ଆଜିକା ସମୟ ରେ କେହି ବି ଚାକିରୀ କରିବାକୁ ହେଲେ ବିନା ଇଣ୍ଟରଭିୟୁ ରେ ପାସ କରିବା ସମ୍ଭବ ହେଇ ନ ଥାଏ I କିଛି ଇଣ୍ଟରଭିୟୁ ସହଜ ହେଇଥାଏ କିନ୍ତୁ କିଛି ଇଣ୍ଟରଭିୟୁ ରେ ପାସ କରିବା ଖୁବ କଷ୍ଟକର ହେଇଥାଏ I ତେବେ ଆପଣ ଭାବୁଥିବେ ସରକାରୀ ଚାକିରୀ ରେ ଏପରି କେଉଁ ପ୍ରଶ୍ନ ପଚରାଯାଇଥାଏ ଯାହା କି ଖୁବ କଷ୍ଟକର ହେଇଥାଏ I
ଏହି ଇଣ୍ଟରଭିୟୁ ସମୟ ରେ ଆପଣ ଙ୍କ ର ମନୋସ୍ଥିତି କୁ ଜାଣିବାକୁ ଚେଷ୍ଟା କରାଯାଇଥାଏ I ସମୁଖ ରେ ପ୍ରଶ୍ନ ପଚରାଉଥିବା ବ୍ୟକ୍ତି ଆପଣ ଙ୍କ ର IQ ଟେଷ୍ଟ କରିବାକୁ ଚାହିଁଥାଏ ଏବଂ ଆପଣ ଙ୍କ ର ମାନସିକ ଦକ୍ଷତା କୁ ଜାଣିବାକୁ ଚେଷ୍ଟା କରିଥାନ୍ତି I
ପ୍ରଶ୍ନ – କ୍ରିକେଟ ପିଚ ର ଲମ୍ବା କେତେ ?
ଉତ୍ତର – 20.12 ମିଟର
ପ୍ରଶ୍ନ – ମାଉନ୍ଟ ଏଭରେଷ୍ଟ ରେ ପ୍ରଥମେ କିଏ ଚଢ଼ିଥିଲା ?
ଉତ୍ତର – ତେଞ୍ଜିଙ୍ଗ ନୋକି (ଭାରତ) ଓ ଏଡ଼ମଡ଼ ହିଲେରୀ (ନ୍ୟୁଜଲାଣ୍ଡ)
ପ୍ରଶ୍ନ – ସାମ୍ବିଧାନିକ ସଂଶୋଧନ କେତେ ପ୍ରକାର ର ହେଇଥାଏ ?
ଉତ୍ତର – 5 ପ୍ରକାର ର
ପ୍ରଶ୍ନ – ଦାଣ୍ଡି ଯାତ୍ରା କେବେ ଆରମ୍ଭ ହେଇଥିଲା ?
ଉତ୍ତର – 1930 ରେ
ପ୍ରଶ୍ନ – ଅଂତରରାଷ୍ଟ୍ରୀୟ ନ୍ୟାୟାଳୟ ରେ ନ୍ୟାୟାଧୀଶ ହେଇଥିବା ବ୍ୟକ୍ତି କିଏ ?
ଉତ୍ତର – ନଗେନ୍ଦ୍ର ସିଂ
ପ୍ରଶ୍ନ – ସଂସାର ର ସବୁଠାରୁ ବଡ଼ ମନ୍ଦିର କେଉଁଠି ରହିଛି ?
ଉତ୍ତର – କାମୋଡିୟ ରେ
ପ୍ରଶ୍ନ – ବାହାଘର ପରେ ଯୁବତୀ ଙ୍କର କେଉଁ ଜିନିଷ ଛୋଟ ହେଇଯାଇଥାଏ ?
ଉତ୍ତର – ଉଚତା