ବଲିଉଡର ଅଭିନେତା ସଲମାନ ଖାନଙ୍କ ପରି ଆଉ କେହି ନାହାଁନ୍ତି, ଏହି ୪ଟି କାରଣ ସଲମାନ ଖାନଙ୍କୁ ସମସ୍ତଙ୍କଠୁ କରୁଛି ଅଲଗା

ବର୍ତମାନ ସମୟ ରେ ସଲ୍ମାନ ବଲିଉଡ ଇଣ୍ଡଷ୍ଟ୍ରି ର ସୁପର ହିରୋ ରୂପେ ପରିଚିତ ହେଇଛନ୍ତି I ବିଗତ 30 ବର୍ଷ ହେବ ସଲ୍ମାନ ବଲିଉଡ ଇଣ୍ଡଷ୍ଟ୍ରି ରେ ବେଶ ସକ୍ରିୟ ରହିଛନ୍ତି I ସଲ୍ମାନ ଙ୍କ ର ଲୋକପ୍ରିୟତା ଏତେ କି ତାଙ୍କ ନାମ ମାତ୍ରେ ହିଁ ଫିଲ୍ମ ସୁପର ହିଟ ହେଇଥାଏ I ଆଜି ଆମେ ଏହିପରି କିଛି ସଲ୍ମାନ ଙ୍କ ବିଷୟ ରେ କହିବା କହିବା ଯାହା କୁ ନେଇ ତାଙ୍କ ଲୋକପ୍ରିୟତା ଅଧିକ ହେଇଥାଏ I

1.ବିଦେଶୀ ଅଭିନେତ୍ରୀ ଙ୍କୁ ବଲିଉଡ କୁ ଆଣିବା
ସଲ୍ମାନ ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ନୂଆ ନୂଆ କଳାକାର ଙ୍କୁ କାମ କରିବା କୁ ସୁଯୋଗ ଦେଇଥାନ୍ତି I ସଲ୍ମାନ ଖାଁ ବିଗତ ଦିନ ରେ କାଟ୍ରିନା କୈଫ , ଏଲି ଅବ୍ରାମ , ଲୁଲୀୟ ବାଣ୍ଟତୁର ଓ ବରୀନା ହୁସେନ ଙ୍କୁ ଇଣ୍ଡଷ୍ଟ୍ରି ରେ ସୁଯୋଗ ଦେଇଥିଲେ I

2.କୌଣସି ବି ମାମଲା ରେ ନ ଡରି ନିଜ ର ବୟାନ ଦେଇଥାନ୍ତି
ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମ କଳାକାର ରହିଛନ୍ତି କିନ୍ତୁ ସଲ୍ମାନ ଜଣେ ଏପରି ଅଭିନେତା ସେ ନ ଡରି କୌଣସି ବି ମାମଲା ରେ ନିଜ ର ମତାମତ ଦେଇଥାନ୍ତି I ସଲ୍ମାନ କେବେ ହେଲେ ଏହା ଭାବି ନ ଥାନ୍ତି କି ତାଙ୍କ ର ଏପରି ବୟାନ କୁ ନେଇ ତାଙ୍କ ର ଲୋକପ୍ରିୟତା କମି ରହିବ I

3.ଷ୍ଟାର କିଡ଼ସ୍ଙ୍କୁ ବଲିଉଡ ରେ ଏଣ୍ଟ୍ରି
ସଲ୍ମାନ ବଲିଉଡ ରେ ଅନେକ ଷ୍ଟାର କିଡ଼ସ ଙ୍କୁ ଏଣ୍ଟ୍ରି କରାଇଛନ୍ତି I ଅଭିନେତା ସଲ୍ମାନ ସମସ୍ତ ଙ୍କ ର ଯାଏ ଭଲ ବନ୍ଧୁ ଅଟନ୍ତି I କେହି ଯଦି ସଲ୍ମାନ ଙ୍କୁ କିଛି ସହାୟତା ମାଗିଥାଏ ତେବେ କେହି ମଧ୍ୟ ମନା କରନ୍ତି ନାହିଁ I ଏହି କାରଣ ରୁ ଆଦିତ୍ୟ ପଞ୍ଚଲି ଙ୍କ ର ପୁଅ ସୁରଜ ପାଞ୍ଚାଳୀ ଓ ସୁନୀଲ ସେଠୀ ଙ୍କ ର ଝିଅ ଆଥିୟା ସେଠୀ ବଲିଉଡ ରେ ଏଣ୍ଟ୍ରି କରିପାରିଥିଲେ I

4.100 କୋଟି ବାମ ହାତ ର ଖେଳ
2010 ପରେ ସଲ୍ମାନ ଙ୍କ ର ପ୍ରତୋକ ଫିଲ୍ମ ଅତି କମ ରେ 100 କୋଟି ର ବ୍ୟବସାୟ କରିଥାଏ I ସଲ୍ମାନ ଙ୍କ ର ପ୍ରତିଟି ଫିଲ୍ମ 4-5 ଦିନ ମଧ୍ୟ ରେ ଅତି କମ ରେ 100 କୋଟି ର ବ୍ୟବସାୟ କରିଥାନ୍ତି I ଏଥିରୁ ଆପଣ ଅନୁମାନ କରିପାରୁଥିବେ ସଲ୍ମାନ ଙ୍କ ର କିପରି ଲୋକପ୍ରିୟତା ରହିଛି I

Share Your Comments Below