ଫିଲ୍ମରେ କୌଣସି ଅଭିନେତ୍ରୀଙ୍କୁ କିସ କରିବେ ନାହିଁ ବୋଲି ଶପଥ ନେଇଥିଲେ ଏହି ଅଭିନେତା କିନ୍ତୁ ଏହି ହଟ ଅଭିନେତ୍ରୀଙ୍କ ପାଇଁ ନିଜ ଶପଥ ବି ଭାଙ୍ଗିଦେଇଥିଲେ ଆଉ ପୁରା …

ବଲିଉଡ ଜଗତ ରେ ଆପଣ ଅନେକ କଳାକାର ଙ୍କୁ ଦେଖିଥିବେ ଯେଉଁମାନେ କି ଅନେକ ଲୋକପ୍ରିୟତା ମଧ୍ୟ ହାସିଲ କରିଛନ୍ତି I ତେବେ ଆଜି ଆମେ ଆପଣ ଙ୍କୁ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ବଲିଉଡ ରେ ଶପଥ ନେଇଥିଲେ କି କୌଣସି ବି ଫିଲ୍ମ ର ସିନ ରେ କୌଣସି ଅଭିନେତ୍ରୀ ଙ୍କୁ କିସ କରିବେ ନାହିଁ I କିନ୍ତୁ ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ପାଇ ସେ ନିଜ ର ଶପଥ ଭଙ୍ଗ କରିଥିଲେ I

ଆଜି ଆମେ ଯେଉଁ ମହାନ ଅଭିନେତା ଙ୍କ ବିଷୟ ରେ ଆପଣ ଙ୍କୁ କହିବା କୁ ଯାଉଛୁ ତାଙ୍କ ନାମ ହେଉଛି ସାରୁଖ ଖାଁ I ସେ ତାଙ୍କ କ୍ୟାରିୟର ରେ ଫିଲ୍ମ ଫେୟାର ବେଷ୍ଟ ଆକ୍ଟର ଆୱାର୍ଡ ମଧ୍ୟ ପାଇଛନ୍ତି I

ମିଳିଥିବା ସୂଚନା ଅନୁସାରେ ସାରୁଖ ଖାଁ ବଲିଉଡ ରେ ଏହି ଶପଥ ନେଇଥିଲେ କି ଫିଲ୍ମ ର କୌଣସି ସିନ ରେ କୌଣସି ବି ଅଭିନେତ୍ରୀ ଙ୍କୁ ସେ କିସ କରିବେ ନାହିଁ I କିନ୍ତୁ 2012 ରେ ତାଙ୍କ ର ଏକ ଫିଲ୍ମ ର ସିନ ରେ ସେ କତ୍ରିନା ଙ୍କୁ କିସ କରି ନିଜ ର ଶପଥ ଭଙ୍ଗ କରିଥିଲେ I ଯାହା କୁ ନେଇ ସେ ବେଶ ଆଲୋଚନା କୁ ମଧ୍ୟ ଆସିଥିଲେ I

ଅଭିନେତ୍ରୀ କତ୍ରିନା ମଧ୍ୟ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I କତ୍ରିନା ଙ୍କ ର ଜନ୍ମ 16 ଜୁଲାଇ 1983 ରେ ହେଇଥିଲା I ବର୍ତମାନ ସେ 36 ବର୍ଷ ବୟସ ର ହେଇଯାଇଛନ୍ତି I ଆଗାମୀ ସମୟ ରେ ମଧ୍ୟ ସେ ଫିଲ୍ମ ବ୍ରହ୍ମସ୍ତ୍ର ରେ ଅଭିନେତା ସାରୁଖ ଖାଁଙ୍କ ସହ ନଜର ଆସିବେ I ଯାହା କି 2020 ମସିହା ରେ ରିଲିଜ ହେବାକୁ ଯାଉଛି I