋଟୋ ମଧ୍ୟ ଦେଖିପାରିବେ I

ତେବେ ସରକାର ଙ୍କ ର ଏହି ନୂଆ ନିୟମ ଆଗାମୀ ସମୟ ରେ ଖୁବ ଶୀଘ୍ର ଲାଗୁ ହେବାକୁ ଯାଉଛି I ଆରଟିଓ ରେ ମଧ୍ୟ ଆପଣ ଏହି ବିଷୟ ରେ ଯାଇ ଯାଞ୍ଚ କରିନେବା ଉଚିତ I ଏବଂ ଯଦି ଅନଲାଇନ ରେ ହେଇପାରିବ ତେବେ ମଧ୍ୟ ଆପଣ ସହଜ ରେ ଅପଡେଟ କରିନେବେ I

Share Your Comments Below