ପିତା ହେଉଛନ୍ତି ସରକାରୀ ବସର ଡ୍ରାଇଭିର, ପୁଅ ହେଇଗଲେ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ସୁପରଷ୍ଟାର !

ଫିଲ୍ମ ଜଗତ ରେ ଏପରି ଅନେକ ଅଭିନେତା ଅଛନ୍ତି ଏବଂ କିଛି ଅଭିନେତା ସୁପରଷ୍ଟାର ରୂପେ ମଧ୍ୟ ପରିଚିତ ହେଇପାରିଥାନ୍ତି I ଆଜି ଆମେ ଯେଉଁ ସୁପରଷ୍ଟାର ଙ୍କ ବିଷୟ ରେ କହିବା କୁ ଯାଉଛେ ତାଙ୍କ ପିତା ସରକାରୀ ବସ ର ଡ୍ରାଇଭର ଅଟନ୍ତି | ଏହି ଅଭିନେତା କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ସୁପରିଚିତ ଅଭିନେତା ଓ ତାଙ୍କ ନାମ ୟସ ଅଟେ I

ବିଗତ ଦିନ ରେ ୟସ ନିଜ ର ଜନ୍ମ ଦିନ ପାଳନ କରିଛନ୍ତି | ୟସ ଙ୍କ ର ପିତା କର୍ଣ୍ଣାଟକ ରାଜ୍ୟ ର ସରକାରୀ ବସ ର ଜଣେ ଡ୍ରାଇଭର ଅଟନ୍ତି I କିନ୍ତୁ ଆଜିକା ସମୟ ରେ ଇଣ୍ଡଷ୍ଟ୍ରି ରେ ତାଙ୍କ ପୁଅ ୟସ ବହୁତ ସଫଳତା ହାସିଲ କରିପାରିଛନ୍ତି | କିନ୍ତୁ ପୁଅ ଏତେ ସଫଳ ହେଇ ମଧ୍ୟ ପିତା ଚାକିରୀ ଛାଡିବା କୁ ଇଛୁକ ନୁହନ୍ତି I

ଅଭିନେତା ୟସ ଙ୍କ ର ଅସଲି ନାମ ନବୀନ କୁମାର ଅଟେ I ସେ ତାଙ୍କ ର ଫିଲ୍ମ କ୍ୟାରିୟର ର ଆରମ୍ଭ 2008 ରେ ଆସିଥିବା ଫିଲ୍ମ “ମୋଗିନା ମନସୁ” ରୁ ଆରମ୍ଭ କରିଥିଲା I ୟସ ଙ୍କ ର ସହ ଏହି ଫିଲ୍ମ ରେ ରାଧିକା ନାମ ଅଭିନେତ୍ରୀ କାମ କରିଥିଲେ | ୟସ ନିଜ ର କ୍ୟାରିୟର ରେ ଅନେକ ବଡ଼ ବଡ଼ ଫିଲ୍ମ କରିଛନ୍ତି I କିନ୍ତୁ 2018 ରେ ରିଲିଜ ହେଇଥିବା ଫିଲ୍ମ KGF 1 ରେ ସବୁଠାରୁ ଅଧିକ ସଫଳତା ହାସିଲ କରିଥିଲେ I

ରିପୋର୍ଟ ଅନୁସାରେ ୟସ ଙ୍କ ର ପାଖ ରେ ମୋଟ 40 କୋଟି ଟଙ୍କା ର ସମ୍ପତି ରହିଛି I ଏବଂ ଏକ 3 କୋଟି ର ବଙ୍ଗ୍ଲୋ ମଧ୍ୟ ରହିଛି I ୟସ ଙ୍କ ର ନିଜ ର ଏକ NGO ସଂଗଠନ ମଧ୍ୟ ରହିଛି I ସେ ଏହି NGO ଦ୍ୱାରା ଗରିବ ଲୋକ ଙ୍କ ର ଅନେକ ସମୟ ରେ ସହାୟତା କରିଥାନ୍ତି I

2018 ରେ ରିଲିଜ ହେଇଥିବା ଫିଲ୍ମ KGF 1 ପରେ ଏହା ର ଦ୍ୱିତୀୟ ଭାଗ ଫିଲ୍ମ ମଧ୍ୟ ରିଲିଜ ହେବାକୁ ଯାଉଛି I ଏହି ଫିଲ୍ମ ଟି ଆଗାମୀ ସମୟ ରେ ବିଶେଷ ସଫଳତା ହାସିଲ କରିବ ବୋଲି ଲୋକେ ଆଶା ରଖିଛନ୍ତି I