ବହାଘର ପୂର୍ବରୁ ନିଜ ବୟଫ୍ରେଣ୍ଡ ଙ୍କ ସହ ଏମିତି କିଛି କଲେ Somalin, ଯିଏ ଦେଖିଲା ସିଏ କହିଲା ଏ ଭାଇ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଗତ ଦିନମାନଙ୍କରେ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ସୋମାଲିନ୍ ପରିଡା ନିଶିତ୍ ନାୟକଙ୍କ ସହିତ ନିର୍ବନ୍ଧ କରି ନେଇଛନ୍ତି ଆଉ ତାଙ୍କ ନିର୍ବନ୍ଧ ପରେ ସେ ବର୍ତ୍ତମାନ ସମୟରେ ତାଙ୍କ ବୟେଫ୍ରେଣ୍ଡ୍ ଙ୍କ ସହିତ ଯେଉଁଭଳି ଭାବେ ସମୟ ବିତାଉଛନ୍ତି ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ଓଲିଉଡର ଜବରଦସ୍ତ ହିରୋଇନ୍ ସୋମାଲିନ୍ ପରିଡା ଗୋଟିଏ ରିୟାଲିଟି ସୋ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ଆଉ ଏହାପରେ ସେ ବୋହୁତ ସାରା ଆଲବମ୍ ରେ ଓ କିଛି ଧାରାବାହିକରେ ଅଭିନୟ କରିସାରିଛନ୍ତି ଆଉ ଓଡ଼ିଶାର ଦର୍ଶକମାନଙ୍କ ଠାରୁ ମଧ୍ୟ ବୋହୁତ ସାରା ଭଲ ପାଇବା ପାଇଛନ୍ତି।

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ତାଙ୍କର ନିର୍ବନ୍ଧ ସରି ଯାଇଛି ଆଉ ତାଙ୍କର ନିର୍ବନ୍ଧ ହୋଇଛି ଯାଜପୁରର ନିଶିତ୍ ନାୟକଙ୍କ ସହିତ। ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ସୋମାଲିନ୍ ଙ୍କ ବଡ଼ ଭଉଣୀ ଜାଙ୍କଲିନ୍ ଗଟ କିଛିଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ସେ ଅରବିନ୍ଦଙ୍କୁ ବିବାହ କରିଛନ୍ତି |

ଏବଂ ବର୍ତ୍ତମାନ ସମୟରେ ସାନ ଭଉଣୀ ସୋମାଲିନ୍ ମଧ୍ୟ ନିର୍ବନ୍ଧ କରି ନେଇଛନ୍ତି ଆଉ ଆଗାମୀ ଦିନମାନଙ୍କରେ ତାଙ୍କର ବାହାଘର ହେବାକୁ ଯାଉଛି ନିଶିତ୍ ନାୟକଙ୍କ ସହିତ। ନିର୍ବନ୍ଧ ପରେ ବର୍ତ୍ତମାନ ସମୟରେ ସୋମାଲିନ୍ ପରିଡା ନିଜ ବୟେଫ୍ରେଣ୍ଡ୍ ଙ୍କ ସହିତ ବୋହୁତ ଜାଗା ବୁଲୁଥିବାର ଦେଖା ଦେଇଛନ୍ତି।

ଗତକାଲି ନିଶିତ୍ ଓ ସୋମାଲିନ୍ ଗୋଟିଏ ପପ୍ ରେ ମଜାମସ୍ତି କରୁଥିବାର ଦେଖା ଦେଇଥିଲା ଆଉ ସେଠାରେ ସୋମାଲିନ୍ ପରିଡାଙ୍କ ଫ୍ୟାନମାନେ ମଧ୍ୟ ସେମାନଙ୍କୁ ଘେରି ଯାଇଥିଲେ। ତେବେ ଦର୍ଶକ ବନ୍ଧୁ ଆଗାମୀ ଦିନମାନଙ୍କରେ ତାଙ୍କର ବାହାଘର କେବେ ହେବ ତାହା ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ।