ବାହାଘରର ୧୦ ବର୍ଷ ପରେ ବି ନିସନ୍ତାନ ଅଛନ୍ତି ଏହି ଭାରତୀୟ ଷ୍ଟାର ଖେଳାଳି, ନାଁ ଜାଣିଲେ ବିଶ୍ଵାସ କରିପାରିବେ ନାହିଁ

ଭାରତୀୟ ଖେଳାଳି ଙ୍କ ମଧ୍ୟ ରେ କିଛି ଏପରି ଖେଳାଳି ଅଛନ୍ତି ଯେଉଁମାନେ ନୂଆ ନୂଆ ବିବାହ କରିଛନ୍ତି ଓ ଆଉ କିଛି ଖେଳାଳି ଏପରି ମଧ୍ୟ ରହିଛନ୍ତି ଯାହା ଙ୍କ ର ବିବାହ ଅନେକ ବର୍ଷ ହେବ ହେଇଯାଇଛି I ଏପରି କିଛି ଖେଳାଳି ଙ୍କ ର ପିଲାମାନେ ମଧ୍ୟ ଆଜିକା ସମୟ ରେ ଲୋକପ୍ରିୟତା ହାସିଲ କରି ସାରିଛନ୍ତି I କିନ୍ତୁ ଆଜି ଆମେ ଏପରି ଜଣେ ଭାରତୀୟ କ୍ରିକେଟ ଟିମ ର ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ର ବିବାହ ଅନେକ ବର୍ଷ ହେବ ହେଇଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ନିଃସନ୍ତାନ ରହିଛନ୍ତି I ଆଜି ଆମେ ଯେଉଁ ଭାରତୀୟ ଖେଳାଳି ଙ୍କ ର ବିଷୟ ରେ କହିବା କୁ ଯାଉଛେ ସେ ଆଜି କୁ ପ୍ରାୟ 10 ବର୍ଷ ହେବ ବିବାହ କରିଛନ୍ତି I

ଆଜି ଆମେ ଯେଉଁ ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛେ ତାଙ୍କ ନାମ ହେଉଛି ଅମ୍ବାତି ରାଇଡ଼ୁ I ଜାଣିରଖନ୍ତୁ କି ଅମ୍ବାତି ରାଇଡ଼ୁ ଙ୍କ ର ବିବାହ 2009 ମସିହା ରେ ଚେଁଉପଲଲି ବିଦ୍ୟା ନାମ ଯୁବତୀ ଙ୍କ ସହ ହେଇଥିଲା I ଏବଂ ଉଭୟ ଙ୍କ ର ବିବାହ କୁ 10 ବର୍ଷ ବିତିଯାଇଛି କିନ୍ତୁ ସେ ନିଃସନ୍ତାନ ଅଛନ୍ତି I

ଅମ୍ବାତି ରାଇଡ଼ୁ ଙ୍କ ର କ୍ରିକେଟ କ୍ୟାରିୟର କଥା ଦେଖିବା କୁ ଗଲେ ଅମ୍ବାତି ରାଇଡ଼ୁ ଅଣ୍ଡର 19 ମ୍ୟାଚ ରେ ପ୍ରଥମେ ଇଂଲଣ୍ଡ ବିପକ୍ଷ ରେ 177 ରନ କରି ଏକ ବିଶ୍ୱ ରେକର୍ଡ କରିଥିଲେ I ଏହି ମ୍ୟାଚ ଖେଳିବା ସମୟ ରେ ଅମ୍ବାତି ରାଇଡ଼ୁ ମାତ୍ର 16 ବର୍ଷ ବୟସ ର ଥିଲେ I ବର୍ତମାନ ସମୟ ରେ ଅମ୍ବାତି ରାଇଡ଼ୁ ଟିମ ରୁ ବାହାରେ ରହିଛନ୍ତି I