ବେଲଥିଲା ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ରୂପେ ପରିଚିତ ଥିଲେ,୭୧ ବର୍ଷ ବୟସରେ ହୋଇଗଲା ଏପରି ଅବସ୍ଥା ଚିହ୍ନିବା ହେଲା କଷ୍ଟ

ବୟସ ଏକ ଏପରି ଜିନିଷ ଯାହା ମନୁଷ୍ୟ ର ରୂପ ରଙ୍ଗ ରେ ପରିବର୍ତନ ଆଣିଥାଏ I ଜୀବନ ରେ କେଉଁ ବ୍ୟକ୍ତି ଅଧିକ ସୁନ୍ଦର ରହିଥାଏ ବାର୍ଦ୍ଧକ୍ୟ ସମୟ ରେ ତାଙ୍କ ର ସୁନ୍ଦରତା ଅଚାନକ ମଉଳି ଯାଇଥାଏ I ବଲିଉଡ ର ଅଭିନେତ୍ରୀ ଙ୍କ ର କିଛି ଏହିପରି ହିଁ ଘଟଣା ଘଟିଛି I ବଲିଉଡ ର କିଛି ଏପରି ସୁନ୍ଦରୀ ଅଭିନେତ୍ରୀ ଙ୍କ ବିଷୟ ରେ ଆଜି କହିବା କୁ ଯାଉଛୁ ଯେଉଁମାନେ କି 60 ରୁ 80 ଦଶକ ରେ ବେଶ ସଫଳ ଅଭିନେତ୍ରୀ ରୂପେ ପରିଚିତ ଥିଲେ I

ଅଭିନେତ୍ରୀ ମୌସୁମୀ ନିଜ ସମୟ ରେ ବଲିଉଡ ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ରୂପେ ପରିଚିତ ଥିଲେ I ମୌସୁମୀ ଙ୍କ ର ଜନ୍ମ 26 ଅପ୍ରେଲ 1948 ରେ ହେଇଥିଲା I ଆଜିକା ସମୟ ରେ ସେ 71 ବର୍ଷ ବୟସ ର ହେଇଯାଇଛନ୍ତି I ଏବଂ ଆଜିକା ସମୟ ର ଫୋଟୋ ଦେଖିଲେ ଆପଣ ହୁଏତ ତାଙ୍କୁ ଜାଣିପାରିବେ ନାହିଁ I ମୌସୁମୀ ତାଙ୍କ ସମୟ ରେ ବଲିଉଡ ରେ ଅନେକ ସୁପର ହିଟ ଫିଲ୍ମ ରେ ଅଭିନୟ କରିଥିଲେ I

ମୌସୁମୀ 1972 ରେ ଶକ୍ତି ସାମନ୍ତ ଙ୍କ ର ଫିଲ୍ମ ଅନୁରାଗ ରେ ଡେବ୍ୟୁ କରିଥିଲେ I ଏହା ପରେ 1973 ରେ ସସି କପୁର ଙ୍କ ସହ ନେନା ଫିଲ୍ମ ରେ ନଜର ଆସିଥିଲେ I ଦର୍ଶକେ ତାଙ୍କ ଅଭିନୟ ର ବେଶ ଅଧିକ ପ୍ରଶଂସା କରିଥିଲେ I ରମେଶ ସିପି ଙ୍କ ର ଫିଲ୍ମ ଜିନ୍ଦଗୀ ରେ ମଧ୍ୟ ସଂଜୀବ କୁମାର ଙ୍କ ସହ କାମ କରିଥିଲେ I ମୌସୁମୀ ଙ୍କ ର ଅଭିନୟ ର ପାରଦର୍ଶିତା ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଥିଲା I

ମୌସୁମୀ ଦେଖିବା କୁ ଖୁବ ସୁନ୍ଦର ହେବା ସହ ଜଣେ ଜ୍ଞାନୀ ବ୍ୟକ୍ତିତ୍ୱ ର ମହିଳା ଅଟନ୍ତି I ବଲିଉଡ ରେ ସେ ସମୟ ରେ ଅଧିକ ଫିସ ମଧ୍ୟ ମୌସୁମୀ ହିଁ ନେଉଥିଲେ I 15 ବର୍ଷ ବୟସ ରୁ ହିଁ ସେ ଫିଲ୍ମ ଜଗତ ରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ଆଜି 71 ବର୍ଷ ବୟସ ରେ ସେ ପଦାର୍ପଣ କରିଛନ୍ତି I 2019 ରେ ସେ ରାଜନୀତି ରେ ପାଦ ଦେଇଥିଲେ I

71 ବର୍ଷ ବୟସ ରେ ବାର୍ଦ୍ଧକ୍ୟ ରେ ସେ ପାଦ ଦେବା ପରେ ତାଙ୍କ ସୁନ୍ଦରତା ମଳିନ ପଡିଯାଇଛି କିନ୍ତୁ ତାଙ୍କ ର ମନ ର ସକାରାତ୍ମକ ଚିନ୍ତାଧାରା ଆଜି ମଧ୍ୟ ଜୀବିତ ରହିଛି I ଅଭିନୟ ଜଗତ କୁ ନେଇ ଆଜି ମଧ୍ୟ ତାଙ୍କ ମଧ୍ୟ ରେ ସକାରାତ୍ମକ ଚିନ୍ତାଧାରା ରହିଛି I


ମୌସୁମୀ ଜଣେ ଅଭିନେତ୍ରୀ ଥିଲେ ଓ ସେ ଲୋକପ୍ରିୟ ପ୍ରଡ୍ୟୁସର ଯାନେ ମୁଖାର୍ଜୀ ଙ୍କ ସହ ବିବାହ କରିଛନ୍ତି I ତାଙ୍କ ର ଦୁଇଟି କୁନି ଝିଅ ମଧ୍ୟ ଅଛନ୍ତି I ଜଣଙ୍କ ନାମ ମେଘା ଓ ଅନ୍ୟ ଜଣଙ୍କ ନାମ ପାୟଲ ଅଟେ I ଦୁହେଁ ମଧ୍ୟ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I