ବଲିଉଡ ରେ ଅନେକ ବାଲ୍ୟକାଳକାର ଅଛନ୍ତି I ଏପରି କିଛି କୁନି ପିଲା ପିଲାଦିନ ରୁ ହିଁ ନିଜ ର ଅଭିନୟ ର ପ୍ରତିଭା ରେ ଲୋକ ଙ୍କୁ ପ୍ରଭାବିତ କରିପାରିଥାନ୍ତି I ପିଲାବେଳ ରୁ ହିଁ କିଛି କଳାକାର ଙ୍କ ର କଳା ର ପ୍ରତିଭା ଜଣାପଡ଼ିଥାଏ I ତେବେ ଆଜି ଆମେ ଏଠାରେ ଆଲୋଚନା କରୁଛେ ବଜରଂଗୀ ଫିଲ୍ମ ର କୁନି ଅଭିନେତ୍ରୀ ମୁନ୍ନି ଙ୍କ ବିଷୟ ରେ I
4 ବର୍ଷ ପରେ ମୁନ୍ନି ଦେଖିବାକୁ ଏପରି
2015 ରେ ଆସିଥିବା ସଲ୍ମାନ ଙ୍କ ଫିଲ୍ମ ରେ କାଟ୍ରିନା ମଧ୍ୟ ଅଭିନୟ କରିଥିଲେ I ଫିଲ୍ମ ରେ ବକ୍ସ ଅଫିସ ରେ ସୁପର ହିଟ ହେଇଥିଲା I ସାରା ଦୁନିଆ ର ଲୋକେ ଏହି ଫିଲ୍ମ କୁ ପସନ୍ଦ କରିଥିଲେ ଓ ସବୁଠାରୁ ଅଧିକ ଲୋକପ୍ରିୟତା ହାସିଲ କରିଥିଲେ ଏହି ଫିଲ୍ମ ରେ ଥିବା କୁନି ପିଲାଟି I ଏହି କୁନି ଝିଅଟି ର ନାମ ହ୍ରଶାଳୀ ଅଟେ I ହ୍ରଶାଳୀ ବର୍ତମାନ 11 ବର୍ଷ ବୟସ ର ହେଇଯାଇଛନ୍ତି I ତାଙ୍କ ସୁନ୍ଦରତା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି I
ଚାରି ବର୍ଷ ପରେ ବର୍ତମାନ ହ୍ରଶାଳୀ 11 ବର୍ଷ ବୟସ ର ହେଇଯାଇଛନ୍ତି ଓ ଉପରେ ଆପଣ ହ୍ରଶାଳୀ ଙ୍କ ର ଏହି ସୁନ୍ଦର ଫୋଟୋ ଦେଖିପାରୁଥିବେ I ବାସ୍ତବ ଜୀବନ ରେ ମଧ୍ୟ ହ୍ରଶାଳୀ ବେଶ ସୁନ୍ଦର ଅଟନ୍ତି I ବର୍ତମାନ ହ୍ରଶାଳୀ ପାଠ ପଢୁଛନ୍ତି I ତେବେ ଦର୍ଶକେ ତାଙ୍କ ଅଭିନୟ ର ଅପେକ୍ଷ୍ୟା ରେ ରହିଛନ୍ତି କାରଣ ତାଙ୍କ ପାଠପଢିବା ଶେଷ ହେବା ପରେ ସେ ବଲିଉଡ ରେ ପୁଣି ଏଣ୍ଟ୍ରି କରିବାକୁ ଯାଉଛନ୍ତି I
ଫିଲ୍ମ ବଜରଂଗୀ ଭାଇଜାନ ବେଶ ସୁପର ହିଟ ହେଇଥିଲା I ଲୋକେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ମଧ୍ୟ ତାଙ୍କ ର ବେଶ ପ୍ରଶଂସା କରିଥିଲେ I ଦେଖିବାକୁ ଗଲେ ହ୍ରଶାଳୀ ଙ୍କ ର ଅଫିସିଆଲ ଆକାଉଣ୍ଟ ନାହିଁ ଏବଂ ଏହି ବୟସ ରେ ସେ ସୋସିଆଲ ମିଡ଼ିଆ ର ବ୍ୟବହାର କରୁନାହାନ୍ତି I ହ୍ରଶାଳୀ କୃତି ସେନ ଙ୍କ ସହ ଏକ ବିଜ୍ଞାପନ ରେ ମଧ୍ୟ ଦେଖିବାକୁ ମିଳିଛନ୍ତି I