ବାହାଘରର ୨୧ ଦିନ ପରେ ନୂଆ କନିଆଁ କାଟିଦେଲେ ନିଜ ସ୍ଵାମୀଙ୍କର ଗୁପ୍ତାଙ୍ଗ, କହିଲେ ସେ ସବୁଦିନ ମୋ ସହ…

କେବେ କେବେ ଅଚାନକ କିଛି ଏପରି ଅଘଟଣ ଘଟିଯାଇଥାଏ ଯାହା ବିଷୟ ରେ ଆପଣ କଳ୍ପନା ମଧ୍ୟ କରି ନ ଥିବେ I ଏହି ପରି ଏକ ଘଟଣା ଘଟିଯାଇଛି ବଗୋଦରା ରେ I ଏଠାକାର ନିବାସୀ ମୁକେଶ କୁମାର ଙ୍କ ସହ କିଛି ଏହିପରି ଘଟଣା ଘଟିଯାଇଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ବିବାହ ପରେ ତାଙ୍କ ଜୀବନ ରେ ଏକ ବଡ଼ ଝଡ଼ ର ଆଗମନ ହେଇଥିଲା I ମିଳିଥିବା ସୂଚନା ଅନୁସାରେ ବିବାହ ର 21 ଦିନ ପରେ ନଵ ବିବାହିତ ଦୁଲହନ ତାଙ୍କ ପତି ଙ୍କ ର ଗୁପ୍ତାଙ୍ଗ କାଟିଦେଇଥିଲେ I

22 ବର୍ଷୀୟ ମୁକେଶ କୁମାର ମଣ୍ଡଳ ବିଶୁଗଢ଼ ଥାନା ଅଂଚଳ ରେ ଭୂତହି ମୁରଗ୍ରାମ ର ଗୁଡିୟା ଦେବୀ ଙ୍କ ସହ 30 ଜାନୁୟାରୀ 2020 ରେ ବିବାହ କରିଥିଲେ I ବିବାହ ର କିଛି ଦିନ ପରେ ତାଙ୍କ ମଧ୍ୟ ରେ ବିବାଦ ଆରମ୍ଭ ହେଇଯାଇଛି I ପତି ପତ୍ନୀ ଙ୍କ ର ଏହି ବିବାହ କୁ ଏକ ଏକ ସପ୍ତାହ ପୂର୍ବ ରୁ ଗ୍ରାମ ରେ ପଂଚାୟତ ହେଇଥିଲା I ତିନି ଚାରି ଦିନ ପୂର୍ବ ରୁ ପତ୍ନୀ ନିଜ ପତି ଙ୍କ ର ହାତ ଗୋଡ଼ ବନ୍ଧୀକି ମାଡ଼ ମଧ୍ୟ ମାରିଥିଲେ I

ବିବାହ ପରେ ପତି ପତ୍ନୀ ଙ୍କ ମଧ୍ୟ ରେ ସମ୍ବନ୍ଧ ନ ଥିଲା I କିନ୍ତୁ ଗୁରୁବାର ସକାଳୁ ଏହି ବିବାଦ ଚରମ ସୀମା ରେ ପହଞ୍ଚିଥିଲା I ପତ୍ନୀ ନିଜ ର ପତି ଙ୍କ ର ଗୁପ୍ତାଙ୍ଗ କାଟି ଦେଇଥିଲେ I ପ୍ରାଥମିକ ଚିକିତ୍ସା ପାଁଇ ପାଟଲାବତି ନର୍ସିଙ୍ଗ ହୋମ ରେ ଆଡମିଟ କରାଯାଇଥିଲା I ହସ୍ପିଟାଲ ର ଡାକ୍ତର ବିଏମ ମିଶ୍ର କହିଛନ୍ତି ମୁକେଶ ଙ୍କ ର ଗୁପ୍ତାଙ୍ଗ ରେ 6 ଥର ବ୍ଲେଡ ମରାଯାଇଛି I ତେଣୁ ଭଲ ଚିକିତ୍ସା ପାଁଇ ତାଙ୍କୁ ରାଞ୍ଚି ପଠାଯାଇଛି I

ମୁକେଶ ଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ତାଙ୍କ ସହ ରହିବା କୁ ଚାହୁଁ ନ ଥିଲେ I ଏବଂ ପତ୍ନୀ ଏହା କୁ ନେଇ ଅନେକ କିଛି ବାହାରେ ଆଲୋଚନା କରୁଥିଲେ I ବଗୋଦର ଯକ୍ଷ୍ମୀ ମୁକେଶ ଙ୍କ ର ବୟାନ ରେକର୍ଡ କରିଛନ୍ତି ଏବଂ ତଦନ୍ତ ଜାରି ରହିଛି I