ବହାଘର ପରେ ପ୍ରଥମ ଥର ଏମିତି ଫିଲ୍ମରେ ଅଭିନୟ କରିବେ Archita, ଶୁଣିକି Sabysachi ବି ହେଇଗଲେ ବେହୋସ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ହିରୋଇନ୍ ଅର୍ଚ୍ଚିତା ସାହୁଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଗତ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅର୍ଚ୍ଚିତା। ତେବେ ବାହାଘର ପରେ ପ୍ରଥମ ଥର ପାଇଁ ସୁଟିଂସେଟ୍ କୁ ଆସିଛନ୍ତି ଅର୍ଚ୍ଚିତା ଏବଂ ଆଗାମୀ ଦିନମାନଙ୍କରେ ଅର୍ଚ୍ଚିତାଙ୍କର ନୂଆ ଫିଲ୍ମ ଆସିବାକୁ ଯାଉଛି ଏବଂ ଏହି ଫିଲ୍ମଟି ଆସନ୍ତା ଦୁର୍ଗା ପୂଜାରେ ରିଲିଜ୍ ହେବାକୁ ଯାଉଛି।

ସେଥିପାଇଁ ଏହି ଫିଲ୍ମର ସୁଟିଂ ଭୁବନେଶ୍ଵରରେ ଜୋର୍ ସୋରରେ ଚାଲିଛି। ବାହାଘର ପରେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଛନ୍ତି ଅର୍ଚ୍ଚିତା ଏବଂ ଆସନ୍ତା ଦୁର୍ଗାପୂଜାରେ ଆପଣମାନେ ଏହି ଫିଲ୍ମଟିକୁ ଦେଖିବାକୁ ପାଇବେ। ତେବେ ଦର୍ଶକବନ୍ଧୁ ଏହି ଫିଲ୍ମଟିର ନାମ ହେଉଛି ଦୁର୍ଗତିନାସିନୀ ୨।


ଏହି ନିକଟରେ ଦୁର୍ଗତିନାସିନୀର ପ୍ରଥମ ପାର୍ଟଟି ରିଲିଜ୍ ହୋଇଥିଲା ଏବଂ ଏହା ହେଉଛି ଦୁର୍ଗତିନାସିନୀର ଦ୍ଵିତୀୟ ପାର୍ଟ। ଏହି ଫିଲ୍ମରେ ଆପଣମାନେ ଅର୍ଚ୍ଚିତାଙ୍କୁ ଗୋଟିଏ ପୋଲିସ୍ ଅଫିସର୍ ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ।

ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି କି ଗତ ମାର୍ଚ୍ଚ ୧ ତାରିଖରେ ଅର୍ଚ୍ଚିତା ସବ୍ୟସାଚୀଙ୍କୁ ବିବାହ କରିଥିଲେ। ଦୁହେଁ ପରସ୍ପରକୁ ସୁଟିଂ ସେଟ୍ ରୁ ହିଁ ଭଲ ପାଉଥିଲେ ଏବଂ ଦୀର୍ଘ ଦିନର ଭଲ ପାଇବା ପରେ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ସବ୍ୟସାଚୀଙ୍କ ଘରେ ରହୁଛନ୍ତି।

ବାହାଘର ପରେ ପ୍ରଥମଥର ପାଇଁ ଦୁର୍ଗତିନାସିନୀ ପାର୍ଟ ୨ ରେ ଅଭିନୟ କରିବା ପାଇଁ ଯାଉଛନ୍ତି ଅର୍ଚ୍ଚିତା ଓ ଏହି ଫିଲ୍ମଟି ଆସନ୍ତା ଦଶହରାରେ ରିଲିଜ୍ କରାଯିବ।