ବଜରଙ୍ଗବାଲି ଙ୍କ ର ଆଗରେ ପ୍ରଶାସନ ମଧ୍ୟ ହାର ମାନିଲା ,୩ଟି JCB ଭାଙ୍ଗିଗଲା କିନ୍ତୁ ଟିକେ ବି ହଲିଲାନି ହନୁମାନଜିଙ୍କ ର ଏହି ମୂର୍ତି !

କଣ୍ଟ୍ରାକ୍ଟର ଜଣଙ୍କ ମୂର୍ତି କୁ ହଟାଇବା ପାଁଇ ତିନି ତିନି ଟି JCB ର ବ୍ୟବହାର କରିଥିଲେ କିନ୍ତୁ ହନୁମାନ ଙ୍କ ର ଏହି ମୂର୍ତି ଟିକେ ବି ଘୁଂଚିଲା ନାହିଁ I 130 ବର୍ଷ ପୁରୁଣା ହନୁମାନ ଙ୍କ ର ଏହି ମନ୍ଦିର କୁ ଭାଙ୍ଗିବାର ପ୍ରୟାସ ବିଫଳ ହେଇଥିଲା ଆଉ ମନ୍ଦିର ଭାଙ୍ଗିବା ରେ ବ୍ୟବହାର ହେଇଥିବା ମେସିନ ସବୁ ମଧ୍ୟ ଖରାପ ହେଇ ଯାଇଥିଲା I ତିନି ଦିନ ରେ ତିନି JCB ମେସିନ ଖରାପ ହେଇ ଯାଇଥିଲା I କିନ୍ତୁ ମନ୍ଦିର ର ଟିକେ ବି କୌଣସି କ୍ଷତି ହେଇ ନ ଥିଲା I ଆଉ ସେହି ଅଂଚଳ ର ଲୋକେ ମଧ୍ୟ ପ୍ରଶାସନ କୁ ଚେତାବନୀ ଦେଇଥିଲେ କି ଆଗକୁ ଯଦି ପ୍ରଶାସନ ଏହି ମନ୍ଦିର ଭାଙ୍ଗିବାକୁ ପ୍ରୟାସ କରନ୍ତି ତେବେ ବହୁତ ବଡ଼ ହଂଗାମା ହେଇଯିବ I

ଏହି ସେ ବଜରଙ୍ଗବାଲି ଙ୍କ ପ୍ରତିମା ଯାହାକୁ ହଟାଇବା ପାଁଇ ବର୍ତମାନ ପର୍ଯ୍ୟନ୍ତ ତିନି ଗୋଟି JCB ଭାଙ୍ଗି ଯାଇଥିଲା I

ଏହି ଘଟଣା ଟି ଘଟିଛି ଟିଲହାର ର ନ୍ୟାସନାଲ ହାଇୱେ -24 ର କାଚିୟାନି ଖେଡା ମନ୍ଦିର ର ଏହା 130 ବର୍ଷ ପୂର୍ବ ରୁ ବରମ ଦେବ ଓ ବଜରଙ୍ଗବାଲି ଙ୍କ ର ପ୍ରତିମା ସ୍ଥାପିତ ହେଇଥିଲା କିନ୍ତୁ ରାସ୍ତା ଚୌଡା ହେବା ପାଁଇ ପ୍ରଶାସନ ଏହି ମନ୍ଦିର ଭାଙ୍ଗିବାକୁ ନିଷ୍ପତି ନେଇଥିଲେ କିନ୍ତୁ ତିନି ଦିନ ଲାଗିବ ସତ୍ୱେ ମଧ୍ୟ ପ୍ରଶାସନ ଏହି କାର୍ଯ୍ୟ ରେ ବିଫଳ ହେଇଥିଲା I

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ 3ଦିନ ରେ 3 ଗୋଟି JCB ମେସିନ ଭାଙ୍ଗିଯାଇଥିଲା କିନ୍ତୁ ଭଗବାନ ଙ୍କ ର ମୂର୍ତି ର ଟିକେ ବି କ୍ଷତି ହେଇ ନ ଥିଲା I

ଏହି ଖବର ଦେଖି ସ୍ଥାନୀୟ ଲୋକଙ୍କ ର ମଧ୍ୟ ତୀବ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା I
ଏହି ଅଂଚଳ ର ଲୋକେ ମନ୍ଦିର କୁ ହଟାଇବା ପରିବର୍ତେ ରାସ୍ତା ମଝିରେ ରଖିବାକୁ ପ୍ରଶାସନ ସମୁଖରେ ଅନୁରୋଧ ମଧ୍ୟ କରିଛନ୍ତି I ଆଉ ଚେତାବନୀ ମଧ୍ୟ ଦେଇଛନ୍ତି ଯଦି ଏହି ମନ୍ଦିର କୁ ହଟାଇବାକୁ ପ୍ରଶାସନ ଆଉ ଚେଷ୍ଟା କରେ ତ ଆଗାମୀ ଆନ୍ଦୋଳନ ଉଗ୍ର ରୂପ ନେବ I

Share Your Comments Below