ଏବେ ଏବେ: ଭୟାନକ ସଡକ ଦୁର୍ଘଟଣାର ଶିକାର ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଗମ୍ଭୀର ଅବସ୍ଥାରେ ଡାକ୍ତର ଖାନରେ କରାଗଲା ଭର୍ତି

ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ସାବାନା ଆଜମୀ ଙ୍କୁ ନେଇ ଏକ ଖରାପ ଖବର ଆସିଛି I ସୂଚନା ଅନୁସାରେ ସାବାନା ଆଜମୀ ଏକ ସଡକ ଦୁର୍ଘଟଣା ର ଶିକାର ହେଇଛନ୍ତି I ଏହି ଦୁର୍ଘଟଣା ମୁମ୍ବାଇ – ପୁଣେ ଏକ୍ସପ୍ରେସ ହାଇୱେ ରେ ହେଇଚି I ପୋଲିସ ର କହିବା ଅନୁସାରେ ନ୍ୟୁଜ ଏଜେନ୍ସି ANI ଏହା କହିଛି କି ଏହି ଦୁର୍ଘଟଣା ଟି ବେଶ ଭୟାନକ ଥିଲା I ତେଣୁ ତାଙ୍କୁ ସଂଗେ ସଂଗେ ହସ୍ପିଟାଲ ରେ ଭର୍ତି କରାଯାଇଥିଲା I ତାଙ୍କ ସହ ଜ୍ୱାବେଦ ଅକ୍ଷତର ମଧ୍ୟ ଉପସ୍ଥିତ ଥିଲେ I

ଘଟଣା ସ୍ଥାନ ରୁ ଆସିଥିବା ଫୋଟୋ ଦେଖି ଆପଣ ଅନୁମାନ କରିପାରୁଥିବେ କି ଏହି ଦୁର୍ଘଟଣା କେତେ ଆକ୍ରମକ ଅଟେ I ପୋଲିସ ଅଧିକ୍ଷକ ଅନିଲ ପେସ୍କାର କହିଛନ୍ତି ଦୁର୍ଘଟଣା ଟି ମୁମ୍ବାଇ ରୁ 60 କିମି ଦୂର ଖାଲପୁର ରେ ହେଇଚି I ଏହି କାରଣ ରୁ ଗମ୍ଭୀର ଆଘାତ ମଧ୍ୟ ଲାଗିଛି I ତେଣୁ ସାବାନା ଆଜମୀ ଙ୍କୁ ମୁମ୍ବାଇ ର ଏମଜିଏମ ହସ୍ପିଟାଲ ରେ ଭର୍ତି କରାଯାଇଛି I

ସାବାନା ଆଜମୀଙ୍କ ର ନାମ ବଲିଉଡ ର ସେହି ଅଭିନେତ୍ରୀ ଙ୍କ ସହ ଯୋଡି ହେଇଚି ଯେଉଁମାନେ କି ରାଷ୍ଟ୍ରୀୟ ପୁରସ୍କାର ହାସିଲ କରିଛନ୍ତି I 1998 ରେ ସାବାନା ଆଜମୀ ଙ୍କୁ ପଦ୍ମ ଶ୍ରୀ ପୁରସ୍କାର ରେ ସଂନମାନିତ କରାଯାଇଥିଲା I ତାଙ୍କ ଫିଲ୍ମ କ୍ୟାରିୟର ରେ ସେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି I ସେ ଅର୍ଥ , ଅଂକୁର , ମଣ୍ଡି , ପରି ଅନେକ ବଡ଼ ବଡ଼ ଫିଲ୍ମ କରିଛନ୍ତି I ବିଗତ ଦିନ ରେ ଜବେଦ ଙ୍କ ର ଜନ୍ମ ଦିନ ଥିଲା I

Share Your Comments Below