ବୈଜ୍ଞାନିକ ମାନେ ତିଆରି କରିଲେ ଗୋମୂତ୍ରର ଔଷଧ, ଯାହାକୁ ଖାଇବା ମାତ୍ରେ ଦୁର ହୋଇଯିବ କ୍ୟାନସର ଓ କିଡ଼ନୀ ଜନିତ ରୋଗ

ଗାଈ ର ମୂତ୍ର ଆମ ମନୁଷ୍ୟ ଙ୍କ ର ସ୍ଵାସ୍ତ୍ୟ ପାଁଇ ମଧ୍ୟ ବିଶେଷ ରୂପେ ଉପକାରୀ ହେଇଥାଏ I ଗାଈ ଙ୍କ ର ମୂତ୍ର ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହେଇପାରିଥାଏ I ଆଜିକା ସମୟ ରେ ବୈଜ୍ଞାନିକ ମାନେ ମଧ୍ୟ ଏହା ସ୍ୱୀକାର କରିଛନ୍ତି କି ଗାଈ ମୂତ୍ର ରେ ଥିବା ଔଷଧୀୟ ଗୁଣ କୁ ନେଇ କ୍ୟାନ୍ସର ପରି ରୋଗ ମଧ୍ୟ ଭଲ ହେଇପାରୁଛି I ତେଣୁ ବୈଜ୍ଞାନିକ ମାନେ ଏହି ଗୋମୂତ୍ର ରୁ ଏପରି ଔଷଧ ନିର୍ମାଣ କରିଛନ୍ତି ଯାହା କି କ୍ୟାନ୍ସର ଓ କିଡ୍ନୀ ସମସ୍ୟା ରୁ ଲୋକ ଙ୍କୁ ଭଲ କରିପାରିବ I

ଏହି ଔଷଧ ନିର୍ମାଣ କରିଥିବା ଡାକ୍ତର ଭରତୀୟ ଅଟନ୍ତି I ଏବଂ ତାଙ୍କ କହିବା ଅନୁସାରେ ଗାଈ ମୂତ୍ର ରେ ବିଶେଷ ଔଷଧୀୟ ଗୁଣ ରହିଛି I ସେ ଗୋମୂତ୍ର ଉପରେ ଅନେକ ବର୍ଷ ହେବ ଗବେଷଣା କରି ଆସୁଥିଲେ I ଏବଂ -20 ରୁ -30 ଡିଗ୍ରୀ ରେ ଗୋମୂତ୍ର ରୁ ପାଉଡର ପ୍ରସ୍ତୁତ କରିଥିଲେ I ଏବଂ ଏହି ପାଉଡର ରେ କ୍ୟାପ୍ସୁଲ ନିର୍ମାଣ କରିଥିଲେ I ଏହି ଡ଼କ୍ଟର ବିଗତ 6 ମାସ ତଳେ ହିଁ ଏହି ଔଷଧ କରିଥିଲେ I

କଣ ରହିଛି ଏହି ଟେକ୍ନୋଲୋଜି
ଫ୍ରିଜ ଡ୍ରାଇଙ୍ଗ ଟେକ୍ନୋଲୋଜି ଅନୁସାରେ ତରଳ ପଦାର୍ଥ କୁ ଶୂନ୍ୟ ରୁ ତଳ କୁ ତାପମାତ୍ରା ରେ ରଖାଯାଇଥାଏ I ଏହା ପରେ ପୁଣି ଏହା କୁ ଗରମ କରାଯାଇଥାଏ I ଏପରି କରିବା ଦ୍ୱାରା ପାଣି ଅଂଶ ଅଲଗା ହେଇଯାଇଥାଏ I ଗୁଜୁରାଟ ର ସର୍ଦାର ବଲ୍ଲଭ ଭାଇ ପଟେଲ ଇନ୍ଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ର ପ୍ରଫେସର ଡାକ୍ତର ଭାରତ ଢୋଲକିୟ ଙ୍କ କହିବା ଅନୁସାରେ ତାଙ୍କ ସାଥି ଙ୍କ ସହ ମିଶି ସେ ଏହା ଉପରେ ଗବେଷଣା କରୁଥିଲେ I ଏବଂ ସୋମବାର ଦିନ ଗୁରୁ ହେଇଥିବା ଏକ ସମ୍ମିଳନୀ ରେ ସେ ଏହି ଗୋମୂତ୍ର ବିଷୟ ରେ ଜଣାଇଥିଲେ I

ସେ କରିଥିବା ଔଷଧ କୁ ନେଇ ଏହା ସ୍ପଷ୍ଟୀକରଣ ଦେଇଛନ୍ତି କି କ୍ୟାନ୍ସର ର ଦ୍ୱିତୀୟ ଷ୍ଟେଜ ରେ ମଧ୍ୟ ଯେଉଁ ବ୍ୟକ୍ତି ଥିଲେ ତାଙ୍କ ପାଁଇ ଏହା ଲାଭକାରୀ ଅଟେ I ଏହି ଔଷଧ ରେ ପୋଟାସିୟମ , କ୍ୟାଲସିୟମ , ଓମେଗା 6 ଓ ଓମେଗା 9 ଫ୍ୟାଟି ଏସିଡ ରହିଛି I ଏହି ଔଷଧ କିଡ୍ନୀ ରୋଗ ପାଁଇ ମଧ୍ୟ ବିଶେଷ ଲାଭକାରୀ ଅଟେ I

ଗୋମୂତ୍ର ର ଫାଇଦା
-ଗୋମୂତ୍ର ଆମ ଶରୀର ପାଁଇ ଲାଭକାରୀ ଅଟେ I ଏହା ର ସେବନ କରିବା ଦ୍ୱାରା ଶରୀର ରୁ ଅନେକ ରୋଗ ଭଲ ହେଇଥାଏ I ଆୟୁର୍ବେଦ ଅନୁସାରେ ପ୍ରତୋକ ଦିନ ଟିକେ ଟିକେ ଗୋମୂତ୍ର ସେବନ କରିବା ଉଚିତ I
-ଗୋମୂତ୍ର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ଭଲ ହେଇଥାଏ I
-ଗୋମୂତ୍ର କୁ ମହୁ ସହ ସେବନ କରିଲେ ଓଜନ ମଧ୍ୟ କମ ହେଇଥାଏ I
-ପ୍ରତୋକ ଦିନ ଗୋମୂତ୍ର ରେ କୁଳି କରିବା ଦ୍ୱାରା ଦାନ୍ତ ଦରଜ ସମସ୍ୟା ଦୂର ହେଇଥାଏ I