ବାହାରେ ବୋର୍ଡରେ ଲେଖା ଥିଲା ଜନ୍ନତ ସ୍ପା; ଯେତେବେଳେ ପୋଲିସ ଭିତରକୁ ପହଞ୍ଚିଲା ତ

ଆଜିକା ସମାଜ ରେ ସଭ୍ୟତା ଓ ସଂସ୍କୃତି ଲୋପ ପାଇଯାଇଛି I ଲୋକେ ଅନେକ ଅନୈତିକ କାର୍ଯ୍ୟ ରେ ନିଜ କୁ ଲିପ୍ତ ରଖୁଛନ୍ତି I ବର୍ତମାନ ଦିଲ୍ଲୀ ମହିଳା ଆୟୋଗ ର ଚେୟାରମ୍ୟାନ ସ୍ଵାତି ମେଲିବାଲ ଏହି ଜନ୍ନତ ସ୍ପା ର ବୋର୍ଡ ଦେଖି ଭିତର କୁ ଯାଇଥିଲେ I ଏବଂ ସେଠାରେ ପ୍ରତୋକ ରୁମ ରେ ଜଣେ ଯୁବକ ଓ ଯୁବତୀ ଥିଲେ I

ଜନ୍ନତ ସ୍ପା ନାମ ରେ ଭିତରେ ଦେହ ବ୍ୟବସାୟ ପରି ଘୃନ୍ୟ କାର୍ଯ୍ୟ ଜାରି ରହିଥିଲା I ଯେତେବେଳେ ଦିଲ୍ଲୀ ମହିଳା ଆୟୋଗ ଏହି ଜନ୍ନତ ସ୍ପା କୁ ରେଡ କରିଥିଲା ତ ସେଠାରେ ବିପୁଳ ପରିମାଣ ର ଯୁବକ ଯୁବତୀ ଦେହ ବ୍ୟବସାୟ ରେ ଲିପ୍ତ ଥିଲେ ଏବଂ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ମିଳିଥିଲା I

ସ୍ୱାମୀ ମେଲିବାଲ ନିଜ ର ଟ୍ୱିଟ ଆକାଉଣ୍ଟ ରେ ଏହି ଖବର ସେୟାର କରିଥିଲେ I ଏବଂ ଦିଲ୍ଲୀ ପୋଲିସ ଙ୍କ ର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ କରିଥିଲେ I ସେ ଲେଖିଥିଲେ ଦିଲ୍ଲୀ ରେ ଯେଉଁପରି ଦେହ ବ୍ୟବସାୟ ଜୋର ସୋର ରେ ଚାଲିଛି ଏହା ଦ୍ୱାରା ଆମ ସମାଜ ପାଁଇ ଏହା ଏକ ନିନ୍ଦନୀୟ କଥା ଅଟେ I