ବାହାଘରର ଠିକ ପରେ ଭାଇରଲ ହେବାକୁ ଲାଗିଲା କନିଆଁ ଙ୍କର ଏହି ଫୋଟୋ, ଭଲସେ ଦେଖିଲେ ତ ସମସ୍ତଙ୍କର ଉଡ଼ିଗଲା ହୋସ

ଆଜିକା ସମୟ ରେ ସୋସିଆଲ ମିଡ଼ିଆ ର ବହୁଳ ବ୍ୟବହାର ଦେଖିବାକୁ ମିଳିଛି I ସୋସିଆଲ ମିଡ଼ିଆ ମାଧ୍ୟମ ରେ ଲୋକେ ଖବର ଆଦାନ ପ୍ରଦାନ ର ଏକ ଉତ୍ତମ ମାଧ୍ୟମ ରୂପେ ହିଁ ବ୍ୟବହାର କରିଥାନ୍ତି I ଏହି ସୋସିଆଲ ମିଡ଼ିଆ ମାଧ୍ୟମ ରେ ଆଜି ରୋଜଗାର ମଧ୍ୟ କରୁଛନ୍ତି I ଏବଂ ଏପରି ଅନେକ ଆଶ୍ଚଯ୍ୟକର ଘଟଣା ମଧ୍ୟ ଆମେ ଦେଖିବାକୁ ପାଇଥାଉ I

ସୋସିଆଲ ମିଡ଼ିଆ ରେ ଅଧିକାଂଶ ଲୋକେ ନିଜ ର ଫୋଟୋ ସେୟାର କରିଥାନ୍ତି I ଅନେକ ସମୟ ରେ ତାଙ୍କ ର ଏପରି ଅନେକ ଫୋଟୋ ଭାଇରଲ ହେଇଥାଏ ଯାହା ଖୁବ ସାଧାରଣ ହେଇଥାଏ କିନ୍ତୁ ଏହି ଫୋଟୋ କୁ ଜୁମ କରି ଦେଖିଲେ ଆପଣ ଙ୍କ ର ହୋସ ଉଡିଯିବ I

ବିଗତ ଦିନ ରେ ଏହି ବିବାହ ଦେଖିବାକୁ ମିଳିଛି ଯାହା ଖୁବ ଆଶ୍ଚଯ୍ୟକର ଅଟେ I ଫୋଟୋ ଟି ଦେଖିବାକୁ ତ ସାଧାରଣ ଅଟେ କିନ୍ତୁ ଏହା କୁ ଯଉଁ କରି ଯଦି ଦେଖିବେ ତେବେ ଆପଣ ମଧ୍ୟ ଆଶ୍ଚଯ୍ୟ ହେଇଯିବେ I ଏପରି ଫୋଟୋ ରେ କିଛି ଘଟଣା ଦେଖି ଲୋକେ ଏହା ର ପ୍ରଶଂସା ମଧ୍ୟ କରିଛନ୍ତି I

ସୂଚନା ମୁତାବିକ ଏହି ବିବାହ ଟି ପଞ୍ଜାବ ର ନବାସହର ର ଅଟେ I ଏହି ବରଯାତ୍ରୀ କୌଣସି କାର ରେ ନୁହେଁ ରିକ୍ସା ରେ ଆସିଥିଲା ଏହି ବିବାହ ଟି ଖୁବ ଧୁମ ଧାମ ରେ ପାଳିତ ହେଇଚି I ଏଠାରେ ଆପଣ ଫୋଟୋ ରେ ଦୁଲହ ଙ୍କ ସହ ନବବିବାହିତ ଯୁବତୀ ଙ୍କୁ ମଧ୍ୟ ଦେଖୁଥିବେ I ଏହା ବିଦାଇ ସମୟ ର ହିଁ ଫୋଟୋ I

ବିଦାଇ ସମୟ ରେ ଝିଅ କୌଣସି ଲଜ୍ଜରି କାର କି ବାଇକ ରେ ନୁହେଁ ରିକ୍ସା ରେ ହଉଛନ୍ତି I ଏହା ଦେଖି ଲୋକେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି I ରିକ୍ସା ରେ ବିଦା ହେବା ସମୟ ରେ ଲୋକେ ଫୁଲ ବର୍ଷା ମଧ୍ୟ କରାଇଛନ୍ତି I

ଆଜିକା ସମୟ ରେ କିଛି ଏପରି ବିବାହ ଦେଖିଥିବେ ଯେଉଁଥିରେ ଲୋକେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି ଓ କିଛି ଏପରି ବିବାହ ଯେଉଁଥିରେ ଲୋକେ ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ I