ବାହାଘର ପରେ ମାତ୍ର ଥରେ ନିଜ ଶଶୁର ଘରକୁ ଯାଇଛନ୍ତି ବୀରେନ୍ଦ୍ର ସେହେବାଗ, ସେଠି ଘଟିଲା ଏମିତି କିଛି କି ଶଶୁର ଘର ଲୋକ ଡାକିଦେଲେ ପୋଲିସ, ସେବେଠୁ ଆଉ ସେହବାଗ…

କ୍ରିକେଟ ଜଗତ ରୁ ସନ୍ୟାସ ନେବା ପରେ ମଧ୍ୟ ବୀରେନ୍ଦ୍ର ସେହେବାଗ ଙ୍କ ଲୋକପ୍ରିୟତା ରେ କୌଣସି କମି ଆସିନାହିଁ | ଭାରତୀୟ କ୍ରିକେଟ ଜଗତ ର ଜଣେ ଅଭିଜ୍ଞତା ସମ୍ପର୍ଣ ଖେଳାଳି ହେଉଛନ୍ତି ବୀରେନ୍ଦ୍ର ସେହେବାଗ | ତାଙ୍କୁ ସାମାନ୍ୟ ଦେଖିବାକୁ ମଧ୍ୟ ଦର୍ଶକ ଙ୍କ ର ନାହିଁ ନ ଥିବା ଭିଡ଼ ହେଇଥାଏ |

ଶଶୁର ଘରେ ପହଂଚିବା ରୁ ପୋଲିସ ଡାକିବାକୁ ପଡିଥିଲା

ବୀରେନ୍ଦ୍ର ସେହେବାଗ ନିଜ ର ବୟାନ ବାଜି ପାଁଇ ସର୍ବଦା ଚର୍ଚା ରେ ରହିଥାନ୍ତି | ଏବଂ ସର୍ବଦା ଏପରି ଅନେକ ମଜାଳିଆ ଟ୍ୱିଟ କୁ ନେଇ ମଧ୍ୟ ଚର୍ଚା ରେ ରହିଥାନ୍ତି ବୀରେନ୍ଦ୍ର ସେହେବାଗ | ତେବେ ଆଜି ବୀରେନ୍ଦ୍ର ସେହେବାଗ ନିଜ ଶଶୁର ଘରୁ ବାହାରିବା ପାଁଇ ପୋଲିସ ର ସହାୟତା ନେବାକୁ ପଡିଥିଲା |

ଏକ ଟିଭି ଇଣ୍ଟରଭିୟୁ ରେ ବୀରେନ୍ଦ୍ର ସେହେବାଗ କହିଛନ୍ତି କି ଶଶୁର ଘରୁ ବାହାରିବା ପାଁଇ ତାଙ୍କୁ ପୋଲିସ ଙ୍କୁ ଡ଼କାଇବାକୁ ପଡିଥିଲା |
ବୀରେନ୍ଦ୍ର ସେହେବାଗ ଙ୍କ କହିବା ଅନୁସାରେ “ଯେତେବେଳେ ସେ ପ୍ରଥମ ଥର ବିବାହ କରି ଶଶୁର ଘର ଯାଇଥିଲେ , ତ ମୋତେ ସେଠାରୁ ବାହାରିବାକୁ ମୌକା ମିଳି ନ ଥିଲା , ଏବଂ ତଳେ ପ୍ରାୟ 10 ହଜାର ଲୋକେ ଏକତ୍ରିତ ହେଇଥିଲେ | ଯାହା ଦ୍ୱାରା କି ପୋଲିସ ଡ଼କାଇବାକୁ ପଡିଥିଲା | ” ତେଣୁ ଏହା ପରେ ବୀରେନ୍ଦ୍ର ସେହେବାଗ ଆଉ ଶଶୁର ଘର ଯାଇ ନ ଥିଲେ

ସଚିନ ମଧ୍ୟ କରିଥାନ୍ତି ବୀରେନ୍ଦ୍ର ସେହେବାଗ ଙ୍କ ପ୍ରଶଂସା

ମୈଦାନ ମଧ୍ୟ ରେ ହେଉ କି ବାହାରେ ବୀରେନ୍ଦ୍ର ସେହେବାଗ ସର୍ବଦା ବିନ୍ଦାସ ଅନ୍ଦାଜ ରେ ରହିଥାନ୍ତି | ଏହି କାର ରୁ ବଡ଼ ବଡ଼ କଳାକାର ତାଙ୍କ ର ପ୍ରଶଂସା କରିଥାନ୍ତି | ଯେତେବେଳେ ଏକ କାର୍ଯ୍ୟକ୍ରମ ରେ ସଚିନ ଙ୍କୁ ପଚାରଜୀଵଃଟିଲା ନଂନ ଷ୍ଟ୍ରାଇକ ଆଣ୍ଡ ରେ ଠିଆ ହେଇ କେଉଁ ଖେଳାଳି ଙ୍କୁ ଖେଳିବା ଦେଖି ଆପଣ ପସନ୍ଦ କରିଥାନ୍ତି ତ ସଚିନ ଉତ୍ତର ରେ ବୀରେନ୍ଦ୍ର ସେହେବାଗ ଙ୍କ ନାମ ନେଇଥିଲେ | କାରଣ କ୍ରିଜ ରେ ବୀରେନ୍ଦ୍ର ସେହେବାଗ ଖେଳିବା ସମୟ ରେ ଗୀତ ଗାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି |

ମୈଦାନ ରେ ବୀରେନ୍ଦ୍ର ସେହେବାଗ ଙ୍କ ଖେଳିବା ର ଷ୍ଟାଇଲ ସମ୍ପୂର୍ଣ ଭିର୍ନ ଅଟେ | ଏବଂ ବ୍ୟାଟିଂ କରିବା ସମୟ ରେ ମଧ୍ୟ ସେ ଗୁଣୁ ଗୁଣୁ ହେଇ ଗୀତ ଗାଇଥାନ୍ତି | ଏବଂ ଯେତେବେଳେ କ୍ରିଜ ରେ ରନ ହେଇ ନ ଥାଏ ତ ସେ ଠିଆ ହେଇ ଭଜନ ଗାଇବା ଆରମ୍ଭ କରିଦେଇଥାନ୍ତି | ଏବଂ ରନ ହେବା ଆରମ୍ଭ ହେଲେ ଫିଲ୍ମ ଗୀତ ଗାଇବା ଆରମ୍ଭ କରିଥାନ୍ତି |

ମ୍ୟାଚ ରେ ଗୀତ ଭୁଲିଗଲେ ଖେଳାଳି ଙ୍କୁ ଡାକିଥାନ୍ତି

ଦ୍ରାବିଡ଼ ଙ୍କ ସହ 200 ରନ କରି ବ୍ୟାଟିଂ କରୁଥିଲେ | ସେହି ମ୍ୟାଚ ରେ ସେ ଦୀର୍ଘ ସମୟ ହେବ ଏକ ଗୀତ ଗାଉଥିଲେ | ଏବଂ ଚୌକା ଛକା ମଧ୍ୟ ଲାଗୁଥିଲା | ଇତି ମଧ୍ୟ ରେ ଡ୍ରିଂକ୍ସ ବ୍ରେକ ହେଇଥିଲା ଏବଂ ସେଠାରେ ତିନି ଚାରି ଓଭର ହେବ ରନ ହେଉ ନ ଥିଲା | କାରଣ ତାଙ୍କ ର ଏକ ଗୀତ ଠିକ ରେ ମନେ ପଡୁ ନ ଥିଲା | ସେ ସମୟ ରେ ରାହୁଲ ଦ୍ରାବିଡ଼ ଆସି ପଚାରିଥିଲେ କଣ ସବୁ ଠିକ ଅଛି ତ | ଏହା କୁ ନେଇ ବୀରେନ୍ଦ୍ର ସେହେବାଗ ପଚାରିଥିଲେ କାହିଁକି | ରାହୁଲ ଦ୍ରାବିଡ଼ କହିଲେ ଦୀର୍ଘ ସମୟ ହେବ କୌଣସି ଚୌକା ଛକା ମାରୁ ନାହଁ | ସେହେବାଗ ଦ୍ରାବିଡ଼ ଙ୍କୁ କିଛି କହି ନ ଥିଲେ ଓ 12 ନମ୍ବର ଖେଳାଳି ଙ୍କୁ ଡାକି ସେ ତାଙ୍କ ର ଆଇପ୍ୟାଡ଼ ବାହାର କରିଥିଲେ | ସେଥିରେ ବିରୁ ତୁ କେ ନାମ ର ପ୍ଲେ ଲିଷ୍ଟ କଢ଼ାଇଥିଲେ | ଏବଂ ସେଠାରେ 6 ନମ୍ବର ଗୀତ ଶୁଣିଥିଲେ | ଏବଂ ଏହା ପରେ ସେହି ଗୀତ କୁ ମନେ ପକାଇବା ପରେ ସେ ପ୍ରାୟ 319 ରନ ର ଲକ୍ଷ୍ୟ କୁ ଅତିକ୍ରମ କରିଥିଲେ |

ଏହି ଗୀତ ଥିଲା “ଚଲା ଯାତା ହୁ କିଛି କେ ଧୁଂ ମେ ଧଡ଼କତେ ଦିଲ ” ଏହି ଖେଳ ରେ ସେ ନିଜ ର 13 ତମ ଶତକ କରିଥିଲେ ଓ 2004 ମସିହା ରେ ପାକିସ୍ତାନ ଦଳ ବିପକ୍ଷ ରେ କରିଥିଲେ |