ବଲିଉଡ ଜଗତ ରେ ଏପରି ଅନେକ କଳାକାର ରହିଛନ୍ତି ଯେଉଁମାନେ ନିଜ ବୟସ ଠାରୁ ଅଧିକ ବୟସ ର ଅଭିନେତ୍ରୀ ଙ୍କ ସହ କାମ କରିଛନ୍ତି I ଆଜି ଆମେ ଏହିପରି ଜଣେ ବଲିଉଡ ର ଅଭିନେତା ଙ୍କ ବିଷୟ ରେ କହିବା କୁ ଯାଉଛେ ଯିଏ କି ନିଜ ର ବୟସ କୁ ଅଣଦେଖା କରି 24 ବର୍ଷ ଜଣେ ଅଭିନେତ୍ରୀ ଙ୍କ ସହ ରୋମାନ୍ସ କରିଛନ୍ତି I
ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବା କୁ ଯାଉଛେ ସେ ଫିଲ୍ମ “ଧଡକ” ରେ ବଲିଉଡ ରେ କ୍ୟାରିୟର ଆରମ୍ଭ କରିଛନ୍ତି I ଏହି ଅଭିନେତା ଙ୍କର ନାମ ଈଶାନ ଖଟ୍ଟର I ଏହି ଫିଲ୍ମ ରେ ଜାହ୍ନବୀ କପୁର ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ଈଶାନ ବର୍ତମାନ ୱେବ ସିରିଜ ରେ ମଧ୍ୟ ପାଦ ଦେଇସାରିଛନ୍ତି I ବିଗତ ଦିନ ରେ ୱେବ ସିରିଜ “ଏ ସୁଟେବଲ ବୟ” ରେ ନଜର ଆସିଥିଲେ I
ଏହି ୱେବ ସିରିଜ ରେ ଈଶାନ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ତବୁ ଙ୍କ ସହ ପ୍ରେମ କରିବା ର ଦେଖିବା କୁ ମିଳିଛନ୍ତି I ଏଠାରେ ଦୁହେଁ ରୋମାଣ୍ଟିକ ସିନ ମଧ୍ୟ ଦେଇଛନ୍ତି I ଇସନ ଙ୍କ ଠାରୁ ତବୁ ପ୍ରାୟ 24 ବର୍ଷ ବଡ଼ ହେବେ I ଏବଂ ଈଶାନ ଙ୍କ ର ଏପରି ସୁନ୍ଦର ଅଭିନୟ ମଧ୍ୟ ଦର୍ଶକ ଙ୍କୁ ବେଶ ଅଧିକ ପସନ୍ଦ ଆସିଛି I
ଏହି ସୁଟିଂ ସେପ୍ଟେମ୍ବର 2019 ରେ ଲକ୍ଷ୍ନୌ ରେ ଆରମ୍ଭ ହେଇଚି I ଏବଂ ଏହା ର ପ୍ରିମିୟର 2020 ମସିହା ରେ ହେବ I ତେବେ ଏହି ୱେବ ସିରିଜ ରେ ଆପଣ ଈଶାନ ଙ୍କୁ ଦେଖିପାରିବେ , କିପରି ସେ ନିଜ ଠାରୁ 24 ବର୍ଷ ବଡ଼ ଅଭିନେତ୍ରୀ ଙ୍କ ସହ ରୋମାନ୍ସ କରୁଛନ୍ତି I
ବୟସ ସୀମା ଭୁଲି ଏହି ଅଭିନେତା ପରଦା ଉପରେ ୨୪ବର୍ଷ ବଡ଼ ଅଭିନେତ୍ରୀଙ୍କ ସହ କରିଲେ ରୋମାନ୍ସ !
