ସୋସିଆଲ ମିଡ଼ିଆ ରେ ପ୍ରତିଟି ଘଟଣା ଶୀଘ୍ର ପ୍ରଚାର ପ୍ରସାର ହେଇଯାଇଥାଏ I ଏହା ଏକ ଏପରି ମାଧ୍ୟମ ଯାହା କି କୌଣସି ବ୍ୟକ୍ତି କୌଣସି ବି ସ୍ଥାନ ର ଘଟଣା ବିଷୟ ରେ ସଂଗେ ସଂଗେ ଜାଣିପାରିଥାନ୍ତି I ଏବଂ ଲୋକେ ପବ୍ଲିସିଟି ପାଁଇ କିଛି ବି କରିଥାନ୍ତି I ଆଜି ଆମେ 2 ବର୍ଷୀୟ ଏକ ପିଲାଟି ବିଷୟ ରେ କହିବା କୁ ଯାଉଛୁ ଯିଏ କି ମାତ୍ର 2 ବର୍ଷ ବୟସ ରେ 40 ଗୋଟି ସିଗାରେଟ ସେବନ କରୁଥିଲା I ଏବଂ ଏହା ର ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚା ରେ ରହିଥିଲା I ଅନେକ ଲୋକେ ଏହି ପିଲାଟି କୁ ପରିହାସ ର ପାତ୍ର ମଧ୍ୟ କରିଥିଲେ I ତେବେ ଆଜି କା ସମୟ ରେ ଏହି ପିଲାଟି ର ଜୀବନ ଶୈଳୀ କଣ ଏହା ଆମେ ଜାଣିବା I
ଖରାପ ଅଭ୍ୟାସ ତ ପ୍ରତୋକ ଲୋକ ଙ୍କ ର ରହିଥାଏ କିନ୍ତୁ ଭଲ ମଣିଷ ସେହି ଯିଏ କି ସମୟ ଅନୁସାରେ ନିଜ ର ଖରାପ ଅଭ୍ୟାସ କୁ ଛାଡି ଦେଇଥାଏ I ଇଣ୍ଡୋନେସିଆ ରେ ରହୁଥିବା ARDI RIZAL ଯେତେବେଳେ 18 ମାସ ର ଥିଲେ ତ ତାଙ୍କ ପିତା ମଜାକ ମଜାକ ରେ ARDI ଙ୍କୁ ସିଗାରେଟ ପିଆଇବା କୁ ଦେଇଥିଲେ I ଏବଂ ଏହା ପରେ ସିଗାରେଟ ପାଁଇ ARDI ଅନେକ ଥର କାନ୍ଦିଥିଲେ ମଧ୍ୟ I ଏହା ପରେ ତାଙ୍କ ପିତାମାତା ସିଗାରେଟ ଦେବା ଆରମ୍ଭ କରିଦେଇଥିଲେ I ଏହା କୁ ନେଇ ତାଙ୍କ ପିତାମାତା ଦୁଃଖ ମଧ୍ୟ ପ୍ରକାଶ କରିଥିଲେ I ଏହା ପରେ ଏହି 2 ବର୍ଷ ର ପିଲାଟି 2 ବର୍ଷ ବୟସ ରେ 40 ଗୋଟି ସିଗାରେଟ ସେବନ କରିବା ଆରମ୍ଭ କରିଥିଲେ I ଏହା କୁ ନେଇ ପିତାମାତା ଚିନ୍ତିତ ଥିଲେ I ଶେଷ ରେ ପିତାମାତା ସରକାର ଙ୍କ ର ସହାୟତା ନେଇଥିଲେ I
ଏହି ପିଲାଟି ର ଏହି ଖବର ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଯାଇଥିଲା I ଏବଂ ଏହା ଦେଖି ଲୋକେ ମଧ୍ୟ ଆଶ୍ଚଯ୍ୟ ହେଇଯାଇଥିଲେ I ଶେଷ ରେ ଏହି ପିଲାଟି ର ପିତାମାତା ସରକାର ଙ୍କ ର ସହାୟତା ନେଇଥିଲେ ଶେଷ ରେ ସ୍ଵାସ୍ତ୍ୟ ବିଶେଷଜ୍ଞ ଙ୍କ ର ପରାମର୍ଶ ରେ ପିଲାଟି ର ସିଗାରେଟ ଅଭ୍ୟାସ ଛଡାଇଥିଲେ I ତେବେ ପିଲାଟି ସିଗାରେଟ ରୁ ଦୂରେଇବା ସମୟ ରେ ଅଧିକ ଅଧିକ ଖାଦ୍ୟ ଖାଇବା ଆରମ୍ଭ କରିଥିଲା ଯାହା କୁ ନେଇ ପୁଣି ତାଙ୍କ ମା ଡାକ୍ତର ଙ୍କ ର ପରାମର୍ଶ ନେଇଥିଲେ I ଏବଂ ବର୍ତମାନ ଅନେକ ବର୍ଷ ପରେ ପିଲାଟି ନିଜ ର ସବୁ ଖରାପ ଅଭ୍ୟାସ ଛାଡି ପାରିଛି I 7 ବର୍ଷ ପୂର୍ବ ରେ ପିଲାଟି କିଛି ଏପରି ଥିଲା ଯାହା କି ଆପଣ ଫୋଟୋ ରେ ଦେଖିପାରୁଥିବେ I ଆଜିକା ସମୟ ରେ 9 ବର୍ଷ ବୟସ ରେ ପିଲାଟି ଏପରି ହେଇଯାଇଛି I