୧୦୦ ବର୍ଷ ପୁରୁଣା ନାଗ ଓ ଏହି ପାହାଡ଼ି ଝିଅର ଚାଲିଛି ପ୍ରେମ , ସବୁଦିନ ରାତିରେ ଝିଅକୁ ଦେଖା କରିବାକୁ ଆସୁଛି ନାଗ ଆଉ …

ଏହି ଘଟଣା ଟି ହେଉଛି ହିମାଞ୍ଚଳ ପ୍ରଦେଶ ର ଘଟଣା I ଏଠାରେ ଏହି ଯୁବତୀ ଙ୍କ ର ଶରିରୀ ରେ ଅନେକ ଚିହ୍ନ ରହିଛି I ଏବଂ ମନୀଷା ଙ୍କ କହିବା ଅନୁସାରେ ଯେତେବେଳେ ବି ସାପ ତାଙ୍କୁ କାମୁଡ଼ିଥାଏ ତ ତାଙ୍କୁ ଖୁବ ଭଲ ଲାଗିଥାଏ I ଏବଂ ସେ ସମୟ ରେ ସେ ଖୁବ ସାମୋହିତ ହେଇଥାନ୍ତି I

ତେବେ ଯଦି କେହି ବାହାର ପୁରୁଷ ତାଙ୍କ ପାଖକୁ ଆସିଥାନ୍ତି ତ ଏହି ନାଗରାଜ ରାଗିଯାଇଥାନ୍ତି ଏପରି କି ସେ ନୂଆ ଡ୍ରେସ ବି ପିନ୍ଧନ୍ତି ନାହିଁ ଏବଂ ଡାକ୍ତର ଙ୍କ କହିବା ଅନୁସାରେ ଏହି ଯୁବତୀ ଙ୍କ ର ଶରୀର ରେ ଏପରି 34 ଗୋଟି ସାପ କାମୁଡିବା ର ଦାଗ ରହିଛି I

ନାଗ ନାଗୁଣୀ ଙ୍କ ର କାହାଣୀ ଆପଣ ଫିଲ୍ମ ରେ ସିରିୟଲ ରେ ଦେଖିଥିବେ ଏବଂ କିଛି ବହି ରେ ପଢ଼ିଥିବେ ମଧ୍ୟ କିନ୍ତୁ ଏଠାରେ ବାସ୍ତବ ରେ ଅପାଇଁର ଏକ ଘଟଣା ଦେଖିଅକୁ ମିଳିଛି I ସାପ କାମୁଡିବା ରେ ଅଧିକାଂଶ ଲୋକଙ୍କ ର ମୃତ୍ୟୁ ହେଇଥାଏ କିନ୍ତୁ ଏହି ଯୁବତୀ ଙ୍କୁ ସାପ 34 ଥର ସାପ କାମୁଡିବା ପରେ ବି ତାଙ୍କ ର କିଛି ହେଇ ନାହିଁ I ସେ ଏବେ ବି ଜୀବିତ ଅଛନ୍ତି ଏବଂ ଏହି ଯୁବତୀ ଙ୍କ ର ବୟସ ମାତ୍ର 17 ବର୍ଷ ଅଟେ I

ତେବେ ଏହି ଯୁବତୀ ଙ୍କୁ ସାପ ବର୍ଷ କୁ ଥରେ କି ଦୁଇଥର ନୁହେ ମାସ କୁ ଚାରିଥର କାମୁଡ଼ିଥାଏ I ଏବଂ ଏପରି ସାପ କାମୁଡିବା ପରେ ସେ ସାଧାରଣ ଲୋକଙ୍କ ପରି ଘର କାମ ରେ ବ୍ୟସ୍ତ ରହିଥାନ୍ତି ଏବଂ ମନୀଷା ଙ୍କ ର ବି କୌଣସି ଡର ନ ଥାଏ କି ତାଙ୍କୁ ସାପ କାମୁଡ଼ିଲା ବୋଲି I

ତାଙ୍କୁ କେହି ପ୍ରପୋଜ କରିଲେ ନାଗରାଜ ଙ୍କୁ ପସନ୍ଦ ନୁହେଁ I
ପୋର୍ଟ ଗ୍ରାମ ର 17 ବର୍ଷୀୟ ମନୀଷା ଙ୍କ କହିବା ଅନୁସାରେ ତାଙ୍କୁ ଯଦି କେହି ପ୍ରେମ ନିବେଦନ କରନ୍ତି ତ କିମ୍ବା ତାଙ୍କ ସହ କେହି ବନ୍ଧୁତା କରନ୍ତି ତ ଏହା ନାଗରାଜ ଙ୍କୁ ପାଷାଣ ନୁହେ ଏବଂ ଏପରି କ୍ଷେତ୍ର ରେ ଅଚାନକ ନାଗରାଜ ତାଙ୍କୁ ଦର୍ଶନ ଦେଇଥାନ୍ତି I ଏବଂ ତାଙ୍କୁ କାମୁଡି କି ଚାଲିଯାଇଥାନ୍ତି I

ତାଙ୍କ ସାଙ୍ଗ ଦେଖିଲେ ସାପ
ମନୀଷା ଙ୍କୁ 34 ଥର ସାପ କାମୁଡ଼ିଛି କିନ୍ତୁ ଏହି ସାପ ମନୀଷା ଙ୍କ ଛଡା ଆଉ କାହାରିକୁ ବି ଦେଖା ଯାଇ ନ ଥାଏ I କିନ୍ତୁ ପ୍ରଥମ ଥର କରି ତାଙ୍କ ସାଙ୍ଗ ରବୀନା ଏହି ସାପ କୁ ଦେଖିଛନ୍ତି I ଏବଂ ପରିବାର ଲୋକେ ଏହି ଘଟଣା ସମ୍ପର୍କ ରେ ଜାଣିବା ପରେ ଅନେକ ପଣ୍ଡିତ କୁ ମଧ୍ୟ ଦେଖାଇଛନ୍ତି କିନ୍ତୁ ଏପରି କ୍ଷେତ୍ର ରେ ଯୁବତୀ ଙ୍କ ର କହିବା ଅନୁସାରେ ତାଙ୍କୁ ନାଗ ସାପ ଯେତେବେଳେ ବି କାମୁଡ଼ିଥାଏ ତ ତାଙ୍କୁ ବହୁତ ଭଲ ଲାଗିଥାଏ I

ଚିହ୍ନ ରହିଛି କିନ୍ତୁ ବିଷ ନାହିଁ
ଡାକ୍ତର ଯଶବନ୍ତ ଙ୍କ ର ଏହି ଯୁବତୀ ଙ୍କ ର ମେଡିକାଲ ଯାଞ୍ଚ କରିବା ପରେ ଦେଖିବାକୁ ପାଇଥିଲେ କି ଯୁବତୀ ଙ୍କ ଶରିରୀ ରେ ସାପ କାମୁଡିବା ର ଚିହ୍ନ ରହିଛି କିନ୍ତୁ ଏହା ର କୌଣସି ବିଷ ଶରିରୀ ରେ ନାହିଁ I ଏହା ଏପରି ଘଟଣା ରେ ଡାକ୍ତର ବି ଆଶ୍ଚଯ୍ୟ ହେଇଥାନ୍ତି I

Share Your Comments Below