ବାପାଙ୍କ ର ରିକ୍ସା ଜବତ ପରେ ଥାନା ରେ ପହଞ୍ଚିଲେ ଝିଅ, ସେଠାରେ ହେଲା କିଛି ଏପରି କି ଝିଅକୁ ମିଠା ଖୁଆଇ ପୁଲିସ ଛାଡିଲେ ରିକ୍ସା

ବିଗତ ଦିନ ରେ ସାରା ଦେଶ ରେ ଯାତାୟାତ ର ନିୟମ ରେ ଅନେକ ବଡ଼ ପରିବର୍ତନ ଆସିଛି I ବିଗତ ଦିନ ରେ ଜଣେ ବ୍ୟକ୍ତି ଙ୍କ ର ରିକ୍ସା କୁ ପୋଲିସ ଜବତ କରିଥିଲେ I ଏବଂ ପୋଲିସ ଉକ୍ତ ରିକ୍ସା କୁ ଥାନା କୁ ନେଇଯାଇଥିଲେ I ଯେତେବେଳେ ଏହି ବ୍ୟକ୍ତି ଙ୍କ ର ଝିଅ ଏହି ବିଷୟ ରେ ଜାଣିବା କୁ ପାଇଥିଲେ ତ ତୁରନ୍ତ ତାଙ୍କ ଝିଅ ଥାନା ରେ ପହଂଚିଥିଲେ I କିନ୍ତୁ ପୋଲିସ ଷ୍ଟେସନ ରେ ଯୁବତୀ କିଛି ଏପରି କରିଛନ୍ତି ଯାହା କୁ ନେଇ ସେ ବେଶ ଚର୍ଚା ରେ ରହିଛନ୍ତି I

ଏହି ଯୁବତୀ ଙ୍କ ର ପିତା ଵିଚପୁରି ର ନିବାସୀ ଅଟନ୍ତି I ତାଙ୍କ ର ପୁରା ନାମ ଭୁରା ଯାଦବ ଅଟେ I ଭୁରା ଯାଦବ ଅନେକ ବର୍ଷ ହେବ ରିକ୍ସା ଚଳାଉଥିଲେ I ତେବେ କିଛି ନିୟମ ରେ ଖିଲାପୀ କରିବା କୁ ନେଇ ପୋଲିସ ତାଙ୍କ ର ରିକ୍ସା କୁ ଜବତ କରିଥିଲା I ଭୁରା ଯାଦବ ତାଙ୍କ ଘର କୁ ଯାଇ ଝିଅ ଶୀତଳ ଙ୍କୁ ଏହି ବିଷୟ ରେ ସୂଚନା ଦେଇଥିଲେ I ଏହା ପରେ ଝିଅ ଶୀତଳ ତୁରନ୍ତ ଥାନା ରେ ପହଂଚିଥିଲେ I ଏବଂ ଥାନା କୁ ଯାଇ କହିଥିଲେ ଆଜି ତାଙ୍କ ର ଜନ୍ମଦିନ ଅଟେ I ତେଣୁ ତାଙ୍କ ପିତା ଙ୍କ ର ରିକ୍ସା ଛାଡିଦେବାକୁ ପୋଲିସ କୁ ଅନୁରୋଧ କରିଥିଲେ I ଶୀତଳ ଙ୍କ ର ଏହି କଥା ଶୁଣି ପୋଲିସ ଅଧିକାରୀ ନରେନ୍ଦ୍ର ଶର୍ମା ଟିକେ ନରମି ଯାଇଥିଲେ ଓ ରିକ୍ସା ଛାଡିଦେଲେ I

ଶୀତଳ ଙ୍କୁ ଦେଲେ ମିଠା
ପୋଲିସ ଅଧିକାରୀ ଶୀତଳ ଙ୍କ ର ପିତା ଙ୍କ ର ରିକ୍ସା ଛାଡ଼ିଦେବା ସହ ମିଠା ଖାଇବା କୁ ଦେଇଥିଲେ I ଏବଂ ଜନ୍ମ ଦିନ ର ଶୁଭ କାମନା ଦେଇଥିଲେ I ଏବଂ ନିଜ ପିତା ଙ୍କୁ ଯାତାୟାତ ର ନିୟମ ମଧ୍ୟ କହିଥିଲେ I ଏବଂ ନିଜ ପିତା ଙ୍କ ସହ ଥାନା ରୁ ରିକ୍ସା ନେଇ ଯାଇଥିଲେ I

ଏହି କାରଣ ରୁ ଜବତ ହେଇଥିଲା ରିକ୍ସା
ପୋଲିସ ଅନୁସାରେ ଭୁରା ଯାଦବ ବୁଧବାର ଲୋହମାଡ଼ି ଅଂଚଳ ରେ ନିଜ ର ଇ ରିକ୍ସା କୁ ନୋ ପର୍କିଙ୍ଗ ଜୋନ ରେ ଲଗାଇଥିଲେ I ଏବଂ ପୋଲିସ ଏହି ରିକ୍ସା କୁ ଜବତ କରିଥିଲା I ଏବଂ ଝିଅ ର ଅନୁରୋଧ ଅନୁସାରେ ପୋଲିସ ତାଙ୍କ ପିତା ଙ୍କ ର ରିକ୍ସା କୁ ଛାଡିଦେଇଥିଲା I

ଭୁରା ଯାଦବ ଙ୍କ ର ଝିଅ ଙ୍କ ଅନୁସାରେ ତାଙ୍କ ପରିବାର ଏହି ରିକ୍ସା ଟଙ୍କା ରେ ହିଁ ଚାଲିଥାଏ I ଏବଂ ପୋଲିସ ଏହି ରିକ୍ସା ଜବତ କରିବା ପରେ ତାଙ୍କ ପରିବାର ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲା I ତେଣୁ ପୋଲିସ ଏହି ରିକ୍ସା ଫେରାଇଦେବା ପରେ ଶୀତଳ ମଧ୍ୟ ଜଣାଇଛନ୍ତି I