2020 ମସିହା ସମ୍ପୂର୍ଣ ଦୁନିଆ ପାଁଇ ଏକ ଅଶୁଭ ସମୟ କହିଲେ ଠିକ ରହିବ I ଏହି ବର୍ଷ ସାରା ବିଶ୍ୱ ରେ କରୋନା ମହାମାରୀ ର ଆତଙ୍କ ରେ ଆତଙ୍କିତ ରହିଥିଲେ I ସବୁ ଦେଶ ରେ ଲକଡାଉନ ଲାଗି ରହିଥିଲା ତେଣୁ ଲୋକେ ନିଜ ନିଜ ଘରେ ହିଁ ରହିଛନ୍ତି I ତେବେ ବିଗତ 38 ଦିନ ମଧ୍ୟ ରେ 12 ଜଣ ଫିଲ୍ମ ଫିଲ୍ମ କଳାକାର ଙ୍କ ର ଦେହାନ୍ତ ହେଇଚି I 31 ମଇ ରେ ସଂଗୀତ ଦୁନିଆ ର ବରିଷ୍ଠ ବ୍ୟକ୍ତି ବାଯିଦ ଖାଁ ଙ୍କ ର ଦେହାନ୍ତ ହେଇଥିଲା I
ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଅନବର ସାଗର
ବାଦା ରାହା ସନମ ହୋଂଗେ ଜୁଦା ନା ହାମ ପରି ଗୀତ ଲେଖିଥିଲେ ଗୀତିକାର ଅନବର ସାଗର I ବିଗତ 3 ଜୁନ ବୁଧବାର କୁ ସେ 70 ବର୍ଷ ବୟସ ରେ ମୃତ୍ୟୁବରଣ କରିଥିଲେ I 80 ଓ 90 ଦଶକ ରେ ଅନେକ ଫିଲ୍ମ ର ଗୀତ ସେ ଗାଇଥିଲେ I ଫିଲ୍ମ କ୍ୟାରିୟର ରେ ସେ ନଦିମ – ଶ୍ରବଣ , ରାଜେଶ ରୋଶନ , ଜନିତ – ଲଲିତ ଓ ଅନୁ ମାଲିକ ଙ୍କ ପରି ପପୁଲାର ମିଉଜିକ କମ୍ପୋଜର ଙ୍କ ସହ କାମ କରିଛନ୍ତି I
ହୃତଘାତ ରେ ମୃତ୍ୟୁ
ସ୍ବର୍ଗୀୟ ଅନବର ସାଗର ଙ୍କ ର ପୁଅ ସୁଲତାନ ସାଗର ଙ୍କ କହିବା ଅନୁସାରେ ବୁଧବାର ସକାଳୁ ତାଙ୍କ ସ୍ଵାସ୍ତ୍ୟ ଅଚାନକ ଖରାପ ହେଇଯାଇଥିଲା I ତାଙ୍କୁ ସୁଜୟ , ମର୍ଡନ , କ୍ରିଟି କେୟାର ପରି ହସ୍ପିଟାଲ କୁ ସେ ଜାଣିଥିଲେ କିନ୍ତୁ ପ୍ରତିଟି ହସ୍ପିଟାଲ ଏହା କହିଥିଲେ କି ରୋଗୀ ଙ୍କ ପାଁଇ ବେଡ଼ ନାହିଁ I ଶେଷ ରେ ତାଙ୍କୁ ଧିରୁ ଭାଇ ଅମ୍ବାନୀ ହସ୍ପିଟାଲ କୁ ଅଣାଯାଇଥିଲା I ଏହି ହସ୍ପିଟାଲ ରେ ପହଂଚିବା ମାତ୍ରେ ତାଙ୍କ ର ଫୁସଫୁସ କାମ କରିବା ବନ୍ଦ କରିଦେଇଥିଲା I ଏବଂ ହୃତଘାତ ର ଶିକାର ହେଇଥିଲେ I
ଏହି ଗୀତ ହେଇଥିଲା ଫେମସ
80-90 ଦଶକ ରେ ୟାରାନା , ସଲାମି , ଆ ଗଲେ ଲଗ ଯା , ବିଜୟପଥ ସହିତ ଅନେକ ଫିଲ୍ମ ପାଁଇ ଗୀତ ଲେଖିଥିଲେ I ଖିଲାଡୀ ଫିଲ୍ମ ର ଗୀତ ବାଦା ରାହା ସନମ , ହୋଂଗେ ଜୁଦା ନା ହମ ଅଧିକ ଲୋକପ୍ରିୟ ହେଇଥିଲା I ଏହି ଫିଲ୍ମ ରେ ଅକ୍ଷୟ କୁମାର ଓ ଆୟସା ଜୁଲକା ଥିଲେ I
ଆଇପିଆରସ ର ଭାବୁକ ଶ୍ରଦ୍ଧାଞ୍ଜଳି
ଇଣ୍ଡିଆନ ପରଫରମନ୍ସ ରାଇଟ ସୋସାଇଟି ଲିମିଟେଡ଼ ଓରଫ ଆଇପିଆରସ ଟ୍ୱିଟ ମାଧ୍ୟମ ରେ ଏହି ବରିଷ୍ଠ କଳାକାର ଙ୍କ ବିୟୋଗ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ସେ ଏହା ମଧ୍ୟ ଲେଖିଥିଲେ କି – ଅନୁଭବୀ ଗୀତିକାର ଓ ଆଇପିଆରସ ର ସଦସ୍ୟ ଅନବର ସାଗର ଆଉ ଦୁନିଆ ରେ ନାହାନ୍ତି I ସେ ବାଦା ରାହା ସନମ ପରି ଗୀତ ଲେଖିଥିଲେ I ତେବେ ବିଜୟାପଥ ଓ ୟାରାନା ପରି ଫିଲ୍ମ ର ଗୀତ ମଧ୍ୟ ଲେଖିଥିଲେ I ତାଙ୍କ ଆତ୍ମା କୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ I
Veteran lyricist and IPRS member Anwar Sagar has passed away. Known for writing songs like 'Vaadaa Raha Sanam', he also penned lyrics for iconic movies like #Vijaypath & #Yaraana. Our thoughts & prayers are with his family in this difficult time. May his soul #RIP.
— Indian Performing Right Society Limited (@IPRSmusic) June 3, 2020
ବିଗତ ଏକ ମାସ ମଧ୍ୟ ରେ ବଲିଉଡ ଜଗତ ଅନେକ ଲୋକପ୍ରିୟ କଳାକାର ଙ୍କୁ ହରାଇଛି I ଇରଫାନ ଖାଁ , ରୁଷି କପୁର ଙ୍କ ପରି କଳାକାର ଙ୍କ ର ବିୟୋଗ ରେ ଲୋକ ଙ୍କ ର ଦୁଃଖ କମି ନ ଥିଲା ବେଳେ ଯୋଗେଶ ଗୌଡ଼ , ମ୍ୟୁଜିକ କାମ୍ପୋଜର ବାଯିଦ ଖାଁ ଙ୍କ ପରି କଳାକାର ଙ୍କ ର ଦେହାନ୍ତ ହେଇଥିଲା I