ବାପା କାରରେ ସିସି କ୍ୟାମେରା ଲଗାଦେଲେ ଝିଅ, ତାପରେ ସେଥିରେ ଯାହା ରେକର୍ଡ ହେଲା ତାହା ଦେଖି ଝିଅ ହୋଇଗଲା ବେହୋସ…

ଉତର ପ୍ରଦେଶ ର ଗୌତମ ବୁଦ୍ଧ ନଗର ରେ ରହୁଥିବା ଡାକନାର ରେ ଜଣେ ଯୁବତୀ ଙ୍କୁ ତାଙ୍କ ପିତା ଙ୍କ ଉପରେ ସନ୍ଦେହ ହେଇଥିଲା I ଝିଅ ର ସନ୍ଦେହ ଥିଲା କି ତାଙ୍କ ପିତା କୌଣସି ଅନ୍ୟ ମହିଳା ଙ୍କ ସହ ଅନୈତିକ ସମ୍ବନ୍ଧ ରେ ଅଛନ୍ତି I ସେ ସତ ଜାଣିବାକୁ ନିଜ ପିତା ଙ୍କ କାର ରେ ସିସିକ୍ୟାମେରା ଲଗାଇଥିଲେ I ଏବଂ ପିତା ଙ୍କ ର ଏପରି କିଛି ଭିଡିଓ ସେ ଦେଖିବାକୁ ପାଇଥିଲେ I

ଏହା ପରେ ଝିଅ ନିଜ ପିତା ଙ୍କ ର ଏପରି ହରକତ ବିଷୟ ରେ ସମ୍ପର୍କୀୟ ଙ୍କୁ ଜଣାଇଥିଲେ I ଏବଂ ନିଜ ପିତା ଙ୍କୁ ଖୁବ ଗାଳି ଦେଇଥିଲେ I ସେ ତାଙ୍କ ମା ଙ୍କୁ ଏହି ବିଷୟ ରେ ଜଣାଇବା ପରେ ପତ୍ନୀ ତାଙ୍କ ପତି ଙ୍କୁ ବହୁତ ଗୁଡାଏ ଗାଳି ମଧ୍ୟ ଦେଇଥିଲେ I ସେହି ମହିଳା ଙ୍କୁ ବୁଝାଇବା କୁ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକେ ଯେତେବେଳେ ଯାଇଥିଲେ ତ ସେଠାରେ ମଧ୍ୟ ଅନେକ କଳି ଝଗଡା ହେଇଥିଲା I ମାମଲା ଅଧିକ ବଢିବା କାରଣ ରୁ ପୋଲିସ କୁ ସୂଚନା ଦିଆ ଯାଇଥିଲା I ଏହା ପରେ ତାଙ୍କ ପିତା ଓ ସେହି ମହିଳା ଙ୍କ ର ଥିବା ଅନୈତିକ ସମ୍ବନ୍ଧ ସେମାନେ କାଟିବାକୁ ନିଷ୍ପତି ନେଇଥିଲେ I

ଏହି ପ୍ରପର୍ଟି ଡିଲର କୌଣସି ଜାଗା କିଣିବା ସମୟ ରେ ସେହି ମହିଳା ଙ୍କ ସହ ପ୍ରେମ ହେଇଯାଇଥିଲା I ତେଣୁ ଏହି ବ୍ୟକ୍ତି ପ୍ରତୋକ ଦିନ ବାହାନା କରି ସେହି ମହିଳା ଙ୍କୁ ସାକ୍ଷ୍ୟାତ କରିବାକୁ ତାଙ୍କ ଗ୍ରାମ ଯେବର ଯାଉଥିଲେ I I ଅନେକ ସମୟ ରେ ପ୍ରପର୍ଟି ଡିଲର ଙ୍କ ଝିଅ ତାଙ୍କ ପିତା ଙ୍କୁ ଅଫିସ ରେ ନ ପାଇବା ପରେ ସନ୍ଦେହ ବୃଦ୍ଧି ପାଇଥିଲା I

ଏପରି କ୍ଷେତ୍ର ରେ ଝିଅ ନିଜ ପିତା ଙ୍କ କାର ରେ ଜିପିଏସ ଲଗାଇଥିଲା ଏବଂ ଜାଣିବାକୁ ପାଇଥିଲେ ନିଜ ପିତା କାର ନେଇ କେଉଁଆଡେ ଯାଉଛନ୍ତି I ସେ ତାଙ୍କ ପିତା ଙ୍କୁ ସୁଧାରିବାକୁ ସୁଯୋଗ ମଧ୍ୟ ଦେଇଥିଲେ ଏବଂ ନିଜ ଭାଇ ଙ୍କ ସହାୟତା ରେ କାର ରେ ତିନି ଗୋଟି ଗୁପ୍ତ କ୍ୟାମେରା ମଧ୍ୟ ଲଗାଇଥିଲେ I