ବାହାଘର ପୁର୍ବରୁ ହିଁ ମା ହେଇଗଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଦେଲେ କୁନି ଝିଅକୁ ଜନ୍ମ, ନାଁ ଜାଣିଲେ ବିଶ୍ଵାସ କରିପାରିବେ ନାହିଁ, କହିବେ ଇଏବି …

ଫିଲ୍ମ ଅଭିନେତ୍ରୀ କଳ୍କୀ କୋସଲିନ ଶୁକ୍ରବାର ଦିନ ଅର୍ଥାତ 7 ଫ୍ରେବୁଆରି ଦିନ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି I
କଳ୍କୀ ବିଗତ ଦିନ ରେ ନିଜ ର ଗର୍ଭବତୀ ହେବାକୁ ନେଇ ବେଶ ଚର୍ଚା ରେ ରହିଥିଲେ I ଏବଂ ନିଜ ର ଫୋଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ସେୟାର କରନ୍ତି I କଳ୍କୀ ତାଙ୍କ ବୟଫ୍ରେଣ୍ଡ ଙ୍କ ସହ ଅନେକ ଫୋଟୋ ସେୟାର କରନ୍ତି I

ପୂର୍ବ ରୁ ମା ହେବାକୁ ପସନ୍ଦ କରୁ ନ ଥିଲେ
ମିଳିଥିବା ସୂଚନା ଅନୁସାରେ ପୂର୍ବ ରୁ ତାଙ୍କ ବୟଫ୍ରେଣ୍ଡ ପିଲା ଙ୍କ ର ନାମ ନାମ ମଧ୍ୟ ବାଛି ଦେଇଥିଲେ କିନ୍ତୁ 6 ବର୍ଷ ପୂର୍ବ ରୁ କଳ୍କୀ ଯେତେବେଳେ ଅନୁରାଗ କଶ୍ୟପଃ ଙ୍କ ର ପତ୍ନୀ ଥିଲେ ତ ମା ହେବାକୁ ପସନ୍ଦ କରୁ ନ ଥିଲେ I ସେ ମା ହେବାର ବିରୋଧ କରୁଥିଲେ I

ଅଧିକ ଦିନ ସମ୍ପର୍କ ନ ଥିଲା କଳ୍କୀ ଓ ଅନୁରାଗ ଙ୍କ ର ସମ୍ପର୍କ
କଳ୍କୀ ଓ ଫିଲମେକର ଅନୁରାଗ ଙ୍କ ର ବିବାହ 2011 ମସିହା ରେ ହେଇଥିଲା ଦୁହେଁ 2015 ରେ ଅଲଗା ହେଇଯାଇଥିଲେ I ଦୁହେଁ ବର୍ତମାନ କିନ୍ତୁ ଭଲ ବନ୍ଧୁ ଅଟନ୍ତି I ତେବେ ସୂଚନା ପାଇବା ପରେ ଅନୁରାଗ ପ୍ୟାରେଣ୍ଟସ କ୍ଲବ ରେ ତାଙ୍କ ର ସ୍ୱାଗତ କରିଥିଲେ I