୨୫ ବର୍ଷୀୟା ଯୁବତୀ ୬୫ ବର୍ଷୀୟ ବୃଦ୍ଧ ସହ ରଖିଲେ ଶାରୀରିକ ସମ୍ପର୍କ, ଆଉ ତା’ପରେ ବୁଢା ଟି ତାଙ୍କ ସହ ଯାହା କରିଲେ ଜାଣି ଆପଣ ଥରି ଉଠିବେ

ସାଧାରଣତଃ ଆଜିକାଲି କିଛି ନା କିଛି ଅଜବ ଗଜବ ଖବର ସାମ୍ନା କୁ ଆସିଥାଏ |ବିବାହ କୁ ନେଇ ଏଭଳି ଏକ ଅଜବ ଗଜବ ଖବର ପ୍ରକାଶ ପାଇଥାଏ | ଭାରତରେ ବିବାହ କରିବାପାଇଁ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇଅଛି |କିନ୍ତୁ ବିଦେଶରେ ବିବାହ କରିବାପାଇଁ କୌଣସି ବୟସ ଧାର୍ଯ୍ୟ କରାଯାଇନଥାଏ | ଏଠାକାର ଲୋକମାନେ ଯେ କୌଣସି ବୟସରେ ମଧ୍ୟ ବିବାହ କରିପାରନ୍ତି | ଆଜି ଆମେ ବିବାହକୁ ନେଇ ଏପରି ଏକ ଖବର ଜଣେଇବୁ ଯାହା ଆପଣ ଶୁଣିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ |

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ 24 ବର୍ଷର ଝିଅ 65 ବର୍ଷ ବୟସ୍କା ବୃଦ୍ଧଙ୍କୁ ବିବାହ କରିଥିଲେ |କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ | ଏହା ହେଉଛି ଆମେରିକା ର ମିଆମୀ ଗୋଲଡେନ ବୀଚ ଅଞ୍ଚଳର ଘଟଣା |25 ବର୍ଷର ଯୁବତୀ ଜଣକ ଦିନେ ଜଣେ 65 ବର୍ଷ ବୟସ୍କ ବୃଦ୍ଧଙ୍କୁ ଭେଟିଥିଲେ | ଯୁବତୀ ସହିତ କିଛିଦିନ କଥା ହେବା ପରେ ବୃଦ୍ଧ ବ୍ୟକ୍ତି ଜଣକ ଯୁବତୀକୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ବୃଦ୍ଧଙ୍କ ଟଙ୍କା ଏବଂ ସମ୍ପତ୍ତି ଦେଖି ଯୁବତୀ ଜଣକ ବିବାହ ପାଇଁ ରାଜି ହୋଇଗଲା ଏବଂ ଉଭୟ ବିବାହ ବନ୍ଧନରେ ବାନ୍ଧିହେଲେ । ବିବାହ ପରେ ଉଭୟ ସ୍ୱାମୀ ସ୍ତ୍ରୀ ପରି ଜୀବନଯାପନ କରିବା ଆରମ୍ଭ କଲେ | ଏହାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହେଲା | କିନ୍ତୁ ଯେତେବେଳେ ଯୁବତୀ ଜଣଙ୍କ ବୃଦ୍ଧ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଜାଣିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଗଲା।

ବିବାହର ତିନିମାସ ପରେ ଏପରି ଏକ ସତ୍ୟ ସାମ୍ନାକୁ ଆସିଲା ଯାହା ଜାଣିଲା ପରେ ଉଭୟଙ୍କ ହୋସ ଉଡ଼ିଗଲା। ଦିନେ ଯୁବତୀ ଜଣକ ଘର ସଫା କରୁଥିଲାବେଳେ ହଠାତ୍ ଏକ ଫୋଟୋ ଦେଖିଲେ |ଫୋଟୋ ଦେଖିବା ପରେ ସେ ନିଜ ବୃଦ୍ଧ ସ୍ୱାମୀଙ୍କ ପାଖକୁ ଦୌଡ଼ି ଆସି ସେହି ଫୋଟୋ ଦେଖାଇ ପଚାରିଲେ ‘ଏମାନେ କିଏ?’ ବୃଦ୍ଧ ଜଣକ ସଂଗେ ସଂଗେ ଉତ୍ତର ଦେଲେ ଯେ, ସେ ତାଙ୍କ ପୁଅ ଏବଂ ବୋହୂ | ବୃଦ୍ଧ ସ୍ୱାମୀଙ୍କ ଏହି ଉତ୍ତର ଶୁଣିବା ପରେ ଯୁବତୀଙ୍କର ପାଦ ତଳୁ ମାଟି ଖସିଗଲା। କାରଣ ଫୋଟୋରେ ଥିବା ଲୋକମାନେ ଯୁବତୀଙ୍କର ପିତାମାତା ଥିଲେ | ଅର୍ଥାତ ଝିଅଟି ନିଜ ଜେଜେବାପାଙ୍କୁ ବିବାହ କରିଥିଲା ​​|

ସତ କଥା ଜାଣିବା ପରେ ଦୁହେଁ ଧର୍ମସଂକଟରେ ପଡ଼ିଗଲେ | ପରେ ଉଭୟ ପରବର୍ତ୍ତୀ ସମୟରେ ସେମାନେ ସ୍ୱାମୀ-ସ୍ତ୍ରୀଙ୍କ ପରି ସମ୍ପର୍କ ସ୍ଥାପନ କରିବାକୁ ନିଷ୍ପତ୍ତି ନେଲେ। ବର୍ତ୍ତମାନ ଦୁହେଁ ନିଜ ଜୀବନକୁ ଆନନ୍ଦର ସହିତ ବିତାଉଛନ୍ତି | କିନ୍ତୁ ଏହି ଅଜବ ଘଟଣା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିବ |