ବାପାଙ୍କ ଶବ କୁ ଘରେ ଛାଡି ଆଖିରେ ଲୁହ ନେଇ ପରୀକ୍ଷା ଦେବାକୁ ଯାଇଥିଲା ଝିଅ, ଯେତେବେଳେ Result ବାହାରିଲା ତ

ପ୍ରତୋକ ବିଦ୍ୟାର୍ଥୀ ନିଜ ପରୀକ୍ଷା ପାଁଇ ଅନେକ ପାଠ ପଢ଼ିଥାନ୍ତି ଏବଂ କିଛି ଏପରି ବି ବିଦ୍ୟାର୍ଥୀ ଥାନ୍ତି ଯେଉଁମାନେ କୌଣସି ଖରାପ ପରିସ୍ଥିତି ରେ ପାଠ ପଢି ପରୀକ୍ଷା ରେ ପାସ ହେଇଥାନ୍ତି ଏପରି ବିଦ୍ୟାର୍ଥୀ ଆମ ପାଁଇ ପ୍ରେରଣା ଦାୟକ ହେଇଥାନ୍ତି I ତେବେ ଆଜି ଆମେ ଯେଉଁ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଏହା ଏକ ପ୍ରେରଣା ଦାୟକ ଘଟଣା ଅଟେ ଏବଂ ଏହି ବିଦ୍ୟାର୍ଥୀ ଯାହା କରିଛନ୍ତି ଆପଣ ବି ଶୁଣି ଆଶ୍ଚଯ୍ୟ ହେବେ I

ତେବେ ବିଦ୍ୟାର୍ଥୀ ନିଜ ଶବ କୁ ଘରେ ଛାଡି ଯାଇଥିଲେ ପରକ୍ଷା ଦେବାକୁ ଏବଂ ରେଜଲ୍ଟ ଆସିବା ପରେ କେହି ବି ଆଶା କରି ନ ଥିଲେ ଯାହା ରେଜେଲଟି ଆସିଥିଲା I ତେବେ ଦେଖିବାକୁ ଗଲେ ଏହି ବିଦ୍ୟାର୍ଥୀ 75 ପ୍ରତିସଦ ନମ୍ବର ରେ ପାସ ହେଇଛନ୍ତି I

ଖୁସି ଙ୍କ ର 28 ମାର୍ଚ୍ଚ ରେ ଗଣିତ ପରୀକ୍ଷା ଥିଲା ଓ 27 ମାର୍ଚ୍ଚ ରାତି ରେ ତାଙ୍କ ପିତା ରାଜେଶ ଙ୍କ ର ଅଚାନକ ନିଧନ ହେଇଥିଲା ଏହି କାରଣ ରୁ ସାରା ରାତି ଖୁସି ଓ ତାଙ୍କ ପରିବାର ଲୋକେ ଦୁଃଖ ରେ କାନ୍ଦି କାନ୍ଦି ରାତି କାଟିଥିଲେ ଏବଂ ସକାଳୁ ଖୁସି ଯାଇଥିଲେ ପରୀକ୍ଷା ଦେବାକୁ I ସେ ତ ପରୀକ୍ଷା ଦେବାକୁ ଯାଉ ନ ଥିଲେ କିନ୍ତୁ ଘର ଲୋକେ ବୁଝା ସୁଝା କରିକି ତାଙ୍କୁ ପଠାଇଥିଲେ I କିନ୍ତୁ ଖୁସି ଙ୍କ ର ଯାହା ରେଜଲ୍ଟ ଆସିଛି କେହି ବି ବିଶ୍ୱାସ କରିପାରିବେ ନାହିଁ I

ରେଜଲ୍ଟ ଆସିବା ପରେ ଦେଖିବାକୁ ମିଳିଛି ସେ 75 ପ୍ରତିସଦ ମାର୍କ ରେ ପାସ ହେଇଛନ୍ତି I ପରୀକ୍ଷା ଫଳ ଦେଖି ସେ କାନ୍ଦି ପକାଇଥିଲେ I ଖୁସି ଙ୍କ କହିବା ଅନୁସାରେ ଆଜି ଯଦି ତାଙ୍କ ପିତା ତାଙ୍କ ସହ ଥାନ୍ତେ ତ ବହୁତ ଖୁସି ହେଇଥାନ୍ତେ I

ଏହି ଘଟଣା ଟି ଗଜିପୁର ର ସେଦ୍ପୁର ଅଂଚଳ ର ଅଟେ I ଏଠାରେ ସିବିଏସି ମାନ୍ୟତା ପ୍ରାପ୍ତ ବେଡ଼ ଇଣ୍ଟରନ୍ୟାଶନାଲ ସ୍କୁଲ , ତୁଳସୀପୁର ର ବିଏସୟୀ ସିଖାଳୟ ଓ ଉମ ପବ୍ଲିକ ସ୍କୁଲ ର ରେଜଲ୍ଟ ଖୁବ ଭଲ ଆସିଛି I ଏଠାରେ ସବୁ ପିଲା ପାସ ହେଇଛନ୍ତି I ତେବେ ଖୁସି ନିଜ ର ପିତା ଙ୍କ ର ମୃତ୍ୟୁ ର ଦୁଃଖ ରେ ଭାଙ୍ଗି ନ ପଡି ଧାର୍ଯ୍ୟ ର ସହ ଏହି ପରୀକ୍ଷା ଦେଇ ପାସ କରିଛନ୍ତି I

ସେହି ଗ୍ରାମ ର ପ୍ରତୋକ ଲୋକେ ଉକ୍ତ ଛାତ୍ରୀ ଙ୍କ ର ପ୍ରଶଂସା କରୁଛନ୍ତି I ଏବଂ ଏହା କହୁଛନ୍ତି ଏପରି ଝିଅ ପ୍ରତୋକ ପିତାମାତା ଙ୍କୁ ମିଳୁ I ତେବେ ଗଜିପୁର ବେଲହରୀ ସ୍ଥିତ ପବ୍ଲିକ ସ୍କୁଲ ର 65 ରୁ ସମସ୍ତ ପିଲା ପାସ ହେଇଛନ୍ତି ଏବଂ ଛାତ୍ରୀ ବନ୍ଦନା ସିଂ 84 ପ୍ରତିସଦ , ପୂଜା ଯାଦବ 82.2 ପ୍ରତିସଦ ଓ ଦିପଞ୍ଜିତ 80.40 ପ୍ରତିସଦ ମାର୍କ ରେ ପାସ ହେଇଛନ୍ତି I