ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରେ ଶନି କରିଲେ ରାଶି ପରିବର୍ତ୍ତନ, ଏହି ରାଶି ମାନଙ୍କ ଉପରେ ପଡିବ ଖାସ ପ୍ରଭାବ

ଭାରତୀୟ ବିଜ୍ଞାନ ଆଜିକା ସମୟ ରେ ଚନ୍ଦ୍ର ଓ ମଙ୍ଗଳ ରେ ପହଂଚି ଯାଇଛି I ଅନ୍ୟପଟେ ଧର୍ମ କର୍ମ କୁ ମଧ୍ୟ ଲୋକେ ବିଶେଷ ଗୁରୁତ୍ୱ ଦେଇଛନ୍ତି I ତେବେ ଲୋକେ ଜୋତିଷ ଶାସ୍ତ୍ର ରେ ଶନି ଙ୍କ ର କୋପ ଦୃଷ୍ଟି କୁ ନେଇ ଭୟଭୀତ ହେଇ ରହିଥାନ୍ତି I ତେବେ ବର୍ଷ ର ପ୍ରଥମ ଚନ୍ଦ୍ର ଗ୍ରହଣ ପରେ ଶନି ରାଶି ପରିବର୍ତନ କରିବେ I ତେବେ ଶନି ଙ୍କ ର ପ୍ରଭାବ କେଉଁ ରାଶି ଉପରେ ପଡିବ I

ବର୍ଷ ର ପ୍ରଥମ ଚନ୍ଦ୍ର ଗ୍ରହଣ
10 ଜାନୁୟାରୀ କୁ ପୁଷ ପୁର୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗିଛି I ଜୋତିଷ ଙ୍କ ଅନୁସାରେ ପ୍ରତୋକ ଗ୍ରହଣ ମାନବ ସମାଜ ଓ ମନୁଷ୍ୟ ଜୀବନ ରେ ବିଶେଷ ପ୍ରଭାବ ରହିଥାଏ I ଏହା ର ପ୍ରଭାବ 15 ଦିନ ପର୍ଯ୍ୟନ୍ତ ରହିବ I ଶନି ନିଜ ର ରାଶି ପରିବର୍ତନ କରିବେ I ଏବଂ ଧନୁ ରାଶି ରୁ ବାହାରି ଶନି ମକର ରାଶି ରେ 24 ଜାନୁୟାରୀ ରେ ପ୍ରବେଶ କରିବେ I

ବର୍ତମାନ ଧନୁ , ମକର ଓ ବିଛା ରାଶି ର ଜାତକ ର ଲୋକ ଙ୍କ ର ସାଢେ ସାତି ଚାଲିଛି I ଏବଂ 24 ଜାନୁୟାରୀ ରେ ବିଛା ରାଶି ର ଲୋକେ ଶନି ଦେବ ଙ୍କ ର ପ୍ରକୋପ ରୁ ମୁକ୍ତ ହେବେ I

କୁମ୍ଭ ରାଶି ର ଲୋକେ ଶନି ଙ୍କ ର ସାଢେ ସାତି ର ପ୍ରଥମ ଚରଣ ରେ ଆରମ୍ଭ ହେବ I ଜୋତିଷ ଶାସ୍ତ୍ର ଅନୁସାରେ ଶନି ଧୀରେ ଧୀରେ ନିଜ ର ସ୍ଥାନ ପରିବର୍ତନ କରିବେ I ତେଣୁ ଆଗାମୀ ସମୟ ରେ କିଛି ରାଶି ର ଲୋକେ ଶନି ଦେବ ଙ୍କ ର ସାଢେ ସାତି କୋପ ରୁ ରକ୍ଷ୍ୟା ପାଇବେ I

ଶନି ଦେବ ଙ୍କ ର ପ୍ରଭାବ ରୁ ବାହାରିବା କୁ ଅନେକ ସମୟ ଲାଗିଥାଏ I ତେଣୁ ଆପଣ ଙ୍କୁ ଶନି ଦେବ ଙ୍କ ର କୋପ ରୁ ରକ୍ଷ୍ୟା ପାଇବା କୁ କିଛି ଉପାୟ ଆପଣେଇବା କୁ ହେବ I

ଶନି ଦେବ ଙ୍କ ର ପ୍ରକୋପ ରେ ଏହି ମନୁଷ୍ୟ ନାନା ସମସ୍ୟା ଦେଇ ଗତି କରିଥାନ୍ତି I ଶନି ଦେବ ଙ୍କୁ ସବୁଠାରୁ କ୍ରୋଧିତ ଦେବତା କୁହାଯାଇଥାଏ I ଏବଂ ପରାକ୍ରମୀ ଦେବତା ମଧ୍ୟ କୁହାଯାଇଥାଏ I କିନ୍ତୁ ସଚୋଟ ନିଷ୍ଠା ର ସହ ଶନି ଦେବ ଙ୍କ ର ପୂଜା କରିଲେ ଆପଣ ଙ୍କ ର ସବୁ ମନୋ କାମନା ମଧ୍ୟ ପୁରା ହେଇଥାଏ I

– ଶନିବାର ସୋରିଷ ତେଲ ର ଦୀପ ଶନି ଦେବ ଙ୍କ ପାଖ ରେ ଜଳାଇ ଶନି ମନ୍ତ୍ର ପାଠ କରନ୍ତୁ I
-ଧାର୍ମିକ ମାନ୍ୟତା ଅନୁସାରେ କୁକୁର ଓ କାଉ ଙ୍କୁ ଶନିବାର ଦିନ ଖାଇବା କୁ ଦିଅନ୍ତୁ I କୁକୁର ଙ୍କୁ ସୋରିଷ ତେଲ ର ରୁଟି ମଧ୍ୟ ଖାଇବା କୁ ଦିଅନ୍ତୁ I
-ଶାସ୍ତ୍ର ଅନୁସାରେ ସନିଦେବ ଅଶ୍ବସ୍ତ ବୃକ୍ଷ ପୂଜା କରିବା ଦ୍ୱାରା ପ୍ରସନ୍ନ ହେଇଥାନ୍ତି I
-ପ୍ରତୋକ ଶନିବାର ଅଧ କିଲୋ କଳା ଚଣା କାଉ କୁ ଖାଇବା କୁ ଦିଅନ୍ତୁ I
-ପ୍ରତୋକ ଶନିବାର ଦିନ ଲୁହା ପାତ୍ର ରେ ତେଲ ପୁର୍ଣ କରି ନିଜ ର ଚେହେରା ଦେଖିବା ଉଚିତ ଏବଂ ସେହି ପାତ୍ର ସହିତ ତେଲ କୁ କୌଣସି ଗରିବ ଲୋକ ଙ୍କୁ ଦାନ କରିବା ଉଚିତ I