ଯେତେବେଳେ ଥଣ୍ଡା ଋତୁ ଆସିଥାଏ ତ ଅନେକ ପ୍ରକାର ର ରୋଗ ର ଆଶଙ୍କା ବଢ଼ିଯାଇଥାଏ I ଏପରି ସମୟ ରେ ଖଜୁରୀ ସେବନ କରିବା ଦ୍ୱାରା ଏପରି ସମସ୍ୟା ରୁ ଉପଶମ ମିଳିଥାଏ I ସୁସ୍ଥ ରହିଵା ପାଁଇ ଖଜୁରୀ ସେବନ ନିତାନ୍ତ ଆବଶ୍ୟକ ଅଟେ I ଏହା ଶରୀର କୁ ସୁସ୍ଥ ରଖିଥାଏ I
ଆସନ୍ତୁ ଜାଣିବା ଖଜୁରୀ ରେ ଉପକାରିତା
ଖଜୁରୀ ର ପୋଷକତତ୍ୱ
ଖଜୁରୀ ରେ ଅନେକ ଆଇରନ ଓ ମିନେରାଲସ ରହିଥାଏ ଏବଂ ଆମିନୋଏସିଡ ଫୋରାକ୍ସାଇଡ ପ୍ରଚୁର ମାତ୍ରା ରେ ରହିଥାଏ I ଏଥିରେ ଭିଟାମିନ ବି 1 , ଭିଟାମିନ ବି 3 ଓ ଭିଟାମିନ ବି 5 ରହିଥାଏ ଓ ଭିଟାମିନ ସି ବି ପ୍ରଚର ମାତ୍ରା ରେ ରହିଥାଏ I ଥଣ୍ଡା ଋତୁ ରେ ଯଦି ଆପଣ ଖଜୁରୀ ଥଣ୍ଡା ଋତୁ ରେ ନିୟମିତ 2-3 ଗୋଟି ଖାଇଥାନ୍ତି ତ ବେଶ ଲାଭକାରୀ ହେଇଥାନ୍ତି I
ଫୁସଫୁସ ରୋଗ ପାଁଇ ଲାଭକାରୀ
ଖଜୁରୀ ରେ 54 ପ୍ରତିସଦ ଚିନି ଓ 7 ପ୍ରତିସଦ ପ୍ରୋଟିନ ରହିଥାଏ I ଖଜୁରୀ ଖାଇବା ବେଶ ଲାଭକାରୀ ହେଇଥାଏ I ଏବଂ ଏହା ଫୁସଫୁସ ପାଁଇ ଲାଭକାରୀ ହେଇଥାଏ I
ରୋଗ ରପତିଷେଧକ କ୍ଷମତା
ଯଦି ଆପଣ ଥଣ୍ଡା ସମୟ ରେ ନିୟମିତ ଖଜୁରୀ ସେବନ କରିଥାନ୍ତି ତ ଆପଣ ଙ୍କ ପାଁଇ ଏହା ଲାଭକାରୀ ହେଇଥାଏ I ଏହା କୁ ଖାଇବା ଦ୍ୱାରା ଏହା ଆପଣ ଙ୍କ ର ରୋଗ ପ୍ରତିଷେଧକ କ୍ଷମତା ବଢ଼ାଇଥାଏ I
ଶରୀର କୁ ମିଳିଥାଏ ଉର୍ଜା
ଯଦି ଥଣ୍ଡା ଋତୁ ରେ ଖଜୁରୀ ଖଁଉଛନ୍ତି ତ ଆପଣ ଙ୍କ ର ଶରୀର ର କୁ ଭରପୁର ମାତ୍ରା ରେ ଉର୍ଜା ମିଳିଥାଏ ଏବଂ ଆପଣ ଙ୍କ ର ଶରୀର ଫୁର୍ତି ଲାଗିଥାଏ I
ପାଚନ କ୍ରିୟା ସଠିକ ହେଇଥାଏ I
ଖଜୁରୀ ରେ ଭରପୁର ମାତ୍ରା ରେ କାର୍ବୋହାଇଡ୍ରେଡ଼ ଓ ଫାଇବର ରହିଥାଏ ଯାହା ଆପଣ ଙ୍କ ର ପାଚନ କ୍ରିୟା କୁ ସଠିକ ରଖିଥାଏ I
ଶରୀର କୁ ଆଇରନ ମିଳିଥାଏ I
ଖଜୁରୀ ରେ ଥିବା ଭିଟାମିନ ଓ ଆଇରନ ଶରୀର କୁ ଶକ୍ତି ଯୋଗାଇ ଥାଏ ଏବଂ ଏହି ଖଜୁରୀ ରେ ପ୍ରଚୁର ଆଇରନ ରହିଥାଏ ଯାହା ଆପଣ ଙ୍କ ର ଥକାପଣ କୁ ଦୂର କରିଥାଏ I
ହାଡ଼ ମଜବୁତ କରିଥାଏ
ଖଜୁରୀ ରେ ସୋଡିୟମ କମ ଓ ମିନେରାଲସ ଭରପୁର ମାତ୍ରା ରେ ରହିଥାଏ I ଏହା ଶରୀର ର ହାଡ଼ ଗୁଡିକ ପାଁଇ ମଜବୁତ ହେଇଥାଏ I ଏଥିରେ ଥିବା ସେଲେନିୟମ ଓ କପର ଆପଣ ଙ୍କ ଶରୀର କୁ ଶକ୍ତି ଯୋଗାଇ ଥାଏ I
ଯଦି ଆପଣ ଖଜୁରୀ କୁ ରାତି ରେ କ୍ଷୀର ରେ ପକାଇ ସକାଳୁ ଖାଇବେ ତ ଏହା ଶରୀର ପାଁଇ ବେଶ ଏହା ଲାଭକାରୀ ହେଇଥାଏ I