୧୦୫ ବର୍ଷର ଜେଜେ ମା ଦେଲେ ଚତୁର୍ଥ ଶ୍ରେଣୀର ପରୀକ୍ଷା, Result ବାହାରିଲା ତ ପୁରା ପରିବାର ଖାଇଗଲା ଝଟକା….

ପାଠ ପଢିବା ମନୁଷ୍ୟ ଜୀବନ ରେ ଅତ୍ୟନ୍ତ ଜରୁରୀ ଅଟେ I ଯେତେବେଳେ ଜଣେ ବ୍ୟକ୍ତି ଅଧିକ ପାଠ ପଢ଼ିଥାନ୍ତି ତେବେ ତାଙ୍କ ଜୀବନ ରେ ଅନେକ ସକାରାତ୍ମକ ପରିବର୍ତନ ଆସିଥାଏ I ପ୍ରତୋକ ବ୍ୟକ୍ତି ଙ୍କୁ ନିଜ ପାଠପଢା ପୁରା କରିବା ର ସୁଯୋଗ ମିଳି ନ ଥାଏ I ଗରିବ ପରିବାର ର ପିତାମାତା ମାନେ ତାଙ୍କ ପିଲା ଙ୍କୁ ଆର୍ଥିକ ଅଭାବ କାରଣ ରୁ ପାଠ ପଢାଇ ପାରନ୍ତି ନାହିଁ I କିନ୍ତୁ ସରକାର ଙ୍କ ର ଆଜିକା ସମୟ ରେ ଯେଉଁ ସାକ୍ଷରତା ଅଭିଯାନ ଚାଲିଛି ଏଥିରେ ପିଲା ଙ୍କ ସହ ବୃଦ୍ଧ ବ୍ୟକ୍ତି ମାନେ ମଧ୍ୟ ପାଠ ପଢି ପାରିବେ I ଏହା ର ଲାଭ ଉଠାଇଛନ୍ତି 105 ବର୍ଷ ର ଜଣେ ବୃଦ୍ଧ ମହିଳା I

କେରଳ ରେ ରହୁଥିବା 105 ବର୍ଷ ର ଭାଗିରଥି ଆମ୍ମା ବିଗତ ବର୍ଷ ନଭେମ୍ବର ରେ ରାଜ୍ୟ ସାକ୍ଷରତା ଅଭିଯାନ ରେ ପରୀକ୍ଷ ଦେଇଥିଲେ I ଏହି ସମୟ ରେ ଆମ୍ମା ଚତୁର୍ଥ ଶ୍ରେଣୀ ର ପରୀକ୍ଷ ଦେଇଥିଲେ I ବିଆଟା 5 ଫ୍ରେବୁଆରି ରେ ଏହି ପରୀକ୍ଷ ଫଳ ବାହାରିଥିଲା ଯେଉଁଥିରେ ମୋଟ 275 ନମ୍ବର ରୁ ଆମ୍ମା 205 ଅଙ୍କ ଆଣିଥିଲେ I ଏହା କୁ ନେଇ ଆମ୍ମା ଭାରତ ର ସବୁଠାରୁ ଅଧିକ ବୟସ୍କ ବିଦ୍ୟାର୍ଥୀ ହେଇପାରିଛନ୍ତି I ଏହି ଅଭିଯାନ ରେ ମୋଟ 11593 ବିଦ୍ୟାର୍ଥୀ ଚତୁର୍ଥ ଶ୍ରେଣୀ ପରୀକ୍ଷ ଦେଇଥିଲେ I ଏବଂ 10012 ଜଣ ପାସ ହେଇଥିଲେ I ଏଥିରେ 9456 ଜଣ ମହିଳା ସାମିଲ ଥିଲେ I

105 ବର୍ଷୀୟ ଆମ୍ମା କୁହନ୍ତି କି ପିଲାଦିନ ରେ ତାଙ୍କ ର ପାଠ ପଢିବା ରେ ବହୁତ ଇଚ୍ଛା ଥିଲା କିନ୍ତୁ ତାଙ୍କ ମା ଙ୍କ ର ଦେହାନ୍ତ କୁ ନେଇ ସେ ଆଉ ପାଠ ପଢିପାରି ନ ଥିଲେ I ସେ ସମୟ ରେ ଆମ୍ମା ମାତ୍ର 9 ବର୍ଷ ର ଥିଲେ I ଏହା ପରେ ତାଙ୍କ ଉପରେ 6 ଗୋଟି ପିଲା ଙ୍କ ର ଦାଇତ୍ୱ ମଧ୍ୟ ଆସିଯାଇଥିଲା କାରଣ କିଛି ବର୍ଷ ପରେ ତାଙ୍କ ପତି ଙ୍କ ର ଦେହାନ୍ତ ହେଇଥିଲା I ଆଜିକା ସମୟ ରେ ତାଙ୍କ ର 12 ଜଣ ନାତି ନାତୁଣୀ ଥିଲେ I ଏହି ସାକ୍ଷରତା ଅଭିଯାନ ର ବସନ୍ତ କୁମାର କୁହନ୍ତି କି ଭାଗିରଥି ଆମ୍ମା ଙ୍କ ର ଆଜି ମଧ୍ୟ ଭଲ ସ୍ମରଣ ଶକ୍ତି ରହିଛି I ଏହି ବୃଦ୍ଧ ଆମ୍ମା ଙ୍କ ପାଖ ରେ ଆଧାର କାର୍ଡ ନ ଥିବା କାରଣ ରୁ ସେ ବିଧବା ପେନ୍ସନ କି ବାର୍ଦ୍ଧକ୍ୟ ପେନ୍ସନ ପାଇପାରୁ ନାହାନ୍ତି I

ସୋସିଆଲ ମିଡ଼ିଆ ରେ ଲୋକେ ଆମ୍ମା ଙ୍କ ର ବେଶ ପ୍ରଶଂସା କରୁଛନ୍ତି I କାରଣ ଏହି ବୟସ ରେ ଆମ୍ମା ଙ୍କ ର ପାଠ ପଢିବା ପ୍ରତି ଆଗ୍ରହ ବେଶ ପ୍ରଶଂସନୀୟ ଅଟେ I ପାଠ ପଢିବା ର ଅଧିକାର ସମସ୍ତ ଙ୍କ ପାଖ ରେ ରହିଥାଏ I କିଛି ଲୋକେ ଆଜିକା ସମୟ ରେ ପାଠପଢା କୁ ଗୁରୁତ୍ୱ ଦେଉ ନାହାନ୍ତି I ଏପରି ବି କିଛି ସ୍ଥାନ ରହିଛି ଯେଉଁଠାରେ କି ମହିଳା ଙ୍କୁ ଅଧିକ ପାଠ ପଢିବା କୁ ସୁଯୋଗ ମିଳି ନ ଥାଏ I ତେବେ ସରକାର ଙ୍କ ର ଏହି ସକ୍ଷରତା ଅଭିଯାନ ରେ ଅନେକ ଲୋକେ ଶିକ୍ଷିତ ହେଇପାରିଛନ୍ତି I