ମନୁଷ୍ୟ ର ଆତ୍ମବିଶ୍ୱାସ କୁ ନେଇ ସେ ମଜବୁତ ହେଇଥାଏ I ସେ ନିଜ ଜୀବନ ର ପ୍ରତୋକ ପରିସ୍ଥିତି କୁ ସମୁଖୀନ ମଧ୍ୟ କରିଥାଏ I ଆଜି ଆମେ ଆପଣ ଙ୍କୁ ଜଣେ ଏପରି ଯୁବତୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ନିଜେ ଆଜିକା ସମୟ ରେ 7 କୋଟି ର ଏକ କମ୍ପାନୀ କରିଛନ୍ତି I ଏହି ଯୁବତୀ ଙ୍କ ର ନାମ ଚିନୁ କାଲା I ସେ ମାତ୍ର 15 ବର୍ଷ ବୟସ ରେ ହିଁ ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲେ I ମାତ୍ର 300 ଟଙ୍କା ରେ ସେ ନିଜ ର ଜୀବନ ଆରମ୍ଭ କରିଥିଲେ I
15 ବର୍ଷ ବୟସ ରେ ଛାଡିଥିଲେ ଘର
ଚିନୁ କାଲା ଯେତେବେଳେ 15 ବର୍ଷ ବୟସ ର ଥିଲେ କିଛି କାରଣ କୁ ନେଇ ସେ ଘର ଛାଡିଦେଇଥିଲେ I ଏବଂ ଏପରି ସମୟ ରେ ତାଙ୍କ ପାଖ ରେ ମାତ୍ର 300 ଟଙ୍କା ଓ ଦୁଇ ହଳ କପଡା ଥିଲା I ସେ ସମୟ ରେ ତାଙ୍କ ବୟସ ମାତ୍ର 15 ବର୍ଷ ଥିଲା I ସେ ଯେଉଁଠାରେ ରହୁଥିଲେ 20 ଟଙ୍କା ପ୍ରତି ଦିନ ଦେବାକୁ ପଡୁଥିଲା I
ଟଙ୍କା ରୋଜଗାର କରିବାକୁ ଚିନୁ କାଲା ଏକ ଚାକିରୀ ର ସନ୍ଧାନ କରିଥିଲେ I ଏବଂ ଏହି ସମୟ ରେ ତାଙ୍କୁ ଏକ ସେଲସ କାମ ମିଳିଥିଲା I ସେ କିଛି ଜିନିଷ ବିକି ପ୍ରତି ଦିନ 60 ଟଙ୍କା ରୋଜଗାର କରି ଦେଉଥିଲେ I ଚିନୁ କାଲା ନିଜ କାର୍ଯ୍ୟ କୁ ଅଧିକ ଧ୍ୟାନ ଦେଇଥିଲେ ଏବଂ ଏକ ବର୍ଷ ପରେ ତାଙ୍କ ର ପ୍ରମୋସନ ହେଇଥିଲା I ଏବଂ ସେଠାରେ ତାଙ୍କୁ ଅଧିକ ଟଙ୍କା ମିଳିଥିଲା I
ନିଜ ର କିଣିଥିଲେ କମ୍ପାନୀ
ଏହି ସମୟ ରେ ଚିନୁ କାଲା , ଅମିତ କାଲା ଙ୍କ ସହ ବିବାହ କରିଥିଲେ I 2004 ମସିହା ରେ ଉଭୟ ଙ୍କ ର ବିବାହ ହେଇଥିଲା I ଏବଂ ମିସେଜ ଇଣ୍ଡିଆ ପେଜଏଟ ରେ ନିଜ ସ୍ଥାନ ବଜାୟ ରଖିଥିଲେ I ଏହି ଥିଲେ ସଫଳ ହେବା ପରେ ସେ ଏକ ମଡେଲ ରୂପେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I ସେ 6 * 6 ଜାଗା ରେ ନିଜ ର ଏକ ସପିଙ୍ଗ ମଲ କରିଥିଲେ I ସେ ନିଜ କମ୍ପାନୀ ର ନାମ RUBANS ରଖିଥିଲେ I
ରୋଜଗାର କରିଥିଲେ କୋଟି କୋଟି
2016-17 ରେ ସେ 56 ଲକ୍ଷ ଟଙ୍କା ରୋଜଗାର କରିଥିଲେ I ଏବଂ ଆଗାମୀ ବର୍ଷ 3.5 କୋଟି ଟଙ୍କା ର ରୋଜଗାର I ଧୀରେ ଧୀରେ ହେଇଥିଲା ଏବଂ ଆଜି 7.5 କୋଟି ର ବ୍ୟବସାୟ ହେଇଯାଇଛି I ତାଙ୍କ ପାଖ ରେ ବର୍ତମାନ 25 ଜଣ ଲୋକେ ମଧ୍ୟ କାମ କରୁଛନ୍ତି I
15 ବର୍ଷ ବୟସ ରୁ ଚିନୁ କାଲା ଜୀବନ ରେ ଅନେକ ସଂଘର୍ଷ କରିଛନ୍ତି ଏବଂ ଆଜି ଜୀବନ ର ସଫଳତା ର ଶୀର୍ଷ ରେ I ସେ ଜୀବନ ରେ ଅନେକ କଠିନ ପରିସ୍ଥିତି ରେ ମଧ୍ୟ ହାର ମାନି ନ ଥିଲେ ଏବଂ ପରିଶ୍ରମ କରି ଚାଲିଥିଲେ I