ବାଃ ସାଙ୍ଗ ହେବ ତ ଏମିତି… ମୁଣ୍ଡ ଉପରେ ଦୂରଦୂର ହୋଇ ଚାଲୁଥାଏ ଟ୍ରେନ ତଥାପି ଛାଡିଲେ ନାହିଁ ସାଙ୍ଗର ହାତ …

ମୁମ୍ବାଇ ରେ କିଛି କିଲୋମିଟର ଦୂର ରେ ଖପଲି ରେଳ ଷ୍ଟେସନ ରେ ଏକ ଆଶ୍ଚଯ୍ୟକର ଘଟଣା ଘଟିଯାଇଛି I ଏହି ଭିଡିଓ ଟି ଖୁବ ଭାଇରଲ ହେବାରେ ଲାଗିଛି I ଏହି ବିଡିଓ ରେ ଆପଣ ଦେଖିପାରୁଥିବେ ଏକ ରେଳ ଧାରଣା ରେ ଏକ ଟ୍ରେନ ଯାଉଛି ଏକ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗ ଯିଏ କି ରେଳ ଧାରଣା ରେ ପଡିଯାଇଛି ତା ହାତ କୁ ଧରୀ ରଖିଛି I

ତଳେ ଥିବା ସାଙ୍ଗ ବାରମ୍ବାର କହୁଛି ହାତ ଛାଡିବାକୁ ହେଲେ ସେ ଛାଡୁ ନାହିଁ I ପ୍ରାୟ 44 ସେକେଣ୍ଡ ର ଏହି ଭିଡିଓ ଟି ଭାଇରଲ ହେବା ରେ ଲାଗିଛି I ସୂଚନା ମୁତାବିକ ଘଟଣା ଟି 23 ଡିସେମ୍ବର ର ଅଟେ I ଅମିତ ନାମ ଜଣେ ଯୁବକ ଖପଲି ଷ୍ଟେସନ ରେ 5 ଜଣ ସାଙ୍ଗ ଙ୍କ ସହ ଯାଉଥିଲା ଏବଂ ଟ୍ରେନ ରେ ଚଢିବା କୁ ଯାଇ ଗୋଡ଼ ଖସିଯାଇଥିଲା ଏବଂ ଟ୍ରେନ ମଧ୍ୟ ରେ ଫସି ଯାଇଥିଲା I

ପିଲାଟି ପଡିଯିବା ପରେ ଟ୍ରେନ ଚାଲିବା ଆରମ୍ଭ ହେଇଯାଇଥିଲା I ଏବଂ ଅମିତ ଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସାଙ୍ଗ ହାତ କୁ ଧରି ରଖିଥିଲେ I ପ୍ରାୟ 44 ସେକେଣ୍ଡ ପର୍ଯ୍ୟନ୍ତ ତାଙ୍କ ସାଙ୍ଗ ତାଙ୍କ ହାତ କୁ ଧରି ରଖିଥିଲେ କାରଣ ଅମିତ ଜୀବନ ମରଣ ର ମଝି ରେ ଫସି ଯାଇଥିଲେ I ଏବଂ ଏକ ଇଞ୍ଚ ଏପିଟସେପଟ ହେଲେ ଜୀବନ ଚାଲିଯାଇଥାନ୍ତା I ସାଙ୍ଗ ଙ୍କ କାରଣ ରୁ ହିଁ ଆଜି ଅମିତ ବଞ୍ଚିପାରିଛନ୍ତି I