ପ୍ରାୟ ୩୦ ବର୍ଷ ହେବ ପିଉଥିଲା ସିଗାରେଟ, ଫୁସଫୁସ କୁ ଦେଖିକି ଡାକ୍ତର ସାର ହେଇଗଲେ ବେହୋସ !

ଜଣେ ମୃତ୍ୟୁ ପୂର୍ବ ରୁ ଅଙ୍ଗ ଦାନ କରିବା ଏକ ପୁର୍ଣ୍ୟ କାମ ଅଟେ I କିନ୍ତୁ ବିଗତ ଦିନ ରେ ଚୀନ ରେ ଏକ ଏପରି ମାମଲା ଆସିଛି ଯେଉଁଥିରେ ସେହି ବ୍ୟକ୍ତି ନିଜ ର ଅଙ୍ଗ ଦାନ କରିଥିଲେ କିନ୍ତୁ ସେହି ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ ତାଙ୍କ ଫୁସଫୁସ ବାହାର କରିବା କୁ ନିଜେ ଡାକ୍ତର ମନା କରିଦେଇଛନ୍ତି I ଏହି ମୃତ ବ୍ୟକ୍ତି ଙ୍କ ର ଅପରେସନ ଦ୍ୱାରା ଫୁସଫୁସ ବାହାର କରିବା ପରେ ଡାକ୍ତର ମଧ୍ୟ ଏହା ଦେଖି ଆଶ୍ଚଯ୍ୟ ହେଇଯାଇଥିଲେ I

ଡାକ୍ତର ଦେଖିବା କୁ ପାଇଥିଲେ କି ଉକ୍ତ ବ୍ୟକ୍ତି ଙ୍କ ର ଫୁସଫୁସ ସମ୍ପୂର୍ଣ କଳା ପଡିଯାଇଛି I ମିଳିଥିବା ସୂଚନା ଅନୁସାରେ ଚୀନ ର ଜଣେ ବ୍ୟକ୍ତି ମୃତ୍ୟୁ ପୂର୍ବ ରୁ ନିଜ ର ଅଙ୍ଗ ଦାନ କରିଥିଲେ I କିନ୍ତୁ ମୃତ୍ୟୁ ପରେ ସେହି ବ୍ୟକ୍ତି ଙ୍କ ର ଫୁସଫୁସ ଯେତେବେଳେ ଡାକ୍ତର ବାହାର କରିଲେ ତ ଆଶ୍ଚଯ୍ୟ ହେଇଯାଇଥିଲେ I କାରଣ ଏହି ଫୁସଫୁସ ସମ୍ପୂର୍ଣ କଳା ପଡିଯାଇଥିଲା I

ଡାକ୍ତର ମୃତ ବ୍ୟକ୍ତି ଙ୍କ ର ଘର ଲୋକ ଙ୍କ ଠାରୁ ସୂଚନା ପାଇଥିଲେ କି ଏହି ବ୍ୟକ୍ତି ଦୀର୍ଘ 30 ବର୍ଷ ହେବ ସିଗାରେଟ ପିଉଥିଲେ I ଅର୍ଥାତ କହିବା କୁ ଗଲେ ସେହି ବ୍ୟକ୍ତି ଜଣେ ଚେନସମ୍ୱୋକର ଥିଲେ I ଏହି ବ୍ୟକ୍ତି ଥରେ ଆରମ୍ଭ କରୁଥିଲେ ତ ତିନି ଚାରି ଗୋଟି ସିଗାରେଟ ପିଉଥିଲେ I

ଉକ୍ତ ଡାକ୍ତର ମଧ୍ୟ କହିଛନ୍ତି କି ଏହି ଫୁସଫୁସ ରେ କେଉଁଠାରେ ମଧ୍ୟ ବ୍ୟବହାର ହେଇପାରିବ ନାହିଁ I କାରଣ ଡାକ୍ତର ଙ୍କ କହିବା ଅନୁସାରେ ଫୁସଫୁସ ର ରଙ୍ଗ ହାଲୁକା ଗୋଲାପୀ ରଙ୍ଗ ହେବା ଉଚିତ କିନ୍ତୁ ଏହି ମୃତ ବ୍ୟକ୍ତି ଙ୍କ ର ଫୁସଫୁସ ସମ୍ପୂର୍ଣ କଳା ହେଇଯାଇଛି I ଏହା ପରେ ଏହି ବ୍ୟକ୍ତି ଙ୍କ ର ପୁରା ଭିଡିଓ ଡାକ୍ତର ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ I