ବର ଉପରେ ଉଡ଼ାଇଲେ ୯୦ ଲକ୍ଷ ଟଙ୍କା, ଉପହାରରେ ଦେଲେ ଏକ କୋଟି ଟଙ୍କାର କାର, ହେଲିକପ୍ଟରରେ ବିଦା ହେଲେ କନିଆଁ , ଦେଖନ୍ତୁ

ବର୍ତମାନ ବିବାହ ସିଜିନ ଚାଲିଛି ପୁରା ଦେଶ ରେ ଅନେକ ସ୍ଥାନ ରେ ବିବାହ ସମାରୋହ ଦେଖିବା କୁ ମିଳୁଛି I ପ୍ରତୋକ ସ୍ଥାନ ରେ ଅଲଗା ଅଲଗା ରୀତି ନୀତି ରେ ଏହି ବିବାହ ସମାରୋହ ପାଳିତ ହେଇଥାଏ I ତେବେ ଆଜି ର ଏହି ବିବାହ ରେ ଦୁଲହ ଙ୍କ ଉପରେ 90 ଲକ୍ଷ ଟଙ୍କା ଉଡ଼ାଜାଇଛି ଓ ଏକ କୋଟି ର କାର ଉପହାର ରେ ପ୍ରଦାନକରାଯାଇଛି I ତେବେ ଚାଲନ୍ତୁ ପୁରା ମାମଲା କୁ ବିସ୍ତାର ରୂପେ ଜାଣିବା I

ଘଟଣା ଟି ବିଗତ ଶନିବାର ଦିନ ରେ ଜାମନଗର ରେ ଚେଲା ଗ୍ରାମ ର ଅଟେ I ଏଠାରେ କୁଣ୍ଡ ଗ୍ରାମ ରୁ ଦୁଲହ ରୂଷିରାଜ ଜାଡେଜା ବରଯାତ୍ରୀ ନେଇ ଆସିଥିଲେ I ଏବଂ ପରିବାର ଲୋକେ ସେଠାରେ ଦୁଲହ ଙ୍କ ଉପରେ 90 ଲକ୍ଷ ଟଙ୍କା ଉଡ଼ାଇଥିଲେ I ଏବଂ ପରିବାର ଲୋକ ଙ୍କ ର କହିବା ଅନୁସାରେ ଏହି ଯେଉଁ ଟଙ୍କା ଉଡ଼ାଜାଇଥିଲା ସେଥିରୁ 5 ଲକ୍ଷ ଟଙ୍କା ଗୋଶାଳା କୁ ଦାନ କରାଯିବ I ଏବଂ ବିବାହ ପରେ ଦୁଲହ ଦୁଲହନ ଙ୍କୁ ହେଲିକପ୍ଟର ରେ ନେଇଥିଲେ I ଏହି ବିବାହ ରେ ପାଣି ପରି ଟଙ୍କା ଉଡ଼ାଜାଇଥିବା ର ଦେଖି ଲୋକେ ମଧ୍ୟ ଆଶ୍ଚଯ୍ୟ ହେଇଥିଲେ I

ଏହି ପୁରା ଘଟଣା ର ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I ଏହି ଭିଡିଓ ରେ ଆପଣ ପରିସ୍କାର ଦେଖିପାରିବେ କି କିପରି ଟଙ୍କା କୁ ମନ ଇଚ୍ଛା ଉଡ଼ାଜାଉଛି I ଭିଡିଓ ଟି ମଧ୍ୟ ବହୁଳ ମାତ୍ରା ରେ ଭାଇରଲ ହେଇଚି I ଆପଣ ମଧ୍ୟ ଆଶ୍ଚଯ୍ୟ ହେଉଥିଲେ ଦେଶ ରେ ଲୋକେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହି ବିବାହ ରେ ଏତେ ଟଙ୍କା କିପରି ଉଡ଼ାଜାଉଛି I ତାଙ୍କ ପରିବାର ଲୋକେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି କି ଆମ ରୋଜଗାର ଟଙ୍କା ଆମେ ଯାହା କରିପାରିବୁ I

ଜାଡେଜା ପରିବାର ର ବଡ଼ ଭାଇ ଯଶପାଳ ଦୁଲହ ରୂଷିରାଜ ଙ୍କୁ ଉପହାର ରେ 1 କୋଟି ମୂଲ୍ୟ ର ଏକ କାର ଦେଇଛନ୍ତି I ଏଥିରୁ ଆପଣ ଅନୁମାନ କରିପାରୁଥିବେ କି ସେମାନେ କେତେ ଧନୀ ପରିବାର ର ଲୋକେ ଅଟନ୍ତି I ଏବଂ 5 ଲକ୍ଷ ଟଙ୍କା ସେ ଗୋଶାଳା କୁ ଦାନ କରିବେ ବୋଲି ମଧ୍ୟ କହିଛନ୍ତି I କିନ୍ତୁ ଅମ୍ବାନୀ ପରିବାର ଏତେ ଧନୀ ହେଇ ମଧ୍ୟ ସେ ଟଙ୍କା କୁ ଏପରି ନଷ୍ଟ କରି ନ ଥିଲେ ସେମାନେ 5 ହଜାର ଗରିବ ଲୋକ ଙ୍କୁ ଖାଦ୍ୟ ଖାଇବା କୁ ଦେଇଥିଲେ ଓ ଲୋକ ଙ୍କ ର ଉପକାର ରେ ଟଙ୍କା ଲଗାଇଥିଲେ I

Share Your Comments Below