ବାପା ନିଜ ଅଲିଅଳି ଝିଅର ବିବାହ କରାଇ କରିଥିଲେ ବିଦା,୧୦ ଦିନ ପରେ ଏପରି ଅବସ୍ଥାରେ ମିଳିଲା ଝିଅ

ଆମ ସମାଜ ରେ ବିବାହ ଏକ ଏପରି ନିଷ୍ପତି ହେଇଥାଏ ଯାହା କୁ କି ଖୁବ ଭାବି ଚିଂତିକି ଲୋକେ ନିସ୍ପତି ନେଇଥାନ୍ତି I ତେବେ ଏହି କାମ ରେ ପାରିବାରିକ ସହମତି ବି ସେତିକି ଜରୁରୀ ଅଟେ I ତେବେ ଖାସ କରିକି ଭାରତୀୟ ପରମ୍ପରା ରେ ଦେଖାଯାଇଥାଏ କି ଲୋକେ ନିଜ ପିଲାଙ୍କ ପାଁଇ ଏକ ଭଲ ଜୀବନସାଥୀ ଟି ଖୋଜିଥାନ୍ତି I ତେବେ ବିଗତ କିଛି ଦିନ ତଳେ ଜଣେ ପିତା ନିଜ ଝିଅ ର ବିବାହ କରାଇଥିଲେ କିନ୍ତୁ ଏହା ପରେ ଯାହା ଘଟିଥିଲା ଜାଣି ଆପଣ ଙ୍କ ର ବି ହୋସ ଉଡିଯିବ I

ବିଗତ ଦିନ ରେ ଦିଲ୍ଲୀ ରେ ଏହି ଯୁବତୀ ଙ୍କ ର ଖୁବ ଆଡମ୍ବର ସହ ତାଙ୍କ ପିତା ମାତା ବିବାହ କରାଇଥିଲେ I କିନ୍ତୁ ସେ କଣ ବା ଜାଣିଥିଲେ ତାଙ୍କ ଝିଅ ର ଜୀବନ ନଷ୍ଟ ହେବାକୁ ଯାଉଛି I ବିବାହ ର 10 ଦିନ ହିଁ ହେଇଥିଲା ତାଙ୍କ ର ଶାଶୂଘର ଲୋକେ ଯୌତୁକ ବାବଦ ରେ ତାଙ୍କ ର ହତ୍ୟା କରିଥିଲେ I କିନ୍ତୁ ଏହି ଘଟଣା ବେଶୀ ଦିନ ପର୍ଯ୍ୟନ୍ତ ଲୁଚି ରହି ନ ଥିଲା I ଏବଂ ପୋଲିସ ଏହା ର ସମସ୍ତ ସତ୍ୟତା କୁ ଧରିଥିଲା I

ତେବେ ଦିଲ୍ଲୀ ନିବାସୀ ପିଙ୍କି ଙ୍କ ର 3 ନଭେମ୍ବର ରେ ବିବାହ ହେଇଥିଲା ଏବଂ ବିବାହ ସମୟ ରେ ତାଙ୍କ ର ପିତା 9 ଲକ୍ଷ ଟଙ୍କା ନଗଦ ଟଙ୍କା 2 ଲକ୍ଷ ଟଙ୍କା ର ଗହଣା ଏବଂ ଅନ୍ୟାନ୍ୟ ଜିନିଷ ଦେଇଥିଲେ I କିନ୍ତୁ ବିବାହ ଦିନ ପୁଅ ଘର ଝିଅ ର ପିତା ଙ୍କୁ ସ୍ବିଫ୍ଟ ଡିଜାଇର କାର ଯୌତୁକ ବାବଦ କୁ ମାଗିଥିଲେ I କିନ୍ତୁ ଝିଅ ର ପିତା ଏହା ଦେଇପାରିନଥିଲେ I

ତେବେ ପିଙ୍କି ମୃତ୍ୟୁ ର 3 ଦିନ ପୂର୍ବ ରୁ ଦିଲ୍ଲୀ ଆସିଥିଲେ ଏବଂ ତାଙ୍କ ଶଶୁର ଘର ଲୋକେ ଲଗାତର କାର ଦାବି କରିବା ସମ୍ପର୍କ ରେ କହିଥିଲେ I ତେବେ ତାଙ୍କ ଶଶୁର ଙ୍କୁ ଶାନ୍ତ କରିବାକୁ ସେ 2 ଲକ୍ଷ ପୁଣି ଟଙ୍କା ଦେଇଥିଲେ I କିନ୍ତୁ ତାଙ୍କ ର ଲୋଭ ଏତିକି ରେ ଶାନ୍ତ ହେଇ ନ ଥିଲା ଏବଂ ସେ ତାଙ୍କ ଘର ର ବୋହୁ କୁ ହତ୍ୟା କରିଥିଲେ I

ଆରୋପି ରବିକାନ୍ତ ନିଜ ପତ୍ନୀ ଙ୍କୁ ଶୁକ୍ରବାର ଦିନ ଖୁରଜି ଦେବୀ ଙ୍କ ର ମନ୍ଦିର କୁ ଦର୍ଶନ ପାଁଇ ନେଇଯାଇଥିଲେ ଏବଂ କିଛି ଅନ୍ୟ ଦୁର୍ବୁତ୍ତ ଙ୍କ ସହାୟତା ରେ ତାଙ୍କ ପତ୍ନୀ ଙ୍କୁ ସେ ଗୁଳି କରିଥିଲେ ଏବଂ ପୋଲିସ ଘଟଣା ସ୍ଥଳ ରେ ପହଂଚି ଅନୁଧ୍ୟାନ କରିବା ପରେ ତାଙ୍କ କଥା ରେ ପୋଲିସ କୁ ସନ୍ଦେହ ହେଇଥିଲା ଏବଂ ସବୁ ସତ କଥା ଜଣାପଡ଼ିଯାଇଥିଲା I

Share Your Comments Below