“ପ୍ରେମ ଅନ୍ଧ ହୋଇଥାଏ” ସିନେ ଜଗତର ଏହି ୧୦ଟି ଅଜିବି ଯୋଡି କରିଦେଲେ ପ୍ରମାଣ, ୫ନମ୍ବର ଯୋଡି ବାପା ଝିଅ ଲାଗନ୍ତି

ପ୍ରେମ ଅନ୍ଧ ହେଇଥାଏ ଏହି ଲୋକକଥା ତ ଆପଣ ଜାଣିଥିବେ | ପ୍ରେମ କେବେ ହେଲେ ରୂପ ରଙ୍ଗ ଦେଖି ନ ଥାଏ | ତେବେ ଏହି କଥା କେବଳ ସାଧାରଣ ଲୋକ ଙ୍କ ଉପରେ ଲାଗୁ ହେଇ ନ ଥାଏ ବଲିଉଡ କଳାକାର ଙ୍କ ଉପରେ ମଧ୍ୟ ଲାଗୁ ହେଇଥାଏ |

ଫାରହା ଖାଁ ଓ ଶିରୀଶ କୁଦର
ବଲିଉଡ ଡ଼ାଇରେକ୍ଟର ଓ କୋରିୟଗ୍ରାଫର ଫାରହା ନିଜ ଠାରୁ 8 ବର୍ଷ ସାନ ଶିରୀଶ ଙ୍କୁ ବିବାହ କରିଥିଲେ I ଦୁହିଁଙ୍କ ଙ୍କ ର ଯୋଡି ଆଜିବ ହେଇଥିଲେ ମଧ୍ୟ ଦୁହେଁ ନିଜ ବୈବାହିକ ଜୀବନ ରେ ବେଶ ଖୁସି ରେ ଅଛନ୍ତି I

କିମ ଶର୍ମା ଓ ଅଲି ପଂଜାନୀ
ବଲିଉଡ ଅଭିନେତ୍ରୀ କିମ ଶର୍ମା ଦେଖିବା କୁ ଫିଟ ଓ ସୁନ୍ଦର ମଧ୍ୟ ଅଟନ୍ତି I ସେ ନିଜ ପତି ଅଲି ପଂଜାନୀ ଙ୍କ ର ଠାରୁ କମ ସୁନ୍ଦର ଅଟନ୍ତି କିନ୍ତୁ ମଧ୍ୟ ଦୁହେଁ ନିଜ ବୈବାହିକ ଜୀବନ ରେ ବେଶ ଖୁସି ରେ ଅଛନ୍ତି I

ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ
ବଲିଉଡ ର ସଂଜୁ ବାବା ନିଜ ଜୀବନ ରେ ତୃତୀୟ ବିବାହ କରିଛନ୍ତି I ସଞ୍ଜୟ ଦତ୍ତ ଙ୍କ ର ଓ ତାଙ୍କ ପତ୍ନୀ ମାନ୍ୟତା ଦତ୍ତ ଙ୍କ ର ମଧ୍ୟ ରେ ବୟସ ର ଫରକ 20 ବର୍ଷ ଅଟେ I

ଅମିତାଭ ଓ ଜୟା ବଚ୍ଛନ
ଅମିତାଭ ଙ୍କ ର ଉଚତା 6 ଫୁଟ 2 ଇଞ୍ଚ ଅଟେ ଏବଂ ବଲିଉଡ ର ସବୁଠାରୁ କମ ଉଚତା ର ଅଭିନେତ୍ରୀ ଜୟା ବଚନ ଙ୍କୁ ବିବାହ କରି ବେଶ ଚର୍ଚା ରେ ରହିଛନ୍ତି I ଦୁହେଁ ଦେଖିବା କୁ ଲୁକ ରେ ଅନେକ ଫରକ ଥିଲେ ମଧ୍ୟ ଦୁହେଁ ନିଜ ବୈବାହିକ ଜୀବନ ରେ ବେଶ ଖୁସି ରେ ରହିଛନ୍ତି I

ଜୁହି ଚାୱଲ ଓ ଜୟ ମେହତା
ଜୁହି ଜଣେ ସଫଳ ଅଭିନେତ୍ରୀ ଅଟନ୍ତି I ଏବଂ ପତି ରୂପେ ସେ ଜୟ ମେହତା ଙ୍କୁ ବିବାହ କରିଛନ୍ତି I ଜୟ ଙ୍କ ର ପ୍ରଥମ ପତ୍ନୀ ଙ୍କ ର ଏକ ବିମାନ ଦୁର୍ଘଟଣା ରେ ମୃତ୍ୟୁ ହେଇଥିଲା I ଜୁହି ତାଙ୍କ ର ଦ୍ୱିତୀୟ ପତ୍ନୀ ଅଟନ୍ତି I ଉଭୟ ଙ୍କ ର ଯୋଡି ଦେଖିବା କୁ ବାପ ଝିଅ ର ଯୋଡି ପରି ଲାଗେ I

ଟୁଲପି ଯୋଶୀ ଓ ବିନୋଦ ନାୟର
ଟୁଲପି ହିନ୍ଦୀ , କନ୍ନଡ଼ , ତେଲୁଗୁ ଓ ମାଲାୟାଲାମ ଫିଲ୍ମ ର ଅଭିନେତ୍ରୀ ଅଟନ୍ତି I ତାଙ୍କ ର ସୁନ୍ଦରତା କୁ ନେଇ ସେ ବେଶ ଚର୍ଚା ରେ ରହିଥାନ୍ତି I ଟୁଲପି ଯୋଶୀ ଓ ବିନୋଦ ନାୟର ଙ୍କ ର ଯୋଡି ବେଶ ସୁନ୍ଦର ନ ଥିଲେ ମଧ୍ୟ ଦୁହେଁ ନିଜ ବୈବାହିକ ଜୀବନ ରେ ବେଶ ଖୁସି ରେ ରହିଛନ୍ତି I

ବିନ୍ଦୁ ଦାରା ସିଂ ଓ ଡିନା ଉମରାବ
ପ୍ରେମ ଅନ୍ଧ ହେଇଥାଏ ର ଜ୍ୱଳନ୍ତ ଉଦାହରଣ ଆପଣ ଏହି ବିନ୍ଦୁ ଦାରା ସିଂ ଓ ଡିନା ଉମରାବ ଙ୍କ ର ଯୋଡି ରେ ଦେଖିପାରିବେ I ବିନ୍ଦୁ ଦାରା ସିଂ ଓ ଡିନା ଉମରାବ ଙ୍କ ର ଯୋଡି ବେଶ ସୁନ୍ଦର ନ ଥିଲେ ମଧ୍ୟ ଦୁହେଁ ନିଜ ବୈବାହିକ ଜୀବନ ରେ ବେଶ ଖୁସି ରେ ରହିଛନ୍ତି I

ଶ୍ରୀ ଦେବୀ ଓ ବୋନି କପୁର
ଶ୍ରୀ ଦେବୀ ଓ ବୋନି କପୁର ଙ୍କ ର ଯୋଡି ମଧ୍ୟ ଜମାରୁ ମ୍ୟାଚ ହେଇ ନ ଥାଏ I କାରଣ ଆପଣ ଶ୍ରୀ ଦେବୀ ଙ୍କ ର ସୁନ୍ଦରତା କୁ ପରିଲକ୍ଷିତ କରିଥିବେ I ଅନ୍ୟପଟେ ବୋନି କପୁର ଦେଖିବା କୁ ଅଧିକ ବୟସ୍କ ଲାଗିଥାନ୍ତି I

ରାଣୀ ମୁଖାର୍ଜୀ ଓ ଆଦିତ୍ୟ ଚୋପଦା
ରାଣୀ ମୁଖାର୍ଜୀ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I ସେ ଜଣେ ସଫଳ ଅଭିନେତ୍ରୀ ମଧ୍ୟ ଅଟନ୍ତି I କିନ୍ତୁ ଏହା ସତ୍ୱେ ମଧ୍ୟ ରାଣୀ ମୁଖାର୍ଜୀ ଆଦିତ୍ୟ ଙ୍କୁ ବିବାହ କରିଥିଲେ I ଆଦିତ୍ୟ ଙ୍କ ର ଏହା ଥିଲା ଦ୍ୱିତୀୟ ବିବାହ I

ଶିଳ୍ପା ସେଠୀ ଓ ରାଜ କୁନ୍ଦ୍ରା
ବଲିଉଡ ର ସବୁଠାରୁ ଫିଟ ଓ ଷ୍ଟାଇଲିଶ ଅଭିନେତ୍ରୀ ରୂପେ ଶିଳ୍ପା ସେଠୀ ପରିଚିତ ଅଟନ୍ତି I କିନ୍ତୁ ସେ ରାଜ କୁନ୍ଦ୍ରା ଙ୍କୁ ଏହା ଜଣିକି ବିବାହ କରିଛନ୍ତି କି ରାଜ କୁନ୍ଦ୍ରା ପୂର୍ବ ରୁ ବିବାହିତ ଥିଲେ I ଉଭୟ ଙ୍କ ର ଯୋଡି ଏତେ ଭଲ ହେଇ ନ ଥିଲେ ମଧ୍ୟ ଦୁହେଁ ପରସ୍ପର କୁ ପ୍ରେମ କରୁଛନ୍ତି I