ଅଲିଗଡ଼ ରେ ଏସଡିଏମ କୋଲ ଆଇଏଏସ ଯୋଗେନ୍ଦ୍ର ସିଂ ମୁରଦେବଦ ରେ ଏଏସପି ପଦ ରେ ଥିବା ଆଇପିଏସ ଅପୂର୍ଣ୍ଣ ଗୁପ୍ତ ଙ୍କୁ କୋର୍ଟ ମ୍ୟାରେଜ କରିବା ର ଦେଖିବାକୁ ମିଳିଛି I ଦୁଇ ଅଫିସର 2015 ବ୍ୟାଚ ର ଅଟନ୍ତି I ଏହା ବି ଏକ ଆରେଞ୍ଜ ମ୍ୟାରେଜ ଅଟେ I
ତେବେ ଆଜିକାଲି ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକନ ଙ୍କ ର ବିବାହ ଇଟିଲି ରେ ସମ୍ପର୍ଣ ହେଇଯାଇଛି ଏବଂ ଅଲିଗଡ଼ ର ଏହି ପ୍ରଶାସନିକ ପଦବୀ ରେ ଥିବା ଦୁଇ ଅଫିସର ଙ୍କ ର ବିବାହ ବି ଚର୍ଚା ରେ ରହିଛି I ଉଭୟ ଙ୍କ ର ଇଚ୍ଛା ଥିଲା କି କୋର୍ଟ ମ୍ୟାରେଜ କରିବେ I ଏବଂ ଖବର କାଗଜ ରୁ ହିଁ ବିଜ୍ଞାପନ ମାଧ୍ୟମ ରେ ଉଭୟ ପରିବାର ଲୋକ ଙ୍କ ର ଯୋଗାଯୋଗ ହେଇଥିଲା I ଏବଂ 2017 ରେ ଅଲିଗଡ଼ ର ଏସଡିଏମ ରୂପେ ନିଯୁକ୍ତ ଥିବା IAS ଯୋଗେନ୍ଦ୍ର ସିଂ ଙ୍କ ର ପିତା ଜଣେ ଚାଷୀ ଅଟନ୍ତି I ସିବିଲ୍ୱ ସର୍ଭିସ ପରୀକ୍ଷା ରେ ସଫଳ ହେବା ପରେ IAS ହେଇଛନ୍ତି I 2011 ରେ ଯୋଗେନ୍ଦ୍ର ନୋଏଡା ରେ ଅମେତି ୟୁନିଭର୍ସିଟି ରେ ଗ୍ରାଜୁଏସନ କରିଥିଲେ ଏବଂ ପରୀକ୍ଷିତ ଗଡ଼ ରେ ଥିବା କରାଲ କଲୋନୀ ର ନିବାସୀ ଆଇପିଏସ ଅପୂର୍ଣ୍ଣ ଗୁପ୍ତ ଙ୍କ ର ସହ ବିବାହ ହେଇଚି I ଅପୂର୍ଣ୍ଣ ମୁରଦବାଦ ରେ ଏଏସପି ପଦବୀ ରେ ଅଛନ୍ତି I
ଅପୂର୍ଣ୍ଣ ଙ୍କ ର ପରିଚୟ ବଡ଼ ବଡ଼ ସଚୋଟ ଅଫିସର ଙ୍କ ସହ ତୁଳନା କରାଯାଇଥାଏ I ଏହି ଦୁଇ ଅଫିସର ପତିପତ୍ନୀ ଭାବ ରେ ଅଲିଗଡ଼ ରେ ଏଡିଏମ ସିଟି ଏସବି ସିଂ ଙ୍କ ର କୋର୍ଟ ରେ ବିବାହ କରିଥିଲେ I ମ୍ୟାରେଜ ରେଜିଷ୍ଟ୍ରେସନ 347 ସଂଖ୍ୟା ଅନୁସାରେ ଏହି ବିବାହ ଅଧିନିୟମ 1954 ଅନ୍ତର୍ଗତ ବିବାହ କରାଯାଇଛି I ଏହା ପରେ ହିଁ ଉଭୟ ହିନ୍ଦୁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି I
ଯୋଗେନ୍ଦ୍ର ଏହା ପ୍ରକାଶ କରିଛନ୍ତି କି ତାଙ୍କ ର ଏହି ବିବାହ ଆରେଞ୍ଜ ମ୍ୟାରେଜ ଅଟେ I ଏବଂ ଉଭୟ ଏକ ବ୍ୟାଚ ର ଅଫିସର ଅଟନ୍ତି I ବିଶେଷ ବିବାହ ଅଧିନିୟମ 1954 ଅନୁସାରେ ଆବେଦନ କରାଯାଇଛି ଏବଂ ଏହି ବିବାହ ର 90 ଦିନ ମଧ୍ୟ ରେ ବିବାହ ବାଧ୍ୟତା ମୂଳକ ଅଟେ I ଏବଂ ଯୋଗେନ୍ଦ୍ର ଏହି ଆବେଦନ ଅକ୍ଟୋବର ମାସ ରେ ହିଁ କରିଥିଲେ I