ଆଗ୍ରା ରେ ସୋୟା ଥାନା ଅଂଚଳ ରେ ଦୁଲହନ ଙ୍କୁ ବିଦା କରିକି ଘର କୁ ଫେରୁଥିଲେ ଦୁଲହା ଏବଂ ଟୟଲେଟ ଯିବା ମାହାଙ୍ଗା ପଡିଲା I ଟୟଲେଟ ରୁ ଫେରିବା ପରେ ଦ୍ରୁତ ଗତି ରେ ମାଡି ଆସୁଥିବା ଟ୍ରକ ଟି ତାଙ୍କୁ ଚାପିଦେଇଥିଲା I ଏବଂ ଘଟଣା ସ୍ଥଳ ରେ ହିଁ ଦୁଲହା ଙ୍କ ର ମୃତ୍ୟୁ ହେଇଥିଲା I
ଏହି ଦୁର୍ଘଟଣା ଆଖି ରେ ଦେଖିବା ପରେ ଦୁଲହନ ବେହୋସ ହେଇଯାଇଥିଲେ I ଏବଂ ବିବାହ ର ଖୁସି ର ମାହୋଲ ରେ ଶୋକ ର ଛାୟା ଖେଳିଯାଇଥିଲା I ରବିବାର ଆଗ୍ରା ରେ ଇଡ଼ଗାହ ଅଂଚଳ ରେ ରହୁଥିବା ବିମଲ ଙ୍କ ର ବରଯାତ୍ରୀ ସୋୟା ଥାନା ରେ ଲଖଣ ଙ୍କ ର ଘର କୁ ଆସିଥିଲା ଲଖଣ ଙ୍କ ର ଝିଅ ଙ୍କ ସହ ତାଙ୍କ ର ବିବାହ ହେଇଥିଲା I ସାରା ରାତି ବିବାହ ର ପରମ୍ପରା ଜାରି ରହିଥିଲା I ବର ପକ୍ଷ୍ୟ ଙ୍କୁ ସୋମବାର ଦିନ ରେ ଖାଦ୍ୟ ର ବ୍ୟବସ୍ତା ବି ତାଙ୍କ ପାଁଇ କରାଯାଇଥିଲା ଏବଂ ସନ୍ଧ୍ୟା 3 ଟା ରେ ଝିଅ ଙ୍କୁ ବିଦା କରାଯାଇଥିଲା I
ଏକ କାର ରେ ଦୁଲହା ବିମଲ ଓ ଦୁଲହନ ସରିତା ଙ୍କ ସହ ଭଉଣୀ ଓ ଅନ୍ୟ ତିନି ଲୋକେ କର ରେ ବସିକି ଘର କୁ ବାହାରିଲେ I ଦୀର୍ଘ ସମୟ ଯିବା ପରେ ଦୁଲହନ ଟିକେ କେଉଁଠାରେ ବିଶ୍ରାମ ନେବାକୁ କହିଥିଲେ ତ ଏକ ଢ଼ାବା ରେ ରାତି ରେ ଗାଡି ଅଟକାଯାଇଥିଲା I ସେହି ସମୟ ରେ ରୋଡ଼ ପାର ହେଇ ଦୁଲହା ପରିସ୍ରା କରିବାକୁ ଯାଇଥିଲେ I
ପରିସ୍ରା କରି ବିମଲ ରାସ୍ତା ପାର ହେଇ ଆସିବା ସମୟ ରେ ଅନ୍ୟ ପଟ କୁ ଦେଖି ନ ଥିଲେ ଏବଂ ଏହି ସମୟ ରେ ରାସ୍ତା ରେ ଏକ ଦ୍ରୁତଗତି ରେ ଟ୍ରକ ଟି ଆସୁଥିଲା ଯାହା କି ବିମଲ ଙ୍କ ଉପରେ ମାଡି ଯାଇଥିଲା I ଦୁର୍ଘଟଣା ଏତେ ଭୟଙ୍କର ଥିଲା ପୋଲିସ ରାସ୍ତା ରୁ ବେଲଚା ସହାୟତା ରେ ଶବ ର ଖଣ୍ଡ ବିଖଣ୍ଡିତ ଅଙ୍କସ କୁ ରାସ୍ତା ରୁ ବାହାର କରିଥିଲା I ଦୁର୍ଘଟଣା ଦେଖିବା ମାତ୍ରେ ଦୁଲହନ ଙ୍କ ପାଟି ରୁ କିଛି ବି କଥା ବାହାରି ନ ଥିଲା ଓ ସେ ବେହୋସ ହେଇଯାଇଥିଲେ I ପରିବାର ରେ ଏହା ପରେ ଦୁଖଦଃ ର ସାୟା ଖେଳିଯାଇଥିଲା I
ବିମଲ ତାଙ୍କ ଘରେ ସବୁଠାରୁ ବଡ଼ ଥିଲେ ଏବଂ ତାଙ୍କ ତଳେ ତାଙ୍କ ଭାଇ ସଂଜୀବ ଓ ଅନିଲ ତାଙ୍କ ର ବିବାହ ରେ ବେଶ ଖୁସି ଥିଲେ I କିନ୍ତୁ ବିବାହ ର କିଛି ସମୟ ପରେ ବିମଲ ଙ୍କ ର ଜୀବନ ର ଅନ୍ତ ହେଇଥିଲା I ଘଟଣା ସ୍ଥଳ ରେ ସ୍ଥାନୀୟ ଲୋକେ ଆନ୍ଦୋଳନ କୁ ଓଲ୍ହାଇଥିଲେ ଓ ଟ୍ରକ ଟି କୁ ଧରିବାକୁ ଦାବି ରଖିଥିଲେ I
ସୋୟା ପୋଲିସ ଘଟଣା ସ୍ଥଳ ରେ ପହଂଚି ଲୋକ ଙ୍କୁ ବୁଝାଇଥିଲା ଓ ଅଜ୍ଞାତ ଟ୍ରକ ବାବଦ ରେ ମକୋଦମା ରୁଜୁ କରାଇ ଶବ କୁ ପୋଷ୍ଟମଟମ ପାଁଇ ପଠାଯାଇଥିଲା I ଯୁବକ ଙ୍କ ର ବିବାହ ସେହି ଦିନ ହିଁ ହେଇଥିଲା ଏବଂ ସେହି ଗାଡି ର ତଲାସୀ ବର୍ତମାନ ଜାରି ରହିଛି I
ବରଙ୍କୁ ଲାଗିଲା ପରିସ୍ରା ଓ ବାହାଘରର ୨ ଘଣ୍ଟା ପରେ ବିଧବା ହେଇଗଲେ ନୁଆ କନିଆଁ, ଭଗବାନ ଏପରି କାହା ସଙ୍ଗେ ନ କରନ୍ତୁ
