ବାପା କାହାକୁ ନ ଜଣାଇ ଘରେ ଲଗାଇଦେଲେ କ୍ୟାମେରା, ତାପରେ ସେଥିରେ ଯାହା ରେକର୍ଡ ହେଲା… ଝିଅର ସବୁ କଳା କାରନାମା ସାମ୍ନାକୁ ଆସିଗଲା …

ସୁଲତାନପୁର ରେ ଗୋଟେ ଘରେ କେବଳ ତିନି ଜଣ ଲୋକେ ରହୁଥିଲେ | ପିତା ଜଣେ ବ୍ୟବସାୟୀ ଥିଲେ, ଝିଅ ଦଶମ ଶ୍ରେଣୀ ଛାତ୍ରୀ ଓ ମା ଗୃହିଣୀ ଥିଲେ | କିଛି ଦିନ ହେବ ସବୁଦିନ ବେପାରୀ ଘରୁ ଟଙ୍କା ଚୋରି ହେବାକୁ ଲାଗିଥିଲା | ସେ ବହୁତ ଥର ପଚାରିଲେ କିନ୍ତୁ କିଛି ବି ଜଣା ପଡୁନଥିଲା |ଶେଷରେ, ଜଣେ ଓକିଲ ମିତ୍ର ଙ୍କ ର ପରାମର୍ଶରେ ପିତା ଲୁଚେଇକି ଘରେ ଏକ ସିସିକ୍ୟାମେରା ଲଗାଇଥିଲେ | ଆଗାମୀ ଦିନରେ କ୍ୟାମେରାରେ ବାପା ଝିଅକୁ ଏପରି ଅବସ୍ଥାରେ ଦେଖିଲା କି ନିଜ ଉପରେ ବି ବିଶ୍ୱାସ ହେଲା ନାହିଁ, ଝିଅକୁ ଡାକିବା ପରେ ସତ୍ୟତା ସାମ୍ନାକୁ ଆସିଲା, ସେଇଠି ହିଁ ବାପାଙ୍କର ପାଦ ତଳୁ ମାଟି ଖସି ଗଲା|

ଯେତେବଳେ ଆଗାମୀ ଦିନ ତାଙ୍କର ଟଙ୍କା ନ ମିଳିଲା ତ ସେ ସିସିକ୍ୟାମେରା ଫୁଟେଜ ଯାଞ୍ଚ କରିଲେ |ସେ ବିଶ୍ୱାସ କରିପାରିଲେ ନାହିଁ ଯାହା ତାଙ୍କ ଆଖୀ ଦେଖିଲା | ସେ ଦେଖିଲେ କି ତାଙ୍କ ଝିଅ ଆଲମାରୀ ରୁ ପଇସା ବାହାର କରିଲା ଓ ଗଣିଲା| ଏହା ପରେ ସେ ତାଙ୍କ ଝିଅକୁ ଡାକି ଏହା ର କାରଣ ପଚାରିଥିଲେ | ଝିଅଟି କାନ୍ଦି କାନ୍ଦି କହିଲା କି ତା ସ୍କୁଲର ଜଣେ ଛାତ୍ର ଲୁଚେଇକି ତାର କିଛି ଭିଡିଓ କରିଦେଇଛି ଯାହାକୁ ସେ ଇଣ୍ଟେର୍ନେଟ ରେ ପକାଇବାକୁ ଧମକ ଦେଉଛି | ଏପରି ନ କରିବା ପାଇଁ ସେ ତା ଠାରୁ ପଇସା ନେଇ ଥାଏ |

ପୋଲିସ ଅନୁସାରେ ଛାତ୍ରୀକୁ ବ୍ଳକମେଲିଙ୍ଗ କରି ଯୁବକ ଜଣଙ୍କ ତାଠାରୁ 50 ହଜାର ଟଙ୍କା ନେଉଛି | ଏହା ପରେ 25 ହଜାର ଆହୁରି ଆଣିବାକୁ କହିଥିଲା | ଯୁବତୀ ଙ୍କ ର ପିତା କେରଳ ଥାନା ରେ ଏହା ର ଅଭିଯୋଗ କରିଥିଲେ | ଅଭିଯୋଗ ଅନୁସାରେ ଯୁବକ ଯୁବତୀ ଙ୍କ ଠାରୁ ଏକ ଲକ୍ଷ ରୁ ଅଧିକ ଟଙ୍କା ନେଇସାରିଛି |