ଧନ ଲୋଭ ରେ 25 ବର୍ଷୀୟ ଜଣେ ଯୁବକ ରାଖୀ ବାନ୍ଧୁଥିବା ଜଣେ ଯୁବତୀ ଙ୍କୁ ନେଇ ମସାଣି ରେ ତନ୍ତ୍ର କ୍ରିୟା କରିଥିଲେ I ସେଠାରେ ଯୁବତୀ ଙ୍କୁ ବାନ୍ଧିଦେଇଥିଲେ ଏବଂ ଯୁବତୀ ଙ୍କ ର ଭୁଲ ଏତିକି ଥିଲା କି ସେ ଓଲଟା ଜନ୍ମ ହେଇଥିଲା ଏହା ଖୁବ ବିରଳ ଘଟଣା ହେଇଥାଏ I ଏବଂ ଜଣେ ତାନ୍ତ୍ରିକ ଉକ୍ତ ଯୁବକ ଙ୍କୁ କହିଥିଲେ କି ଏପରି ଯୁବତୀ ଙ୍କୁ ନେଇ ତନ୍ତ୍ରକ୍ରିୟା କରିବା ଦ୍ୱାରା ତୁମେ ଅପାର ଧନ ପ୍ରାପ୍ତି କରିବ I ବର୍ତମାନ ଆରୋପି ଙ୍କୁ ଗିରଫ କରାଯାଇଛି I
ବାଲ କଲ୍ୟାଣ ସମିତି ର ଅଦକ୍ଷ ମାୟା ପାଣ୍ଡେ ଙ୍କୁ ଥାନା ରେ ଦିଆ ଯାଇଥିବା ଅଭିଯୋଗ ଅନୁସାରେ ପୀଡିତ ଯୁବତୀ କହିଥିଲେ କି ତାଙ୍କ ବୟସ ମାତ୍ର 14 ବର୍ଷ ଅଟେ I ସେ ଗାନ୍ଧୀ ନଗର ବସ୍ତି ରେ ରୁହନ୍ତି I ସେହି ଯୁବକ ତାଙ୍କ ଘର ପାଖ ରେ ହିଁ ରୁହନ୍ତି I ଏବଂ ଭାଇ ସମ୍ବୋଧନ କରି ପ୍ରତୋକ ବର୍ଷ ଯୁବତୀ ତାଙ୍କୁ ରାଖୀ ମଧ୍ୟ ବାନ୍ଧନ୍ତି I କିନ୍ତୁ ଏହି ବିଶ୍ୱାସ କୁ ଉକ୍ତ ଯୁବକ 13 ନଭେମ୍ବର ଦିନ ଭାଙ୍ଗି ଦେଇଛନ୍ତି I ଏବଂ ଉକ୍ତ ଯୁବକ ତାଙ୍କୁ ଛାତ ଉପରକୁ ବି ନେଇ ନିଶା ଖାଇବାକୁ ଦେଇ ତାଙ୍କ ସହ ବଳାତ୍କାର କରିଥିଲେ I
ଏବଂ ହୋସ ଆସିବା ପରେ ତାଙ୍କୁ ଧମକାଇଥିଲେ ମଧ୍ୟ I ଏବଂ ମୋର କେହି କିଛି ବି କରିପାରିବେ ନାହିଁ I ଏବଂ ତୋ ଉପରେ ତନ୍ତ୍ର କ୍ରିୟା କରି ତୋତେ ନଷ୍ଟ କରିଦେବି I ଏହା ପରେ ଯୁବତୀ ଡରିଯାଇଥିଲେ I ଏହି କାମ ରେ ଉକ୍ତ ଯୁବକ ଙ୍କୁ ତାଙ୍କ ମା ଓ ଦାଦି ବି ସମର୍ଥନ କରିଥାନ୍ତି I ଏବଂ ସେମାନେ ଏକ ଘରେ ତନ୍ତ୍ର ସାଧନା କରି ସେଠାକୁ ମୋତେ ନେଇ ଉଲଘ୍ନ କରି ତାଙ୍କ ସହ ପ୍ରଥମେ ବଳାତ୍କାର କରୁଥିଲେ ଓ ତନ୍ତ୍ର ସାଧନା ବି କରୁଥିଲେ I
ପିଲାଟି କହିଲା ଲୁହ ର ଚାବୁକ ରେ ମାଡ଼ ମାରୁଥିଲେ I ଧୂପ କାଠି ରେ ପୁରା ଶରୀର ରେ ଚେଙ୍ଗ ଦେଉଥିଲେ I
ସ୍ମସାନ ରେ ଯୁବତୀ ଙ୍କୁ ଚିତାଭସ୍ମ ଲଗାଇ ଘଣ୍ଟା ଘଣ୍ଟା ତାଙ୍କ ସହ ବଳାତ୍କାର କରାଯାଉଥିଲା I ଏବଂ ସେଠାରେ ତାଙ୍କୁ ନିଶା ଦ୍ରବ୍ୟ ବି ଦିଆ ଯାଉଥିଲା I ଏକ ଲୁହା ଚାବୁକ ରେ ତାଙ୍କୁ ମାଡ଼ ବି ମରାଯାଉଥିଲା I ଏହି ଶରୀର ର ଦାଗ ଦେଖି ଯେତେବେଳେ ମୋତେ ଏହି ବିଷୟ ରେ ପଚାରିଲେ ତ ମୁ ବାଧ୍ୟହେଇ ସବୁ କହିଦେଲି I
ମୋ ମା ଯେତେବେଳେ ତାଙ୍କୁ ଏହି ବିଷୟ ରେ ପଚାରେ ତ ସେମାନେ କଥା ବଦଳାଇ ଦେଇଥାନ୍ତି I
ସେହି ଆରୋପି ମାନଙ୍କୁ ଯେତେବେଳେ ମୋ ମା ପଚାରନ୍ତି ସେତେବେଳେ ଭୁତ ପ୍ରେତ ର ପ୍ରଭାବ କାହିଁକି ସେମାନେ କଥା ବଦଳାଇ ଦେଇଥାନ୍ତି I ଏବଂ ଏହି ଲୋକେ ଏହି ପରି ଅନେକ ଦିନ ମୋତେ ସ୍ମସାନ କୁ ନେଇ ତନ୍ତ୍ର କ୍ରିୟା କରିଥିଲେ I ଏବଂ ଶେଷରେ ଯୁବତୀ ଙ୍କ ର ଘର ଲୋକେ ଯେତେବେଳେ ଏହି ଅଭିଯୋଗ ବାଲ କଲ୍ୟାଣ ସମିତି ରେ ଅଭିଯୋଗ କରିଥିଲେ ଏହା ପରେ ତଦନ୍ତ ଆରମ୍ଭ ହେଇଥିଲା I